Browsing Category
ଆମୋଦ ପ୍ରମୋଦ
୩ ନିଗମକୁ ମିଳିଲା ନୂଆ ଅଧକ୍ଷ
ଭୁବନେଶ୍ୱର : ଓଡିଶା ମସ୍ୟଚାଷ ଉନୟନ ନିଗମ ଅଧକ୍ଷ ଭାବେ ଦାଇତ୍ୱ ଗ୍ରହଣ କଲେ ଶ୍ରୀ ସୁବାଷ ଚନ୍ଦ୍ର ପାତ୍ର| ସେହିପରି ଓଡିଶା ପଣ୍ୟଗର ନିଗମ ଭାବେ ଦାଇତ୍ୱ ନେଲେ ଶ୍ରୀ ମହେନ୍ଦ୍ର ବଢ଼େଇ | ରାଜ୍ୟ ସରକାର ରାଜ୍ୟର ୱାକ ବୋର୍ଡ଼ ଦାଇତ୍ୱ ଦେଲେ ଏସକେ ନିଜାମୁଦିନ |
Read More...
Read More...
ଜିରେ ନାଇଟ ସେଲିବ୍ରେସନକୁ ନେଇ ତତ୍ପରତା ଦେଖାଇଲା ପ୍ରଶାସନ
ପୁରୀ : ପୁରୀରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷରେ ପର୍ୟ୍ୟଟକ ମାନେ ଯେଉଁଭଳି ସୁଖଦ ଅନୁଭୂତି ନେଇ ଫେରିବେ ସେନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ହୋଟେଲିୟର ମାନଙ୍କ ସହ ବୈଠକ ହୋଇଛି । ପୁରୀ ଟାଉନ ଥାନା ଠାରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି…
Read More...
Read More...
ରାସ୍ତା ଉପରେ ଅଭିନେତ୍ରୀଙ୍କୁ ଗୁଳିକରି ହତ୍ୟା
ଅଭିନେତ୍ରୀ ତୁନିଶା ଶର୍ମାଙ୍କ ପରେ ପୁଣିଜଣେ ଝାଡଖଣ୍ଡର ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳିକରି ହତ୍ୟା । ସେ ଝାଡଖଣ୍ଡି ଟେଲିଭିଜନ ଦୁନିଆରେ ଜଣେ ବେଶ୍ ଜଣାଶୁଣା ଅଭିନେତ୍ରୀ । ଏହି ଘଟଣା ବୁଧବାର ସକାଳ ୬ଟା ବେଳେ ଘଟିଛି । ବଗନାନର ମହେଶ ରୋଡ ନିକଟରେ ଏଭଳି…
Read More...
Read More...
ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ: ବାରବାଟୀ ଆସିବେ ରଣବୀର ସିଂହ ଓ ଦିଶା ପଟାନୀ
କଟକ : ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ସାମିଲ ହେବେ ରଣବୀର ସିଂହ ଓ ଦିଶା ପଟାନୀ | ଏଣୁ ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଆରମ୍ଭ ଅନଲାଇନ୍ ଟିକେଟ୍ ବିକ୍ରି । କଟକ ବାରବାଟୀ ଷ୍ଟାଡିୟମରେ ୧୧ ତାରିଖରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଦିନ ୧୨ଟାରୁ ପେଟିଏମ୍ ଇନସାଇଡରରେ ଏହି…
Read More...
Read More...
ତୁନିଷା ଶର୍ମା ଆତ୍ମହତ୍ୟା ମାମଲା : ମୃତ୍ୟୁର ୩ ଦିନ ପରେ ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାର ଶେଷ
ମୁମ୍ବାଇ : ତୁନିଷା ଶର୍ମା ଆତ୍ମହତ୍ୟା ମାମଲା । ଆଜି ମୁମ୍ବାଇରେ ତୁନିଷାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁର ୩ ଦିନ ପରେ ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ସେପଟେ ପୋଲିସ ହେପାଜତରେ ଥିବା ସହଅଭିନେତା ସେଜାନ ମହମ୍ମଦ ଖାଁଙ୍କୁ ମାରାଥନ ଜେରା କରୁଛି ପୋଲିସ ।…
Read More...
Read More...
Happy Birth Day ଭାଇଜାନ
ମୁମ୍ବାଇ : ସଲମାନ ଖାନ ଗୋଟିଏ ଏପରି ଏକ ନାଁ ଯାହାର କୌଣସି ପରିଚୟର ଆବଶ୍ୟକତା ନାହିଁ | ଧମାକାଦାର ଆକ୍ସନ ସାଙ୍ଗକୁ ଫୁଲ ରୋମାନ୍ସ | ତା ସାଙ୍ଗକୁ ଚୁଲବୁଲ ପାଣ୍ଡେର ସ୍ୱାଗ | ବଲିଉଡ୍ର ଭାଇଜାନ କହିଦେଲେ ହିଁ କାଫି | ତେବେ ଆଜି ହେଉଛି ବଲିଉଡ୍ର ଭାଇଜାନ୍ ସଲମାନ୍ ଖାନଙ୍କ ଜନ୍ମଦିନ। 57 ତମ…
Read More...
Read More...
ଜାଣିଶୁଣି ନିଜକୁ କରୋନା ପଜିଟିଭ୍ କରାଇଲେ ଚୀନ୍ ସିଙ୍ଗର, ଜଣାନ୍ତୁ କାହିଁକି ?
ଗୁଆଙ୍ଗଜୋ : ଜାଣିଶୁଣି ନିଜକୁ କରୋନା ପଜିଟିଭ୍ କରାଇଲେ ଚୀନ୍ ସିଙ୍ଗର । ଏନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନୂଆବର୍ଷ ପୂର୍ବରୁ ସେ କରୋନା ସଂକ୍ରମିତ ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି । ‘ସାଉଥ୍ ଚାଇନା ମର୍ଣ୍ଣିଂ…
Read More...
Read More...
ଗୋଟିଏ ପରଦାରେ ଧମାଲ କରିବେ ଏହି ଦୁଇ ଷ୍ଟାର
ମୁମ୍ବାଇ : ଗୋଟିଏ ଫ୍ରେମରେ ନଜର ଆସିବେ ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାର, ଟାଇଗର ଶ୍ରଫ | ଫେମସ ନିର୍ମାତା ଅଲ୍ଲି ଅବ୍ବାସ ଜାଫର ଆଗାମୀ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ'ରେ କାମ ଆରମ୍ଭ କରି ଦେଇଛନ୍ତି। ଏହି ଫିଲ୍ମର ଆସନ୍ତା ବର୍ଷ ଜାନୁଆରୀ ୧୭ରେ ସୁଟିଂ ଆରମ୍ଭ କରିବାକୁ ଯୋଜନା…
Read More...
Read More...
ରକୁଲଙ୍କ ପାଇଁ ବଢିଲା ଅଡୁଆ ; ମନି ଲଣ୍ଡରିଂ ମାମଲାରେ ରାକୁଲ ପ୍ରୀତ ସିଂଙ୍କୁ ସମନ ପଠାଇଲା ED
ମୁମ୍ବାଇ : ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ | ଡ୍ରଗ୍ସ ଓ ମନି ଲଣ୍ଡ୍ରିଂ ମାମଲାରେ ତେଲୁଗୁ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ଅଡୁଆ ବଢିଛି । ଡ୍ରଗ୍ସ ଓ ଅର୍ଥ ହେରଫେର ମାମଲାରେ ପଚରା ଉଚରା ପାଇଁ ରକୁଲଙ୍କୁ ନୋଟିସ ପଠାଇଛି ଇଡି । ଏହା ପୂର୍ବରୁ…
Read More...
Read More...
ବିନା ଅନୁମତିରେ ଅମିତାଭଙ୍କ ନାଁ, ଫଟୋ, ସ୍ୱର ବ୍ୟବହାର ମନା
ନୂଆଦିଲ୍ଲୀ: ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ…
Read More...
Read More...