Browsing Category

ଓଡିଶା

ହେଉଥିଲା ଚୋରୀ ଖଣିଜ: ଦୁଇଟି ଲୁହାପଥର ବୋଝେଇ ଗାଡି ଜବତ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଯୋଡା ଖଣି ମଣ୍ଡଳରେ  ଅହେତୁକ ଭାବେ ବୃଦ୍ଧି ପାଇଛି  ଚୋରୀ । ବାରମ୍ବାର ଲୋକଲୋଚନ କୁ ଏହି ଚୋରୀ  ଘଟଣା ଆସିବା ପରେ ଖଣି ବିଭାଗକୁ କରାଯାଉଛି ସମାଲୋଚନା ।ତେଣେ ଖଣି ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଦାବିଦାର ନ ଥିବା  ଖଣିଜ କୁ କାଗଜ ପତ୍ରରେ ଜବତ…
Read More...

କାହା ସହ ଭାରତ ଖେଳିବ ସେମିଫାଇନାଲ ?

ଭୁବନେଶ୍ୱର; କାହା ସହ ଭାରତ ଖେଳିବ ସେମିଫାଇନାଲ । ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିସାରିଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ତେବେ ଗ୍ରୁପ୍-ଏ ରେ କ୍ୱାଲିଫାଏ କରିଛନ୍ତି । ସେପଟେ ଗ୍ରୁପ -ବି ରେ କ୍ୱାଲିଫାଏ ଅଷ୍ଟ୍ରେଲିଆ କରିସାରିଥିବା ବେଳେ ଆଜି ଇଂଲଣ୍ଡ ଓ ଦକ୍ଷିଣ…
Read More...

ଅଁଳାରେ ରହିଛି ଏମିତି ପୋଷକ ତତ୍ତ୍ୱ ଯାହା ଆପଣଙ୍କୁ ଦେବ ବଡ ଲାଭ !

Health Tips : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକଙ୍କ କ୍ଷେତ୍ରରେ ବ୍ଲଡ ପ୍ରେସର (Blood Pressure)ସମସ୍ୟା ଦେଖିବାକୁ ମିଳୁଛି । କେହି କେହି ହାଇ ବ୍ଲଡ ପ୍ରେସର (High Blood Pressure) ସମସ୍ୟାର ସାମ୍ନା କରୁଥିବା ବେଳେ, ଆଉ କେହି କେହି ଲୋ ବ୍ଲଡ ପ୍ରେସର (low blood…
Read More...

ସାଂସଦଙ୍କୁ ପୋଷ୍ଟରରୁ ଅଲଗା କଲେ ବିଜେପି ଦଳୀୟ କର୍ମୀ: ଭିଡ଼ିଓ ଭାଇରଲ

ନବରଙ୍ଗପୁର / ଟୁକୁନା ଖୁରା, ଲଳିତ ସୁନାନୀ :  ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କ ପ୍ରତିନିଧି ଓ ଝରିଗାଁ ବିଧାୟକ ନରସିଂ ଭତ୍ରାଙ୍କ ପ୍ରତିନିଧି ମଧ୍ୟରେ ଗତ ଦୁଇଦିନ ପୂର୍ବରୁ ଚନ୍ଦାହାଣ୍ଡି ବ୍ଳକ୍ ସାମ୍ନାରେ ହାତାହାତି ପରିସ୍ଥିତି ଦେଖାଦେଇ ଥିଲା।ଉକ୍ତ ଘଟଣା କୁ ନେଇ ଦୋକାନ ବଜାର…
Read More...

ଆରମ୍ଭ ହେଲା ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ବିମାନ ସେବା

ଝାରସୁଗୁଡ଼ା : ଦୀର୍ଘ ପ୍ରୀତକ୍ଷାର ଅନ୍ତ। ଆରମ୍ଭ ହେଲା ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ବିମାନ । ମୁମ୍ବାଇ ବିମାନବନ୍ଦରୁ ଇଣ୍ଡିଗୋ ବିମାନ ଆସି ଝାରସୁଗୁଡ଼ାରେ ପହଞ୍ଚିଛି । ଏଥିରେ ପ୍ରାୟ ୧୮୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ ।  ଆଜି  ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ…
Read More...

ପୋଲିସ ଓ ମାଓବାଦୀ ଗୁଳିବିନିମୟ: ୨ ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ ହୋଇଛି । ସୂଚନା ଅନୁଯାୟୀ , କିସ୍ତାରାମ ଥାନା ନିକଟ ମେଟାଗୁଡା ଜଙ୍ଗଲରେ କିଛି ମାଓବାଦୀ ଥିବା ଜାଣି ଡିଆରଜି ଓ ପୋଲିସ ମିଳିତ ହୋଇ ଉକ୍ତ…
Read More...

ଫଳ ଦୋକାନରେ ଅଗ୍ନିକାଣ୍ଡ :  ପାଉଁଶ ହୋଇଗଲା ଲକ୍ଷ୍ୟାଧିକ ସାମଗ୍ରୀ

ସୁବର୍ଣ୍ଣପୁର :  ଫଳ ଦୋକାନରେ ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଗଲା ଦୋକାନ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଥିବା ଏକ ଫଳ ଦୋକାନରେ ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ଲକ୍ଷ୍ୟ ଲକ୍ଷ ଟଙ୍କାର ଫଳ l ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା…
Read More...

ଆଜି ଦହିବରା ଦିବସ

ଭୁବନେଶ୍ୱର: କଟକର ଅନ୍ୟତମ ପରିଚୟ କୁହାଯାଉଥିବା ଏହି ଦହିବରାର ଭାଉ ପ୍ରାୟ ସମସ୍ତେ ଜାଣନ୍ତି । ଯିଏ ଖାଇଛି ତାର ମଜା ସେ ହିଁ ପାଇଛି । ବରା ସାଙ୍ଗକୁ ଉପରେ ଅଳ୍ପ ଆଳୁଦମ ତା ଉପରେ ମିଶିଯାଏ ଟିକେ ମଟର ତରକାରୀ କେବଳ ସେତିକିରେ ସିମିତ ନଥାଏ । ଉପରେ ପଡିଯାଏ କଟା ପିଆଜ ସାଙ୍ଗକୁ ଧନିଆ ପତ୍ର…
Read More...

ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି: ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ ସଭାପତି

କଟକ: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି । ବିଜ୍ଞାନ C- ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା । ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ ସଭାପତି । ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି। ଏଥିସହ ପ୍ରଶ୍ନପତ୍ର ଭାଇରାଲ କଥାକୁ ଖାରଜ…
Read More...

ଘରେ ଫିଟ୍ ରୁହନ୍ତୁ! ବୟସ୍କଙ୍କ ପାଇଁ ପ୍ରଭାବଶାଳୀ ବ୍ୟାୟାମ, ଏହି ଯୋଗାସନ ଗୁଡ଼ିକୁ ଚେଷ୍ଟା କରନ୍ତୁ

ଭୁବନେଶ୍ୱର;ଆମେ ବୟସ ବଢ଼ିବା ସହିତ, ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। କିନ୍ତୁ ଏଥିପାଇଁ ଭାରୀ ବ୍ୟାୟାମର ଆବଶ୍ୟକତା ନାହିଁ। କିଛି ହାଲୁକା ବ୍ୟାୟାମ କରି, ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ଶକ୍ତି ଏବଂ ସ୍ୱାସ୍ଥ୍ୟ…
Read More...