Browsing Category

ଓଡିଶା

ଓଲଟିଲା କାଉଡିଆଙ୍କ ଗାଡି

ଓଲଟିଲା କାଉଡିଆଙ୍କ ଗାଡି ।  ଫଳରେ ୫ ଜଣ କାଉଡିଆ ଗଭୀର ଭାବରେ ଆହତ ହୋଇଛନ୍ତି । ସୂଚନା ଅନୁଶାରେ, ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଗତକାଲି ଜଳାଭିଷେକ ପାଇଁ ୧୨ ଜଣ କାଉଡ଼ିଆ ଭକ୍ତ ମହେନ୍ଦ୍ରଗିରି ଆସିଥିଲେ। କିନ୍ତୁ ମହେନ୍ଦ୍ରଗିରିରୁ ଫେରିବା ସମୟରେ, ବୁରୁଖତ ପାଖରେ ଗାଡି ଓଲଟି ପଡିଥିଲା ।…
Read More...

ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ

ଭୁବନେଶ୍ୱର:- ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବି ଡିଭିଜନ୍‌ର ସହକାରୀ ଯନ୍ତ୍ରୀ । ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ବାସଭବନ ସମେତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢାଉ ଆରମ୍ଭ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି…
Read More...

ଆଇଆଇଟି ଛାତ୍ରୀଙ୍କ ସୃତିରେ ଉଦଳା ହସ୍ପିଟାଲରେ ଫଳ ବଣ୍ଟନ

ଉଦଳା ; ଜନ୍ମ ଦିନରେ ରୋଗୀଙ୍କୁ ଫଳ ବଣ୍ଟନ । ଆଇଆଇଟି ଛାତ୍ରୀଙ୍କ ସୃତିରେ ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ରୋଗୀମାନଙ୍କୁ ଜନ୍ମ ଦିନରେ ଫଳ ବଣ୍ଟନ କରାଯାଇଛି । ଉଦଳା ଅଞ୍ଚଳର ଦୋଳମଣି ପୁହାଣଙ୍କ ଝିଅ ଶ୍ରୀବିଦ୍ୟା ପ୍ରିୟଦର୍ଶନୀ ଜଣେ ଆଇ ଆଇଟି ଛାତ୍ରୀ ଥିଲେ। ତେବେ ତାଙ୍କର ଏକ ସଡ଼କ…
Read More...

ବସରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ

କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଲେ ଦୁଇ ଯୁବକ।ବିଶାଖାପାଟଣା ବସ ରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ, ଗଞ୍ଜେଇ ସହ ଦୁଇ ଯୁବକ ଅଟକ ଥିବା ବେଳେ ତଦନ୍ତ ଜାରି ରହିଛି ।ଆଜି ସନ୍ଧ୍ୟା ସମୟରେ ଭବାନୀପାଟଣା ଲଡୁ ଗାଁ ଭାୟା ବିଶାଖାପାଟଣା…
Read More...

ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ

ପୁରୀ:- ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଏତେ ଚେକିଂ ସତ୍ତ୍ୱେ ମନ୍ଦିର ଭିତରକୁ କ୍ୟାମେରା ନେଇ ପଶିଗଲେ ଯୁବକ । ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ । ଚଷମାରେ ହିଡେନ୍‌ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଯୁବକ…
Read More...

ଜ଼ିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଜୟପୁର ; ଅଭିଯୋଗ ଶୁଣିଲେ ଜିଲ୍ଲାପାଳ । ଜୟପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରେ ଜ଼ିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଈ ଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧକ୍ଷତାରେ ଆୟୋଜିତ ମିଳିତ ଅଭିଯୋଗ ଶୁଣାଣିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ…
Read More...

ମହଙ୍ଗା ପଡିଲା ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କରିବା, ଗିରଫ ହେଲେ ନର୍ସିଂ ଅଫିସର୍‌

ଭୁବନେଶ୍ଵର: AIIMSରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା । ଗିରଫ ହେଲେ ଅଭିଯୁକ୍ତ ନର୍ସିଂ ଅଫିସର୍‌ ନାନୁ ରାମ ଚୌଧୁରୀ । ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଗତକାଲି ନାନୁ ରାମ ଚୌଧୁରୀଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଆଟେଣ୍ଡାଣ୍ଟ । ସୂଚନା ଅନୁସାରେ, ପୀଡିତା…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର  ଜିଲ୍ଲାପାଳ ଭାବେ ଡ. ନୃପରାଜ ସାହୁ ଆଜି ପୂର୍ବାହ୍ନ ରେ ଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ…
Read More...

ଯାମପାଲି ଗ୍ରାମର କଂକ୍ରିଟ ରାସ୍ତାକୁ ଶାବଳରେ ତାଡି ଦେଲେ ଦୁର୍ବୃର୍ତ୍ତ

ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଯାମପାଲି ଗ୍ରାମର କଂକ୍ରିଟ ରାସ୍ତାକୁ ଶାବଳରେ ତାଡି ଦେଲେ ଦୁର୍ବୃର୍ତ୍ତ। କଳାପଥର ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ବଦନାମ କରିବାକୁ ଯାଇ କିଛି ଦୁର୍ବୃର୍ତ୍ତ କଂକ୍ରିଟ ରାସ୍ତାକୁ ତାଡି ଦେଇଛନ୍ତି।…
Read More...

ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

ରାଇରଙ୍ଗପୁର:- ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ‌ ସାପ୍ତାହିକ ହାଟରେ ଅବାଧ ଗୋମାଂସ ବିକ୍ରିକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ପୋଲିସ ମଧ୍ୟ ଏଥିପ୍ରତି କଠୋର ହେଉଛି । ଆଇନ ଶୃଙ୍ଖଳାକୁ ଫୁ କରିଦେଉଛନ୍ତି ଗୋ ତସ୍କର ମାନେ। ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ସାପ୍ତାହିକ…
Read More...