Browsing Category

ଓଡିଶା

ଗିରଫ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଆୟ ଠାରୁ ୫ ଗୁଣା ଅଧିକ ସଂପତ୍ତି

ଜୟପୁର: ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର୍ ରାମଚନ୍ଦ୍ର ନେପାକ । ଭିଜିଲାନ୍ସ ଚଢାଉ ବେଳେ ଡେପୁଟି ରେଞ୍ଜରଙ୍କ ଘରୁ ମିଳିଥିଲା ଟଙ୍କାର ପାହାଡ଼ । କୋଟିଏ କି ଦୁଇ କୋଟି ନୁହେଁ ଏକାବେଳେ ମିଳିଥିଲା ଦେଢ କୋଟି ଟଙ୍କା କ୍ୟାସ୍ । ଗିରଫ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ୫ ଗୁଣା…
Read More...

ପ୍ରବଳ ବର୍ଷାରେ ବେହାଲ ଓଡିଶା, ବିପଦ ସଙ୍କେତ ଉପରେ ସବୁ ନଦୀ!

ଭଦ୍ରକ: ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଲା ବୈତରଣୀ । ବିପଦ ସଂକେତ ୧୮.୩୩ ମିଟର ଛୁଇଁଲା ବୈତରଣୀ । ଜଳସ୍ତର ବଢ଼ୁଥିବାରୁ ବନ୍ୟା ନେଇ ସତର୍କ କରାଇଲେ ଜିଲ୍ଲାପାଳ । ଚାନ୍ଦବାଲି ଓ ଧାମନଗର ବେଶୀ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ଭଣ୍ଡାରୀପୋଖରୀ ଆଂଶିକ ପ୍ରଭାବିତ ହେବା ନେଇ…
Read More...

ଦେବଝରଣ ଜଳ ପ୍ରପାତରେ ଅଘଟଣ, ବୁଡି ଯାଇ ୨ ଛାତ୍ରଛାତ୍ରୀ ମୃତ

ସମ୍ବଲପୁର: ପାଣିରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ । ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ିଯିବାରୁ ଅଘଟଣ । ବୁର୍ଲା ମେଡିକାଲ୍‌ କଲେଜର ୬ ଛାତ୍ରଛାତ୍ରୀ ବୁଲି ଯାଇଥିବା ବେଳେ କୌଣସି କାରଣରୁ ଜଣେ ଛାତ୍ର ଓ ଛାତ୍ରୀ ଜଳ ପ୍ରପାତରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି ।…
Read More...

୬ ଜଣିଆ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ ଗିରଫ

କଟକ କମିଶନରେଟ ପୋଲିସ କୁ ମିଳିଛି ବଡ଼ ସଫଳତା।କଟକ ମାଲଗୋଦାମ ଥାନା ପୋଲିସ ପଞ୍ଜାରେ  ୬ ଜଣିଆ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ। ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୫ ଟି ପିସ୍ତଲ ୧୩ ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏହି ଘଟଣାର ପୋଲିସ ଅଧିକ ଖୋଳତାଡ କରୁଛି।…
Read More...

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ ବାତିଲ

ଭୁବନେଶ୍ଵର: ବାତିଲ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ହୋଇଥିବା କଣ୍ଟ୍ରାକ୍ଟ । କାର୍ଯ୍ୟ ବିଳମ୍ବ ହେଉଥିବାରୁ ଠିକା ସଂସ୍ଥାର କଣ୍ଟ୍ରାକ୍ଟ ବାତିଲ ହୋଇଥିବା ନେଇ ସୂଚନା ମିଳିଛି । ଠିକା ସଂସ୍ଥା ସିଗାଲ ଇଣ୍ଡିଆ ଓ ରଞ୍ଜିତ ବିଲ୍ଡକନ୍‌ ସହ କଣ୍ଟ୍ରାକ୍ଟ ବାତିଲ କଲା ଦିଲ୍ଲୀ ମେଟ୍ରୋ…
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଲକ୍ଷର ଜୀବନବୀମା ପାଇବେ ସଫେଇ କର୍ମଚାରୀ

ଭୁବନେଶ୍ଵର: ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ସିଏମ୍‌ଙ୍କ ଘୋଷଣା । ୧୦ ଲକ୍ଷର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ ଲକ୍ଷ । ଏଥିସହ ସମସ୍ତ…
Read More...

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କ ସହ ସମ୍ପର୍କ ରଖୁଥିଲେ ବିଜେଡି କର୍ପୋରେଟର…

ପୁଣି ରାଜଧାନୀରେ ଭୁବନେଶ୍ୱରରେ ନାରୀ ନିର୍ଯ୍ୟାତନା ଘଟଣା । ଏଥର ଅଧ୍ୟାପକ ନୁହେଁ ବରଂ ଜଣେ ନେତାଙ୍କ ନାଁରେ ଆସିଛି ନିର୍ଯାତନାର ସଂଙ୍ଗୀନ ଅଭିଯୋଗ । ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଭୁବନେଶ୍ୱର ବିଜେଡି କର୍ପୋରେଟର ଅମରେଶ ଜେନା । ଏକଥା ଆମେ ନହେଁ ଖୋଦ ପୀଡିତା ଜଣକ…
Read More...

ଏଣିକି ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ

କଟକ:- ବିଏଡ୍ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଦୁଇବର୍ଷିଆ ବିଏଡ୍ ପାଠ୍ୟକ୍ରମ‌ ସଂପୂର୍ଣ୍ଣ କରିଥିବା ପ୍ରାର୍ଥୀଙ୍କୁ ମିଳିବ କନିଷ୍ଠ ଶିକ୍ଷକ ହେବାର ସୁଯୋଗ। ବିଏଡ୍ ପ୍ରାର୍ଥୀଙ୍କୁ ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ।…
Read More...

ନାବାଳିକା ସହ କୁକର୍ମ କରି ଦୁଇ ଭାଇ ଗିରଫ

କୁଜଙ୍ଗ:- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାକୁ ୭ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବାଣଶରା ଗ୍ରାମର ଭଗ୍ୟଧର ଦାଶ ଓ ପଞ୍ଚାନନ ଦାଶ । ଉଭୟଙ୍କୁ…
Read More...

ଗଛରେ ପିଟି ହୋଇ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ…

ହିଞ୍ଜିଳି (ରଜନୀକାନ୍ତ ପାତ୍ର )ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କଞ୍ଚୁରୁ - ଦୁର୍ବନ୍ଧ ମଧ୍ୟବର୍ତ୍ତୀ ରାସ୍ତାରେ ବାଇକ୍ ଦୂର୍ଘଟଣାରେ ବାଇକ୍ ଆରୋହୀ ମୃତ। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ କେଉଟ ସାହିର ଶଙ୍କର ବେହେରା (୩୪) ସୂଚନା ମୁତାବକ ଗତ କାଲି…
Read More...