Browsing Category
ଓଡିଶା
ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ
କଳାହାଣ୍ଡି:- ନର୍ଲା ବ୍ଲକରେ ବିଭିନ୍ନ କ୍ଲଷ୍ଟରରେ କାର୍ଯ୍ୟରତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଶିକ୍ଷା ବିଭାଗ ଦ୍ଵାରା ବଦଳି କରାଯାଇଥିବା ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା…
Read More...
Read More...
ରାଜ୍ୟରେ ପ୍ରବଳ ବର୍ଷା, କଟକ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ବାତିଲ୍
କଟକ: ଆଜି କଟକ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ବାତିଲ୍ । ପ୍ରବଳ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଦୃଷ୍ଟିରୁ ଛୁଟି ବାତିଲ୍ ଘୋଷଣା କରାଯାଇଛି । ଆଜି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ।…
Read More...
Read More...
ମୁଦି ଖୋଲିବ ରହସ୍ୟ, ପୀଡିତାଙ୍କ ବୟାନ ଆଧାରରେ ହେବ ତଦନ୍ତ
ପିପିଲି: ଜୁଲାଇ ୧୯ ତାରିଖ, ଶନିବାର । କିଏ ଓ କାହିଁକି ଜଣେ ନାବାଳିକାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ? କୁଆଡେ ଗଲେ ୩ ଜଣ ଦୁର୍ବୃତ୍ତ ? ଘଟଣା ପଛରେ ରହିଛି କି ଆଉ କିଛି ରହସ୍ୟ ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ତଦନ୍ତକାରୀ ଟିମ୍ ପୂରା ଜୋର୍ ଲଗାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ…
Read More...
Read More...
ଫାଇଲ କାମ ପାଇଁ ୩୦୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ
ଭୁବନେଶ୍ୱର: ଲାଞ୍ଚ ନେଇ ପୁଣି ଧରା ପଡିଲେ ସରକାରୀ ବାବୁ । ଜୁନିଅର ରାଜସ୍ୱ ସହାୟକ (JRA) ସୌରଭ ତ୍ରିପାଠୀ, ସ୍ୱତନ୍ତ୍ର ପ୍ରମାଣପତ୍ର ବିଭାଗ, ଭୁବନେଶ୍ୱରର ସବ-କଲେକ୍ଟର କାର୍ଯ୍ୟାଳୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଦୀର୍ଘ ଦିନ ଧରି ବିଚାରାଧୀନ ଏକ ପ୍ରମାଣପତ୍ର ମାମଲାରେ ଫାଇଲ କାମ…
Read More...
Read More...
ଏଣିକି ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ବାଧ୍ୟତାମୂଳକ
ଭୁବନେଶ୍ୱର:- ଆଉଟସୋର୍ସିଂ ନିଯୁକ୍ତି ନେଇ ସମସ୍ତ ବିଭାଗକୁ ଅର୍ଥ ସଚିବଙ୍କ ଚିଠି । ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିନା ଅନୁମତିରେ ନିଯୁକ୍ତି ଦେଇପାରିବେନି । ଏଣିକି ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅର୍ଥ ବିଭାଗର ମଞ୍ଜୁରୀ ବାଧ୍ୟତାମୂଳକ । ଯଦି ପୂର୍ବରୁ ମଞ୍ଜୁରୀ ଥାଏ ତେବେ ନବୀକରଣ…
Read More...
Read More...
ମାଲକାନଗିରି ଜିଲ୍ଲା କାଲିମେଳାର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି
ମାଲକାନଗିରି-: ଲଗାଣ ବର୍ଷାରେ ବୁଡ଼ିଲା ପୋଲ । କାଲିମେଳା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି । କାଲିମେଳାରୁ ପଡିଆ ଅଞ୍ଚଳକୁ ଯାତାୟାତ ଠପ ହୋଇଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳାର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ…
Read More...
Read More...
ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ
ଭୁବନେଶ୍ୱର: ଟେକ୍ସଟାଇଲ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଲୋକସେବା ଭବନ କନଭେନସନ ହଲ୍ରେ ଶୁଭାରମ୍ଭ ହେଲେ ‘ଓଡ଼ିଶା ଟେକ୍ସ ୨୦୨୫’। ଏହି ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ…
Read More...
Read More...
ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କଣିହାଁ ; ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକରେ ଉଚ୍ଚ ଶିକ୍ଷା ବିଭାଗ ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ତରଫରୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଛାତ୍ରୀ ଓ ମହିଳାଙ୍କୁ କର୍ମଚାରୀଙ୍କ ସୁରକ୍ଷା ପାଇଁ କଣିହାଁ ମହା ବିଦ୍ୟାଳୟର…
Read More...
Read More...
ବାରିପଦା ସହରର ହେବ ନବୀକରଣ; ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ
ଭୁବନେଶ୍ଵର: ବାରିପଦା ସହରର ହେବ ନବୀକରଣ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ରିଙ୍ଗ୍ ରୋଡ ସହିତ ବୁଢ଼ାବଳଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ ହେବ । ସ୍ବରେଜ ସିଷ୍ଟମ ସହ ବିକଶିତ ହେବ…
Read More...
Read More...
ପଶ୍ଚିମବଙ୍ଗ ମୁହାଁ ହେବ ଅବପାତ, ରାଜ୍ୟରେ ପ୍ରବଳ ବର୍ଷା
ଭୁବନେଶ୍ଵର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ ଅବପାତ । ପ୍ରଭାବରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜ…
Read More...
Read More...