Browsing Category
ଭାରତ
ଅଗଷ୍ଟ ୨ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା
ନୂଆଦିଲ୍ଲୀ: ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସ୍ତରରେ ସଶକ୍ତ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ତିନୋଟି କିସ୍ତିରେ ବର୍ଷକୁ ୬ ହଜାର…
Read More...
Read More...
ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ:- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତ ପାଇଁ ନୂତନ ଶୁଳ୍କ ହାର ଘୋଷଣା କରିଛନ୍ତି। ଆମେରିକା ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଏବଂ ସେବା ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛି। ଡୋନାଲ୍ଡ ଟ୍ରମ୍ପ ରୁଷ ସହିତ ବାଣିଜ୍ୟ କରିବା ପାଇଁ ଭାରତ ଉପରେ ଏକ ପୃଥକ ଦଣ୍ଡ…
Read More...
Read More...
ଟି-୨୦ ଫାର୍ମଟିରେ ବିଶ୍ୱର ନମ୍ବର-୧ସ୍ଥାନରେ ଇଣ୍ଡିଆର ଯୁବ କ୍ରିକେଟର ଅଭିଷେକ ଶର୍ମା
ନୂଆଦିଲ୍ଲୀ:- ଟିମ ଇଣ୍ଡିଆର ଯୁବ କ୍ରିକେଟର ଅଭିଶେକ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ୧ ନମ୍ବର ସ୍ଥାନରେ ରହି ନିଜ କ୍ୟାରିୟରରେ ଏକ ମାଇଲଖୁଣ୍ଟ ପାର୍ କରିଛନ୍ତି । ଟ୍ରାଭିସ୍ ହେଡଙ୍କୁ ପଛରେ ପକାଇ ସେ ଏହି କିର୍ତ୍ତୀମାନ ଅର୍ଜନ କରିଛନ୍ତି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର…
Read More...
Read More...
ନାସା-ଇସ୍ରୋର ମିଳିତ ସାଟେଲାଇଟ୍, ଆଜି ହେବ NISARର ଉତ୍କ୍ଷେପଣ
ନୂଆଦିଲ୍ଲୀ: ଆଜି ଉତ୍କ୍ଷେପଣ ହେବ ନିସାର୍(NISAR) ଉପଗ୍ରହ । ଶ୍ରୀହରିକୋଟ୍ଟା ସ୍ପେଶ୍ ଷ୍ଟେସନ୍ରୁ ଅପରାହ୍ନ ୫ଟା ୪୦ରେ ହେବ ଲଞ୍ଚ୍ । GSLV-F16 ଜରିଆରେ ମହାକାଶ ପଠାଯିବା ଉପଗ୍ରହ । ତେବେ ISRO ଏବଂ NASAର ମିଳିତ ବିକଶିତ ମିଶନ୍ ହେଉଛି ଏହି ନିସାର୍ ମିଶନ । ଏହି ଉପଗ୍ରହ ପୃଥିବୀ ଉପରେ…
Read More...
Read More...
ଆତଙ୍କବାଦୀଙ୍କୁ କଳ୍ପନାରୁ ବଡ଼ ଦଣ୍ଡ ମିଳିଛି: ପ୍ରଧାନମନ୍ତ୍ରୀ ମୋଦି !
ନୂଆଦିଲ୍ଲୀ: ସଂସଦରେ 'ଅପରେସନ୍ ସିନ୍ଦୂର' ବଡ଼ ବିତର୍କ। ଭରା ସଭାରେ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର’ ବିତର୍କରେ ସଂସଦରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂସଦ ହେଉଛି ଭାରତର ଗୌରବ ଗାନ କରିବାର କ୍ଷେତ୍ର । ମୁଁ ଆଜି ଭାରତର ପକ୍ଷ…
Read More...
Read More...
ନକଲି ଦୂତାବାସର ପର୍ଦ୍ଦାଫାଶ କଲା ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ
ବ୍ୟୁରୋ:- ସମାଜରେ ବଢ଼ି ଚାଲିଛି ଠକଙ୍କ ସଂଖ୍ୟା ଯାହାଙ୍କ କାରନାମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବା। ଉତ୍ତରପ୍ରଦେଶର ଗାଜିଆବାଦ ସହରରୁ ସେମିତି ଏକ ବଡ଼ ଠକର କାହାଣୀ ଆସିଛି ସାମ୍ନାକୁ। ଯିଏକି ଗାଜିଆବାଦରେ ଗୋଟିଏ ନୁହେଁ ବରଂ ଚାରି ଚାରିଟି ଦୂତାବାସ ଖୋଲିଥିଲେ। ଆଖି ଝଲସିଲା ଭଳି…
Read More...
Read More...
କୁକୁର ନାଁରେ ବାହାରିଲା ରେସିଡେଣ୍ଟ ସାର୍ଟିଫିକେଟ…
ବିହାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଝଓଜ ମାଧ୍ୟମରେ ଲୋକମାନେ ସେମାନଙ୍କର ଡକୁ୍ୟମେଣ୍ଟ ସଂଶୋଧନ କରୁଥିବା ବେଳେ ଏଥିରେ ଗୋଟିଏ କୁକୁରର ଡକୁ୍ୟମେଣ୍ଟ ଦେଖିବାକୁ ମିଳିଛି । ବିହାର ପାଟନା ଜିଲ୍ଲାର ମସୌରିରେ 'କୁକୁର ବାବୁ'କୁ RTPS ପୋର୍ଟାଲ୍ ଦ୍ୱାରା ସ୍ୱତନ୍ତ୍ର ଚିକିତ୍ସା…
Read More...
Read More...
ସାମ୍ବାଦିକମାନଙ୍କ ପାଇଁ ବଡ଼ ଘୋଷଣା
ନିର୍ବାଚନ ପ୍ରସ୍ତୁତିରେ ବିହାର । ଆଉ ଏହାରି ମଧ୍ୟରେ ସାମ୍ବାଦିକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମାନ୍ୟତାପ୍ରାପ୍ତ ସାମ୍ବାଦିକମାନଙ୍କ ପେନ୍ସନ୍ ରାଶିକୁ ବୃଦ୍ଧି କରିଛି ନୀତୀଶଙ୍କ ସରକାର। ଯେୁଉଁଥିରେ ସାମ୍ବାଦିକମାନେ ମାସିକ ୬ ହଜାର ପରିବର୍ତ୍ତେ,…
Read More...
Read More...
ଗୁଗୁଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ରାସ୍ତା
ଗୁଗୁଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ରାସ୍ତା । ଖାଲକୁ ଖସି ପଡ଼ିଲେ ମହିଳାଙ୍କ ସହ ତାଙ୍କ କାର୍ । ଆଉ ଏଭଳି ଏକ ଘଟଣା ଗଟିଛି ନଭି ମୁମ୍ବାଇରେ । ସୂଚନା ଅନୁଶାରେ, ଗୁଗୁଲ ମ୍ୟାପ୍ ଜରିଆରେ ଜଣେ ମହିଳା କାର୍ ଡ୍ରାଇଭିଂ କରି ବେଲାପୁରରୁ ଉଲୱେ ଯାଉଥିଲେ । ମହିଳାଙ୍କୁ ବେଲାପୁରରବେ ବ୍ରିଜ୍ ଯିବାର…
Read More...
Read More...
କାରଗିଲ ବିଜୟ ଦିବସ – ଏବେବି ଦେଶ ଭୁଲିନି ବୀର ଯବାନଙ୍କ ବଳିଦାନ
ନୂଆଦିଲ୍ଲୀ: ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ । ଏଲ୍ଓସି ନିକଟବର୍ତ୍ତୀ କାରଗିଲ୍ ଜିଲ୍ଲାର ଟାଇଗର ହିଲ୍, ଟ୍ରୋଲ ଲିଙ୍ଗ୍ ଭଳି ପର୍ବତ ଶିଖର ଉପରେ ପୁଣିଥରେ ଉଡିଥିଲା ବିଜୟ ତ୍ରିରଙ୍ଗା । ପାଳନ ହୋଇଥିଲା କାରଗିଲ୍ ବିଜୟ ଦିବସ । ଏହି ଦିନ ଭାରତୀୟ ସେନାର ଜବାବରେ କାରଗିଲ୍ରୁ…
Read More...
Read More...