Browsing Category

ଓଡିଶା

ସିଆରପିଏଫ ୦୪ ବାଟାଲିୟନ ଓ ପୋଲିସ ବାହିନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲାଞ୍ଜିଗଡ:- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଆଦିବାସୀ ମାନେ ଜଙ୍ଗଲ କାଟି ପୋଡୁଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବା ବଦଳରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟପ୍ରାଣୀ…
Read More...

ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା ଓ ସୁବର୍ଣ୍ଣରେଖାରେ ବନ୍ୟା

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ୁଛି। ଏପଟେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ଆଖୁଆପଦାଠାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ପାଣିଘେରରେ…
Read More...

ପୁଣି ଏଫ୍ଏମ୍ କଲେଜରେ ଲଜ୍ଜା: ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ବର: ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । FM ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ପଶି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ରେମୁଣା ଥାନାରେ ଅଭିଯୋଗ ପରେ ନୀଳଗିରି ଅଞ୍ଚଳର ଯୁବକ ଅଟକ । ସୂଚନା…
Read More...

ଫେରାର୍ ହେବାରେ କରୁଥିଲେ ସାହାର୍ଯ୍ୟ, ଗିରଫ ହେଲେ ବିଜେଡି ନେତାଙ୍କ ୫ ସହଯୋଗୀ

ଭୁବନେଶ୍ଵର: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ । ଅମରେଶ ଜେନାଙ୍କୁ ଫେରାର କରାଇବା ଅଭିଯୋଗରେ ୫ ଗିରଫ । ୫ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଜାମିନ୍ ନାମଞ୍ଜୁର ପରେ ୫ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍ ପଠାଗଲା । ଅମରେଶ ଜେନାଙ୍କ ନାଁରେ ନାବାଳିକା…
Read More...

ବଳଙ୍ଗା ଘଟଣାରେ, କୌଣସି ନିଷ୍କର୍ସରେ ପହଞ୍ଚିନି ପୋଲିସ

ପୁରୀ: ପୁରୀ ବଳଙ୍ଗା ଘଟଣାରେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚିନି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସ୍‌ପି ପିନାକ ମିଶ୍ର । ତେବେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ଟିକେ ସମୟ ସାପେକ୍ଷ । ତଦନ୍ତରେ କୌଣସି ଦିଗ ଛଡ଼ା ଯିବ ନାହିଁ । ସାଇଣ୍ଟିଫିକ୍ ଉପାୟରେ ତଦନ୍ତ ଜାରି ରହିଛି ।…
Read More...

ସାମ୍ବାଦିକ ସଂଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ସାରଙ୍ଗଧର ସ୍କୁଲର ହଷ୍ଟେଲ ପରିସରରେ ସାମ୍ବାଦିକ ସଂଘ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଟି ଗଛ ମାଆ ନାମିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ବିଧାୟକ ଶତୃଘନ ଜେନା ଯୋଗ ଦେଇଥିବା…
Read More...

ଗିରଫ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଆୟ ଠାରୁ ୫ ଗୁଣା ଅଧିକ ସଂପତ୍ତି

ଜୟପୁର: ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର୍ ରାମଚନ୍ଦ୍ର ନେପାକ । ଭିଜିଲାନ୍ସ ଚଢାଉ ବେଳେ ଡେପୁଟି ରେଞ୍ଜରଙ୍କ ଘରୁ ମିଳିଥିଲା ଟଙ୍କାର ପାହାଡ଼ । କୋଟିଏ କି ଦୁଇ କୋଟି ନୁହେଁ ଏକାବେଳେ ମିଳିଥିଲା ଦେଢ କୋଟି ଟଙ୍କା କ୍ୟାସ୍ । ଗିରଫ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ୫ ଗୁଣା…
Read More...

ପ୍ରବଳ ବର୍ଷାରେ ବେହାଲ ଓଡିଶା, ବିପଦ ସଙ୍କେତ ଉପରେ ସବୁ ନଦୀ!

ଭଦ୍ରକ: ଭଦ୍ରକ ଆଖୁଆପଦାରେ ବିପଦ ସଂକେତ ଛୁଇଁଲା ବୈତରଣୀ । ବିପଦ ସଂକେତ ୧୮.୩୩ ମିଟର ଛୁଇଁଲା ବୈତରଣୀ । ଜଳସ୍ତର ବଢ଼ୁଥିବାରୁ ବନ୍ୟା ନେଇ ସତର୍କ କରାଇଲେ ଜିଲ୍ଲାପାଳ । ଚାନ୍ଦବାଲି ଓ ଧାମନଗର ବେଶୀ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ଭଣ୍ଡାରୀପୋଖରୀ ଆଂଶିକ ପ୍ରଭାବିତ ହେବା ନେଇ…
Read More...

ଦେବଝରଣ ଜଳ ପ୍ରପାତରେ ଅଘଟଣ, ବୁଡି ଯାଇ ୨ ଛାତ୍ରଛାତ୍ରୀ ମୃତ

ସମ୍ବଲପୁର: ପାଣିରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ । ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ିଯିବାରୁ ଅଘଟଣ । ବୁର୍ଲା ମେଡିକାଲ୍‌ କଲେଜର ୬ ଛାତ୍ରଛାତ୍ରୀ ବୁଲି ଯାଇଥିବା ବେଳେ କୌଣସି କାରଣରୁ ଜଣେ ଛାତ୍ର ଓ ଛାତ୍ରୀ ଜଳ ପ୍ରପାତରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି ।…
Read More...

୬ ଜଣିଆ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ ଗିରଫ

କଟକ କମିଶନରେଟ ପୋଲିସ କୁ ମିଳିଛି ବଡ଼ ସଫଳତା।କଟକ ମାଲଗୋଦାମ ଥାନା ପୋଲିସ ପଞ୍ଜାରେ  ୬ ଜଣିଆ ଆନ୍ତଃରାଜ୍ୟ ବେଆଇନ ବନ୍ଧୁକ କାରବାର ଗ୍ୟାଙ୍ଗ। ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୫ ଟି ପିସ୍ତଲ ୧୩ ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏହି ଘଟଣାର ପୋଲିସ ଅଧିକ ଖୋଳତାଡ କରୁଛି।…
Read More...