Browsing Category

ଭାରତ

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ବୈଜୟନ୍ତ ପଣ୍ଡା ଙ୍କୁ ହତ୍ୟା ଧମକ ଘଟଣା ଆଇନ ର ଆଶ୍ରୟ ନେଲେ ଜୟ ପଣ୍ଡା । ଦିଲ୍ଲୀ ପୋଲିସ ରେ ଅଭିଯୋଗ କଲେ ବୈଜୟନ୍ତ ପଣ୍ଡା । ଜୀବନରୁ ମାରିଦେବାକୁ ଆସିଥିଲା ଧମକ । କ୍ୟାବିନେଟ ମନ୍ତ୍ରୀ ନବ ଦାସ ସହ ଯାହା ଘଟିଛି ତମ ସହ ଘଟିବ ବୋଲି ମିଳିଥିଲା ଧମକ । ଏନେଇ ସତ୍ୟା ସତ୍ୟ ଜଣା ନ ପଡିବାରୁ ଆଇନ…
Read More...

ମହିଳା ସଂରକ୍ଷଣ “ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍ ଲୋକସଭାରେ ପାସ୍ ହୋଇଯାଇଛି

ବ୍ୟୁରୋ: ଲୋକସଭାରେ ପାସ୍ ହେଲା ମହିଳା ବିଲ୍ । ମହିଳା ସଂରକ୍ଷଣ ବିଲ୍ “ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାସ୍ ହୋଇଯାଇଛି । ଭୋଟିଂ ଜରିଆରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍ । ବିଲ୍ ସପକ୍ଷରେ ୪୫୪ ଟି ଭୋଟ ପଡିଥିବାବେଳେ ବିପକ୍ଷରେ ୨ଟି ଭୋଟ୍ ରହିଥିଲା ।
Read More...

ବିସିସିଆଇ ଉପରେ ବର୍ଷିଲେ ଇରଫାନ ପଠାନ; କହିଲେ ରବି ଅଶ୍ୱିନଙ୍କଠୁ ଭଲ ସ୍ପିନର କେହି ନାହାନ୍ତି

ମୁମ୍ବାଇ: ରବି ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷ ୩ ଟି ODI ସିରିଜରେ ଟିମ୍ ଇଣ୍ଡିଆର ଅଂଶ ହେବେ। ଏହା ବ୍ୟତୀତ ରବି ଅଶ୍ୱିନ ଭାରତୀୟ ବିଶ୍ୱକପ ଦଳର ଏକ ଅଂଶ ହୋଉପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ବାସ୍ତବରେ ଭାରତୀୟ ଦଳର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଆଘାତ ପରେ ରବି ଅଶ୍ୱିନଙ୍କୁ ଟିମ୍ ଇଣ୍ଡିଆର…
Read More...

ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ‘ଜବାନ’ ଫିଲ୍ମର ବିତରଣ ବନ୍ଦ କରିବାକୁ

‘ଜବାନ’ ମୁଭିର ବିତରଣ ବନ୍ଦ କରିବାକୁ ଦିଲ୍ଲୀ ହାଇକେର୍ଟର ନିର୍ଦ୍ଦେଶ । ସେସିଆଲ ମିଡିଆରେ ସବୁ ଏହାର ସାର୍କୁଲେଟ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ସର୍କୁଲେଟ ହେଉଥିବା ହ୍ଵାଟସ୍‌ଆପ୍‌ ଓ ଟେଲିଗ୍ରାମ ଚ୍ୟାନେଲ ଗ୍ରୁପକୁ ବନ୍ଦ କରିବାକୁ ମେଟା ଓ ଟେଲିଗ୍ରାମକୁ…
Read More...

ପୂଜାରେ ଟ୍ରାଡିସନାଲ ଲୁକରେ ନଜର ଆସିଲେ ବିରାଟ ଅନୁଷ୍କା

ସାରା ଦେଶରେ ମଙ୍ଗଳବାର ପାଳିତ ହୋଇଛି ଗଣେଶ ପୂଜା । ଗଣେଶ ପୂଜାର ଝଲକ ବଳଇୁଡ ସେଲିବ୍ରିଟିଙ୍କ ଘରେ ଦେଖିବାକୁ ମିଳିଛି । ଅନେକ ତାରକା ବାପ୍ପାଙ୍କୁ ନିଜ ଘରେ ସ୍ୱାଗତ କରିଛନ୍ତି । ଏହିମଧ୍ୟରେ ବିରାଟ ଓ ଅନୁଷ୍କା ମଧ୍ୟ ଅଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…
Read More...

ନୂଆଦିଲ୍ଲୀରେ ତ୍ରୟୋଦଶ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ

ନୂଆଦିଲ୍ଲୀ: ତ୍ରୟୋଦଶ ପ୍ରଶାନ୍ତ ମହାସାଗରୀୟ ସେନା ମୁଖ୍ୟ ସମ୍ମିଳନୀ ନୂଆଦିଲ୍ଲୀର ମାନେକଶା କେନ୍ଦ୍ର ଠାରେ ଅନୁଷ୍ଠିତ ହେବ । ଏହା ଚଳିତ ମାସ ୨୬ ଓ ୨୭ ତାରିଖରେ ଦିର୍ଘ ୨ଦୁଇଦିନ ଧରି ଅନୁଷ୍ଠତ ହେବ ବୋଲି କୁହାଯାଇଛି । ଏହି ସମ୍ମିଳନୀରେ ଭାରତ -ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ତିରିଶରୁ ଅଧିକ…
Read More...

ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଥିବାବେଳେ ମଝି ଆକାଶରେ ଏମରଜେନ୍ସି ଡୋର ଖୋଲିବାକୁ…

ବ୍ୟୁରୋ : ମଝି ଆକାଶରେ ବିମାନର ଏମରଜେନ୍ସି ଡୋର ଖୋଲିବାକୁ ଯାତ୍ରୀଙ୍କ ଉଦ୍ୟମ । ଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଏୟାର ଇଣ୍ଡିଆ ବିମାନ ଉଡାଣ ଭରିଥିବାବେଳେ ମଝି ଆକାଶରେ ଜଣେ ପୁରୁଷ ଯାତ୍ରୀ ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ସେପ୍ଟମ୍ବର ୧୯ ତାରିଖରେ ଘଟିଛି ଏପରି ଘଟଣା । ଡୋର…
Read More...

ଧାର ଟଙ୍କା ସୁଝି ନପାରିବାରୁ ଖାଲି ଦେହରେ ମାର୍କେଟରେ ବୁଲାଇଲେ

ଧାର ନେଇଥିବା ଟଙ୍କା ଫେରି ନପାରିବାରୁ ଯୁବକଙ୍କୁ ଝାଲି ଦେହରେ ବୁଲାଇଲେ । ଟଙ୍କା ଦରକାର ଥିଲା ବୋଲି ଯୁବକ ଜଣକ ଅନ୍ୟ ଜଣଙ୍କଠୁ ଟଙ୍କା ଧାର ନେଇଥିଲା। ଆଉ ତାକୁ ସୁଝିଦେବ ବୋଲି କହିଲା। କିନ୍ତୁ ଟିକେ ସମସ୍ୟା କାରଣରୁ ଅଳ୍ପ ଅଳ୍ପ କରି ଟଙ୍କା ଦେଲା। ସୂଚନା ଅନୁସାରେ ମୋଟ ୫,୧୦୦ ଟଙ୍କା ଧାର…
Read More...

ୱାନଡେର ଏକ ନଂ ବୋଲର ହେଲେ ମହମ୍ମଦ ସିରାଜ; ଫାଇନାଲ ପ୍ରଦର୍ଶନ ଯୋଗୁଁ ସିଧାସଳଖ ୮ ନଂ ସ୍ଥାନକୁ ଫାଇଦା

ମୁମ୍ବାଇ: ଫାଷ୍ଟ ବୋଲର ମହମ୍ମଦ ସିରାଜ, ଏସିଆ କପ୍ ୨୦୨୩ ର ଅନ୍ତିମ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆଇସିସି ODI ବୋଲରଙ୍କ ୮ ସ୍ଥାନ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ର଼୍ୟାଙ୍କିଙ୍ଗ ଶ୍ରୀଲଙ୍କା ବିପକ୍ଷ ଟାଇଟଲ ମ୍ୟାଚରେ ସିରାଜଙ୍କ ବୋଲିଂ ହେତୁ…
Read More...

ଅମିତ ଶାହାଙ୍କୁ ଭେଟିବା ପାଇଁ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ; ସଂସଦ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ବୁଧବାର (ସେପ୍ଟେମ୍ବର ୨୦) ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଆସିଛନ୍ତି। ସଂସଦରେ ଅବସ୍ଥିତ କାର୍ୟ୍ୟାଳୟରେ ସେମାନଙ୍କର ବୈଠକ ଅନୁଷ୍ଠିତ ହେଉଛି। ସୂତ୍ରରୁ ପ୍ରକାଶ ଯେ ଏହି ସଭାରେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ…
Read More...