Browsing Category

ମନୋରଞ୍ଜନ

ଲୋକନୃତ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ନାଟ୍ୟଶ୍ରୀ ଗଦାଧର ପାଇଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ସୋନପୁର/ ଓମ ପ୍ରକାଶ ମିଶ୍ର:  ମଞ୍ଚ ନାଟକ ତଥା ଲୋକନୃତ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ନାଟ୍ୟଶ୍ରୀ ଗଦାଧର ବାରିକଙ୍କୁ ମିଳିଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଖରା ସିନେମାରେ ବଳିଷ୍ଠ ଅଭିନୟ ପାଇଁ ଗଦାଧରଙ୍କୁ ୨୦୨୨ ପାଇଁ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ପୁରସ୍କାର ମିଳିଛି।…
Read More...

ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ଏଲିନା ସାମନ୍ତରାୟ

ଭୁବନେଶ୍ୱର:  ବାଜିଛି ଏଲିନାଙ୍କ ସାହାନାଇ । ହେଲେ ଏଥର ପରଦାରେ ମିଛ ମିଛିକା ନୁହେଁ ବରଂ ସତସତିକା ।  ଓଲିଉଡ୍‌ର ଆଗଧାଡ଼ିର ନାୟିକା ଏଲିନା ସାମନ୍ତରାୟ ହାତରୁ ଦି' ହାତ ହୋଇଛନ୍ତି । ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ…
Read More...

ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ

ଭୁବନେଶ୍ୱର: ଆଜି ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାରଙ୍କୁ ସମ୍ମାନିତ କରାଯାଇଛି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିବା କିମ୍ବଦନ୍ତୀଙ୍କୁ ମିଳିଛି ଉଚିତ ସମ୍ମାନ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନରେ ଓଡ଼ିଆ ସିନେମାର ସର୍ବଶ୍ରେଷ୍ଠ…
Read More...

ମିସ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ହାତେଇଛନ୍ତି ଡେନମାର୍କ ଭିକ୍ଟୋରିଆ କଜେର୍

  ମୁମ୍ବାଇ: ଘେଷେଣା ହୋଇଛି  ମିସ ୟୁନିଭର୍ସ ୨୦୨୪ ö  ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ ଭିକ୍ଟୋରିଆ କଜେର୍‌ । ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ୨୧ ବର୍ଷୀୟ…
Read More...

ରାଉଣ୍ଡ ଟେବୁଲ୍ ଇଣ୍ଡିଆ ପଦକ୍ଷେପ: ହଜାର ହଜାର ପିଲାଙ୍କ ପାଇଁ ଚଳଚ୍ଚିତ୍ରର ଯାଦୁ ଆଣିବା

ଭୁବନେଶ୍ୱର:  ଭୁବନେଶ୍ୱର ନାଇଟ୍ସ ରାଉଣ୍ଡ ଟେବୁଲ୍ 230 (BKRT 230) ଏବଂ ଭୁବନେଶ୍ୱର କୁଇନ୍ସ ଲେଡିଜ୍ ସର୍କଲ୍ 130 (BQLC 130) ସିନେପୋଲିସ୍ ସହିତ ସହଯୋଗ କରି ବଞ୍ଚିତ ପୃଷ୍ଠଭୂମିରୁ 350 ପିଲାଙ୍କ ପାଇଁ ଚଳଚ୍ଚିତ୍ରର ଯାଦୁକୁ ଜୀବନ୍ତ କରିପାରିଛି | ସତେଜତା ସହିତ ଏକ ସ୍ୱତନ୍ତ୍ର…
Read More...

ଆଲିସାନ ସିନେମା ହଲରେ ପ୍ରଶାସନ ପକ୍ଷରୁ ହଠାତ ଚଢ଼ାଉ ପରେ ପଡିଲା ତାଲା

ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ସିନେମା ହଲ ହେଲା ସିଲ। ପୋଲିସ ଓ ତହସିଲଦାରଙ୍କ ତନାଘନା ତଦନ୍ତ ପରେ ସିନେମା ହଲକୁ ସିଲ୍ କରାଯାଇଛି। ବେଲପଡା ବ୍ଲକ ସ୍ଥିତ ଲଥାକେନ୍ଦ ଗାଁ ନିକଟରେ ଥିବା ଆଲିସାନ ସିନେମା ହଲ ସିଲ। ଆଜି ହଠାତ ପ୍ରସାଶନ ତରଫରୁ ଉକ୍ତ ହଲରେ ଚଢ଼ାଉ କରାଯାଇଥିଲା । ସେହି…
Read More...

ଦୁବାଇରେ ବସିଥିବା ପାକିସ୍ତାନ ଡନ ଦେଲା ହତ୍ୟା ଧମକ

ଟାର୍ଗେଟରେ ବଲିଉଡ ସୁପରଷ୍ଟାର । ସଲମାନ ଶାହାରୁଖ ପରେ ଏବେ ମିଥୁନ ଚଳ୍ରବର୍ତ୍ତୀଙ୍କୁ ହତ୍ୟା ମିଳିଛି ଧମକ । ପାକିସ୍ତାନ ଗ୍ୟାଙ୍ଗଷ୍ଟର ସାହାଜାଦ ଭାଟି ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା । ବର୍ତ୍ତମାନ ଦୁବାଇରେ ଥିବା କୋଲକାତାର ବିଜେପି ନେତା ତଥା ଅଭିନେତା ମିଥୁନ ୧୫…
Read More...

ଅଭିନେତା ନୀତିନ ଚୌହାନଙ୍କ ପରଲୋକ

ମୁମ୍ବାଇ:  ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ନୀତିନ ଚୌହାନଙ୍କ ପରଲୋକ । ନିତିନଙ୍କ ଦେହାନ୍ତ ହେତୁ ଟିଭି ଇଣ୍ଡଷ୍ଟ୍ରିରେ ଶୋକ ପ୍ରକାଶ ପାଇଛି। ନିତିନ ମାତ୍ର ୩୫ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ଅଭିନେତାଙ୍କ ମୃତ୍ୟୁ ହେତୁ ପ୍ରଶଂସକମାନେ ମଧ୍ୟ ନିରାଶ ହୋଇଛନ୍ତି। ସମସ୍ତେ…
Read More...

ଶାହରୁଖ ଖାଁଙ୍କୁ ହତ୍ୟା ଧମକ : ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ

ମୁମ୍ବାଇ : ଶାହରୁଖ ଖାଁଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ମୁମ୍ବାଇର ବାନ୍ଦ୍ରା ପୋଲିସ ନିକଟରେ ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଛତିଶଗଡର ରାୟପୁରରୁ ଫୈଜାନ୍ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ନମ୍ବରରୁ ଏହି ଧମକ ମିଳିଥିଲା। ଶାହରୁଖ ଖାନଙ୍କ ଟିମ୍ ବାନ୍ଦ୍ରା ପୋଲିସ…
Read More...

ବିଗ ବଜେଟ ଫିଲ୍ମ ‘ରାମାୟଣ’କୁ ନେଇ ଅଭିନେତ୍ରୀ ସାଇ ପଲ୍ଲଭି କଲେ ବଡ ଖୁଲାସା !

ବ୍ୟୁରୋ : ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ନୀତିଶ ତିୱାରୀଙ୍କ ‘ରାମାୟଣ’କୁ ବୋଲି ବର୍ଣ୍ଣନା କରାଯାଉଛି । ତେବେ ଚଳଚ୍ଚିତ୍ରର ବଜେଟ୍ ହେଉଛି ୮୩୫ କୋଟି ଟଙ୍କା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ନୀତୀଶ ତିୱାରୀ। ଯେତେବେଳେ କି, ଏହି ଚଳଚ୍ଚିତ୍ରର ସହ-ନିର୍ମାତା…
Read More...