Browsing Category

ମନୋରଞ୍ଜନ

ସାମ୍ନାକୁ ଆସିଲା ତାରିଖ, ଏହି ଦିନ ରିଲିଜ୍ ହେବ ଶାହରୁଖ ଖାନଙ୍କ ‘କିଙ୍ଗ’

ମୁମ୍ବାଇ: ଶାହରୁଖ ଖାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ଧରି ଯାହାକୁ ଅପେକ୍ଷା କରିଥିଲେ ପ୍ରଶଂସକମାନେ ଶେଷରେ ସେହି ମୁହୂର୍ତ୍ତ ଆସିଯାଇଛି । ବଲିଉଡ୍‌ର ‘କିଙ୍ଗ୍ ଖାନ୍’ ନିଜର ଆଗାମୀ ଫିଲ୍ମ ‘କିଙ୍ଗ’ ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଶନିବାର ଦିନ ଶାହରୁଖ…
Read More...

ସମ୍ପର୍କ ଭାଙ୍ଗିବାକୁ ନେଇ ମୁହଁ ଖୋଲିଲେ ନେହା କକ୍କର

ବଲିଉଡ୍ ଗାୟିକା ନେହା କକ୍କରଙ୍କ ସମସ୍ତ ବିଷୟରୁ ବିରତି ଘୋଷଣା କରିବା ପରେ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ଠାରୁ ଛାଡପତ୍ରର ଗୁଜବ ଉଠିଥିଲା। କିନ୍ତୁ ଏବେ ସେ ତାଙ୍କ ବିବାହ ସମ୍ପର୍କିତ ପରିସ୍ଥିତି ସ୍ପଷ୍ଟ କରି ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି। ନେହା ଏହି ମାମଲାରେ…
Read More...

ସାମ୍ନାକୁ ଆସିଲା ତାରିଖ, ଏହି ଦିନ ରିଲିଜ୍ ହେବ ଧମାଲ-୪

ମୁମ୍ବାଇ: ଚଳିତ ବର୍ଷ ଇଦ ଦମାଦାର ହେବାକୁ ଯାଉଛି । ଏଥର ଅନେକ ବଲିଉଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏଥିମଧ୍ୟରୁ ରଣଭୀର ସିଂଙ୍କ "ଧୁରନ୍ଧର 2" ଏବଂ ୟଶଙ୍କ ଅଭିନୀତ "ଟକ୍ସିକ" ସବୁଠାରୁ ଚର୍ଚ୍ଚିତ । ଏହା ସହ ମଲ୍ଟିଷ୍ଟାରର "ଧମାଲ 4" ମଧ୍ୟ ଇଦରେ ରିଲିଜ ହେବାର ଯୋଜନା ଥିଲା । କିନ୍ତୁ,…
Read More...

ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତା ଏବଂ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ଅର୍ପିତା ଏବଂ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ହାଇ‌କୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
Read More...

ମାନସିକ ଶାନ୍ତି ପାଇଁ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି ପ୍ରସିଦ୍ଧ ଗାୟକ କୁମାର ସାନୁ…

ବୃନ୍ଦାବନରେ ରହୁଥିବା ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରସିଦ୍ଧ ଗାୟକ କୁମାର ସାନୁ । ସେ ପ୍ରେମାନନ୍ଦଙ୍କ ଆଶ୍ରମରେ ପହଞ୍ଚିଲା ପରେ ହାତ ଯୋଡି ପ୍ରେମାନନ୍ଦ ମହାରାଜଙ୍କୁ କହିଲେ, "ମୁଁ ଆପଣଙ୍କୁ ଦେଖିଛି, ଏତିକି। ମୁଁ କେବଳ ଆପଣଙ୍କ ଆଶୀର୍ବାଦ ନେବାକୁ ଆସିଛି।…
Read More...

ଯାତ୍ରା ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି

ଭୁବନେଶ୍ଵର: ଯାତ୍ରା ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମିଳିଲା ଭୁବନେଶ୍ବର କୋର୍ଟ ଅର୍ଡର କପି । ମଞ୍ଚ ବାରଣ ନେଇ ଭୁବନେଶ୍ବର କୋର୍ଟ ଅର୍ଡର କପ ମିଳିଛିି। ମାମଲାରେ ପକ୍ଷଭୁକ୍ତ ହୋଇଥିବା ସଞ୍ଜୀବ ପାଢ଼ୀଙ୍କୁ ମଧ୍ୟ ଅର୍ଡର କପି ମିଳିଥିବା ଜଣାପଡ଼ିଛି । ଆସନ୍ତା ୧୨ ତାରିଖରେ ଉଭୟଙ୍କୁ କୋର୍ଟରେ…
Read More...

ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ

ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟ ବିଜୟ ଏବଂ 'ଜନ ନାୟାଗନ'ର ଟିମ୍‌କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ସିବିଏଫସିକୁ ଫିଲ୍ମକୁ ତୁରନ୍ତ ୟୁ/ଏ ସାର୍ଟିଫିକେଟ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଟି ଆଶା…
Read More...

ରିଲିଜ୍ ହେଲା ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ୍’ ।

ମୁମ୍ବାଇ: ରିଲିଜ୍ ହେଲା ସାଉଥ୍ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ୍’ । ଏହି ଅବସରରେ ଧମାକାଧାର ଫିଲ୍ମ ଦେଖିବା ପାଇଁ ହଲରେ ଅସମ୍ଭାଳ ଗହଳି ଦେଖିବାକୁ ମିଳିଛି। ଆଜି ସାଉଥ ଷ୍ଟାର ବିଜୟଙ୍କ ଫିଲ୍ମ ଜନ ନାୟକନ ରିଲିଜ ହେବାର ଥିଲା। ମାତ୍ର ହଠାତ୍ ଏହାର ରିଲିଜ…
Read More...

କଥା ମାନିଲେନି ପାଣ୍ଡ୍ୟା !

BCCI ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ନିର୍ଦ୍ଦେଶକୁ, ଫୁ କରି ଉଡାଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା ! ଯାହାକୁ ନେଇ ବିସିସିଆଇ ପାଖରେ ପାଣ୍ଡ୍ୟାଙ୍କୁ କୈଫତ ବି ଦେବାକୁ ପଡ଼ିପାରେ ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ବିଜୟ ହଜାରେ ଟ୍ରଫି ଚାଲିଛି । ଚଣ୍ଡିଗଡ଼ ବିପକ୍ଷରେ ପାଣ୍ଡ୍ୟାଙ୍କ…
Read More...

ବିବାହ କାରିବେ କି ଶ୍ରଦ୍ଧା, ଦେଲେ ବଡ଼ ହିଣ୍ଟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ବିବାହ କରିବାକୁ ଯାଉଛନ୍ତି । ହଁ ଏ ପ୍ରଶ୍ନକୁ ନେଇ ଏବେ ସୋସିଆଲ ମିଡିଆ ହଲଚଲ ହେବାରେ ଲାଗିଛି ।  ସୋସିଆଲ ମିଡିଆରେ ଯେତେବେଳେ ଶ୍ରଦ୍ଧାଙ୍କର ଜଣେ ପ୍ରଶଂସକଙ୍କ ତାଙ୍କ ବିବାହ ବିଷୟରେ ଏକ ପ୍ରଶ୍ନ କରିଥିଲେ ତା’ର ଉତ୍ତର ଦେଲେ ଶ୍ରଦ୍ଧା ଯାହା…
Read More...