Browsing Category

ରାଜନୀତି

ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ଉପରେ ସରକାରଙ୍କୁ କଂଗ୍ରେସର ଆକ୍ରମଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏକ ଲମ୍ବା ପୋଷ୍ଟରେ ସେ ଶୁଳ୍କ ସହିତ ଭାରତର ରୁଷ ସହିତ ବନ୍ଧୁତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଟ୍ରମ୍ପଙ୍କ ଏହି ଘୋଷଣା ସହିତ ଦେଶରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସ…
Read More...

ମଥାରୁ ସିନ୍ଦୁର ଲିଭିବା ପରେ କାହିଁକି ଅପରେସନ ସିନ୍ଦୁର ନାମ ଦିଆଯାଇଥିଲା ; ଜୟା ବଚ୍ଚନ

ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ସମୟରେ, ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଏକ ବଡ଼ ବୟାନ ଦେଇଥିଲେ। ସେ ଅପରେସନକୁ ସିନ୍ଦୂର ନାମକୁ ନେଇ ବିରୋଧ କରିଥିଲେ। ଜୟା କହିଥିଲେ ଯେ ଯେତେବେଳେ ସିନ୍ଦୂର ମଥାରୁ ପୋଛି ହୋଇଗଲା, ତେବେ ଅପରେସନକୁ ସିନ୍ଦୂର କାହିଁକି ନାମ ଦିଆଗଲା?…
Read More...

ଆଲୋଚନା କମ୍ ଠେଲା ପେଲା ଅଧିକ

ଅଶାନ୍ତ ବି.ଏମ.ସି ଓ ସି.ଏମ୍.ସି । ୨ ଜଣ ମେୟରଙ୍କ ବିରୁଦ୍ଧରେ ଅଭିଯୋଗ । ଗୋଟେପଟେ କଟକ ମହାନଗର ନିଗମର ମାସିକିଆ ବୌଠକରେ ହଙ୍ଗାମା ଦେଖିବାକୁ ମିଳିଥିବା ବେଳ । ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମରେ, ମେୟର କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ୨୯ ନମ୍ବର ୱାର୍ଡର ବାସିନ୍ଦା । ଆଜି…
Read More...

ସଫଳ ଅପରେସନ ସିନ୍ଦୂରର ଉତ୍ସାହରେ ବିଜେପି ପାଳିବ ତିରଙ୍ଗା ଯାତ୍ରା

ସଫଳ ଅପରେସନ ସିନ୍ଦୂରର ଉତ୍ସାହରେ ପରିପୂର୍ଣ୍ଣ ବିଜେପି ସାରା ଦେଶରେ ତିରଙ୍ଗା ଯାତ୍ରା ବାହାର କରିବାକୁ ପ୍ରସ୍ତୁତ ହେଉଛି। ଏହି ଯାତ୍ରା 10 ଅଗଷ୍ଟରୁ 14 ଅଗଷ୍ଟ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ବିଭାଗରେ ବାହାର କରାଯିବ। ଏହି ଯାତ୍ରା ସମୟରେ, ସଂସଦରେ ଅପରେସନ ସିନ୍ଦୂର ଉପରେ ସ୍ୱତନ୍ତ୍ର…
Read More...

ଆମ ନେତାଙ୍କ ଭୁଲ୍ ଭୁଲ୍ ନୁହେଁ

ସ୍ୱାର୍ଥ ଯେଉଁଠି ନବୀନ ସେଇଠି । ସମ୍ବେଦନଶୀଳ ଘଟଣାକୁ ନେଇ ମଧ୍ୟ ରାଜନୀତି କରିବାରେ ମାହିରେ, ବିଜୁ ଜନତା ଦଳ । ଯେଉଁ କଥାକୁ ଆମେ କହୁନୁ, ବରଂ ସେମାନଙ୍କ ହାବଭାବରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ଥରେ ଆପଣ ହିଁ ଭାବନ୍ତୁ, ହସ୍ପିଟାଲରୁ ସୁସ୍ଥ ହୋଇ ଏବେ ଏବେ ଫେରିଥିବା ନବୀନ, କିଛିଦିନ…
Read More...

ଟ୍ରମ୍ପ ୨୯ ଥର ଅସ୍ତ୍ରବିରତି ଦାବି କରିଛନ୍ତି, ଯଦି ପ୍ରଧାନମନ୍ତ୍ରୀଙ୍କ ସାହସ ଅଛି କୁହନ୍ତୁ ଏହା ମିଛ: ରାହୁଲ ଗାନ୍ଧୀ

ସଂସଦରେ ଅପରେସନ ସିନ୍ଦୂର ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘାଇଲା କରିଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର…
Read More...

ସଂସଦରେ ଅପରେସନ ସିନ୍ଦୂର ଉପରେ ଜୋରଦାର ଆଲୋଚନା

ସଂସଦ ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ଉପରେ ଜୋରଦାର ଆଲୋଚନା । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କୋଣଠେସା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ । ଯେତେବେଳେ ସେ ପହଲଗାମରେ ନିହତ ଲୋକଙ୍କୁ ଭାରତୀୟ ବୋଲି କହିଲେ, ସେତେବେଳେ ଲୋକସଭାରେ ଶାସକ ଦଳ ପକ୍ଷରୁ ହଟ୍ଟଗୋଳ…
Read More...

ଅମରେଶଙ୍କୁ ଫସା ଯାଇଛି ?

ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ, ନାବାଳିକା ଥିବା ବେଳେ, ଯୌନ ଶୋଷଣ ଓ ନିର୍ଯାତନା ଅଭିଯୋଗରେ ଅମରେଶଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍ । ୭୨ ଘଣ୍ଟାର ଛକାପଞ୍ଝା ପରେ, ଶେଷରେ ନିଲମ୍ବିତ ବିଜେଡି କର୍ପୋରେଟର ଅମରେଶ୍ ଜେନାଙ୍କୁ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ପୋଲିସ୍ ବାନ୍ଧିଥିଲା । ଓ ଜାମିନ୍…
Read More...

ପହଲଗାମ ଆକ୍ରମଣର କ୍ଷତି ବଖାଣିଲେ ସରକାର

ସଂସଦର ମୌସୁମୀ ଅଧିବେଶନରେ ଅପରେସନ ସିନ୍ଦୂର ଏବଂ ପହଲଗାମ ଆକ୍ରମଣ ଉପରେ ଏକ ଗରମ ଆଲୋଚନା ଚାଲିଛି। ପହଲଗାମ ଆକ୍ରମଣର ଆତଙ୍କବାଦୀଙ୍କୁ ଧରିବାରେ ବିଫଳତା ଏବଂ ଅପରେସନ ସିନ୍ଦୂର ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାକୁ ନେଇ ବିରୋଧୀ…
Read More...

ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା

ସୋମବାର ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଭାଷଣ ଦେଇ କଂଗ୍ରେସ ସାଂସଦ ଗୌରବ ଗୋଗୋଇ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ସୂଚନା ଲୁଚାଇବାର ଅଭିଯୋଗ କରିଥିଲେ। ସେ କହିଥିଲେ, "ରାଜନାଥ…
Read More...