Browsing Category

ରାଜନୀତି

 ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ: ଆଇନ ମନ୍ତ୍ରୀ

ଭୁବନେଶ୍ୱର:  ମାର୍ଚ୍ଚ ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି କାମ | ତାପରେ ଆରମ୍ଭ ହେବ ଗଣତି ମଣତି |  ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା | ଏଏସଆଇ 3 ମାସ ସମୟ ମାଗିଥିଲା | କିନ୍ତୁ ତାର ଯଥେଷ୍ଟ ପୂର୍ବରୁ ମରାମତି କାମ ସାରିବାକୁ ଚେଷ୍ଟା କରାଯାଉଛି | ଏବେ ମକର ପାଇଁ ନୀତି…
Read More...

ନିଜ ସରକାରରେ ବାପାଙ୍କ ହତ୍ୟା ପ୍ରସଙ୍ଗରେ କାହିଁ ଚୁପ ଥିଲେ ଦୀପାଳି…

ପୋଲିସ ଲଗାଇ ନବ ଦାସଙ୍କୁ ହତ୍ୟା କରିବା ନେଇ ଦିପାଲୀ ଦାସଙ୍କ ଅଭିଯୋଗ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କାହାକୁ ଇଙ୍ଗିତ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ବେଳେ ସରକାର ତାଙ୍କର ଥିଲା । ତଦନ୍ତକାରୀ ସଂସ୍ଥା ତାଙ୍କ ସହିତ ଥିଲା ।…
Read More...

କ୍ରାଉଡ ଫଣ୍ଡିଂ ଜରିଆରେ ନିର୍ବଚାନୀ ଖର୍ଚ୍ଚ ପାଇଁ ଟଙ୍କା ସଂଗ୍ରହ କରିବାକୁ ଲକ୍ଷ..

କଲକାଜୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ଆତିଶୀ ରବିବାର ସକାଳ ୧୦ ଟାରୁ ପାଣ୍ଠି ସଂଗ୍ରହ ଆରମ୍ଭ କରିଥିଲେ। ସେ କ୍ରାଉଡ୍ ଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ ବାବଦରେ ୪୦ ଲକ୍ଷ ଟଙ୍କା ସଂଗ୍ରହ…
Read More...

ଦିଲ୍ଲୀ ବିଧାନସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା..

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶନିବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଗତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ, ପାଞ୍ଚଜଣ ମହିଳା ପ୍ରାର୍ଥୀ ଏବଂ ଦଳର ପ୍ରାୟ ସମସ୍ତ ନେତା କଂଗ୍ରେସରୁ ଆମଦାନୀ କରିଥିଲେ। ପ୍ରଥମ…
Read More...

ବିଧାନସଭାରେ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ ଦୀପାଳି :  ବାବୁ ସିଂ

ଭୁବନେଶ୍ୱର:  ଦୀପାଳିଙ୍କୁ  ବିଜେପିର ପ୍ରଶ୍ନ। 2 ବର୍ଷ ତଳେ ଓଡିଶାରେ କାହାର ସରକାର ଥିଲେ, କିଏ ପୋଲିସ ଲଗେଇକି ହତ୍ୟା କରିଥିଲା ନବ ଦାସଙ୍କୁ। ଉପନିର୍ବାଚନରେ ଜିତିବା ପରେ ମଧ୍ୟ ବିଧାନସଭାରେ ଦୀପାଳି ଗୋଟିଏ ଦିନ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ। ନବ ଦାସଙ୍କ…
Read More...

ରାଜ୍ୟପାଳ ଲାଟସାହେବ ନୁହଁନ୍ତି : ବିଜେପିରେ ମିଶିବା ପରେ ରଘୁବର ଦାସଙ୍କ ବୟାନ

ଭୁବନେଶ୍ୱର : ବିଜେପିରେ ମିଶିବା ପରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଙ୍କ ବଡ ବୟାନ। ସେ ରହିଛନ୍ତି ରାଜ୍ୟପାଳ ପଦବୀକୁ ଲାଟ ସାହେବ ପଦ ବୋଲି ସମସ୍ତେ ଭାବିଥାଆନ୍ତି । ଏନେଇ ରଘୁବର କହିଛନ୍ତି ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି , ରାଜ୍ୟପାଳ ଲୋକଙ୍କ ରାଜ୍ୟପାଳ । ଜଗନ୍ନାଥଙ୍କ ଭୂମି…
Read More...

ପୂର୍ବ ସରକାରଙ୍କ ସମ୍ବନ୍ଧରେ ପ୍ରଦୀପଙ୍କ ମନ୍ତବ୍ୟକୁ କାଉଣ୍ଟର କଲା ବିଜେଡି

ବ୍ୟୁରୋ : ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ବୟାନକୁ କାଉଣ୍ଟର କଲା ବିଜେଡି । ବିଜେଡି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପ୍ରତିକ୍ରିୟା । ନବୀନଙ୍କୁ କଙ୍କାକ୍ଷ କରି ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ବିଜେଡି ନେତାଙ୍କ ମନ୍ତବ୍ୟ । ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ପୂର୍ବ ସରକାରଙ୍କ ସମ୍ବନ୍ଧରେ…
Read More...

କମ ଦାମ ରେ ଧାନ କିଣି ଗଛିତ ରଖିଲେ ହେବ ଚଢ଼ାଉ: କୃଷ୍ଣ ପାତ୍ର

ଭୁବନେଶ୍ୱର:  ଧାନ ସଂଗ୍ରହ ସଠିକ ଭାବେ ଚାଲିଛି | କାଁ ଭାଁ କେଉଁଠି ଗଣ୍ଡଗୋଳିଆ ଚାଲିଛି | ଲୋକମାନଙ୍କୁ କିଛି ନେତା ଉଷୁକାଉଛନ୍ତି | ଯେମିତିକା ଧାନ ଦେଲେ ବି 31 ସହ ଟଙ୍କା ଦେବେ | ଆମେ କହିଛୁ FAQ ମାନର ଧାନ ଆଣିବାକୁ ପଡିବ | ଧାନ କଲର ଚେଞ୍ଜ ହେଲେ ବି ଆମେ ଆଡ଼ଜଷ୍ଟ କରୁଛୁ | ବହୁତ ଖରାପ…
Read More...

ରାତି ୨ଟାରୁ ବିଶାଲ ଦାସଙ୍କୁ ଛତିଶଗଡରେ ଅଟକ

ଭୁବନେଶ୍ୱର: ବିଶାଲ ଦାସ ଅଟକ । ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି । ଛତିଶଗଡ଼ ମହାସମୁଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ଅଛନ୍ତି । କିର୍ମିରା ବ୍ଳକର ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏକ ଭିଡିଓ ମାଧ୍ୟମରେ ଏହା କହିଛନ୍ତି ଵିଶାଲ ଦାସ । ରାତି…
Read More...

ରାଗିଲେ ଓମାର ଅବଦୁଲ୍ଲା, ଇଣ୍ଡିଆ ମେଣ୍ଟ କୁ ନେଇ କହିଲେ ଏପରି..

ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ। ତେବେ ମିଳିତ ମଞ୍ଚର କିଛି ଦିନ ପରେ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ଜେଡିୟୁ ବିଜେପି ସହିତ ଏନଡିଏରେ ଯୋଗ ଦେଇଥିଲା। ଏହା ବ୍ୟତୀତ ଲୋକସଭା ନିର୍ବାଚନରେ ମଧ୍ୟ ରାଜ୍ୟର ଦଳ କଂଗ୍ରେସଠାରୁ ଦୂରେଇ ରହିଥିଲେ। କେବଳ…
Read More...