Browsing Category

ଆମୋଦ ପ୍ରମୋଦ

୫୬ ବର୍ଷରେ ଏ.ଆର ରେହମାନ

ନୂଆଦିଲ୍ଲୀ : ୫୬ବର୍ଷରେ ପାଦ ଦେଲେ ବଲିଉଡର ଲୋକପ୍ରିୟ ସିଙ୍ଗର ତଥା ଓସ୍କାର ବିଜେତା ଏ.ଆର ରେହମାନ । ରେହମାନଙ୍କୁ ‘ମାଡ୍ରାସର ମୋଜାଟ’ର୍ ଏବଂ ‘ବଲିଉଡର ବିଥୋଭେନ’ ମଧ୍ୟ କହନ୍ତି । ବଲିଉଡରେ ନିଜର ଅସଂଖ୍ୟ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ରେହମାନ । ‘ରେଜା ଜାନେମନ’, ‘ନାଡାନ…
Read More...

ଶ୍ରେଷ୍ଠ ନିର୍ଦ୍ଦେଶକର ଟ୍ରଫି ଜିତିଲେ RRR ନିର୍ଦ୍ଦେଶକ ରାଜା ମୌଲି

ନୂଆଦିଲ୍ଲୀ : ନ୍ୟୁୟର୍କ ଫିଲ୍ମ ସିଟି୍ଜ ସର୍କଲ ତରଫରୁ ଫିଲ୍ମ ଆରଆରଆରର ନିର୍ଦ୍ଦେଶକ ରାଜାମୌଲିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନରେ ସମ୍ମାନିତ କରାଯାଇଛି । ଯାହାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପୁଅ ଏସ.ଏସ କାର୍ତ୍ତିକେୟ । ଯେଉଁଥିରେ ଟ୍ୱଇଟ କରିଛନ୍ତି ଅଭିନେତା ରାମ ଚରଣ…
Read More...

ବୟସ ୫୦ ଛୁଆ ୬୦

ନୂଆଦିଲ୍ଲୀ : ଆମ ସାଧାରଣ ଜୀବନରେ ଦ୍ୱିତୀୟ ଭଗବାନ ରୂପେ ଆମେ ଡାକ୍ତରଙ୍କୁ ବୁଝୁ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ଜଣେ ଡାକ୍ତରଙ୍କର କର୍ତ୍ତବ୍ୟ । ଜୀବନ ଦେବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି ଡାକ୍ତରୀ ଟିମ । ତେବେ ଉଚ୍ଚଶିକ୍ଷିତ ହେତୁ ପରିବାର ସୀମିତ କରିବାରୁ ବହୁ ସମୟ…
Read More...

ୱାଲ୍ଡ ରେକର୍ଡରେ ସ୍ଥାନ ପାଇବ କୁକୁଡା ଅଣ୍ଡା

ଭାରତ : ଦୁନିଆ ଭାରି ବିଚିତ୍ର । ଆମ ଦୁନିଆରେ ଅନେକ ଜିନିଷ ଅଛି ଯାହାକୁ ଚିହ୍ନିବା ଆମ କଳ୍ପନା ବାହାରେ । ଏହି ବିଚିତ୍ର ଦୁନିଆରେ ସବୁ ଜୀବଜନ୍ତୁ, ପଶୁପକ୍ଷୀ ଦେଖିବାକୁ ଭିନ୍ନ । ଆକାର, ପ୍ରକାର, ଉଚ୍ଚତା ଓ ରଙ୍ଗ ସବୁଥିରେ ସାମଞସ୍ୟ ଦେଖିବାକୁ ମିଳେ । କେଉଁଠି ମଣିଷଟି ଉଚ୍ଚତାରେ ଅଧିକ…
Read More...

ଦିଶାଙ୍କ ସହ ପୁରୁଷ ବନ୍ଧୁଙ୍କୁ ଦେଖି କିଛି ଏପରି କହିଲେ ଫ୍ୟାନ୍ସ

ନୂଆଦିଲ୍ଲୀ : ଦିଶାଙ୍କୁ ମିଳିଛି ନୂଆ ପୁରୁଷ ବନ୍ଧୁ । ସହ ତାରକା ଟାଇଗର ଶ୍ରଫଙ୍କ ସହ ବ୍ରେକଅପ ପରେ ଏବେ ପୁଣି ଚର୍ଚ୍ଚାରେ ଦିଶା । ମଡେଲ ଆଲେକ୍ସଜାଣ୍ଡାର ଇଲିକଙ୍କ ସହ ନଜର ଆସିଛନ୍ତି ଦିଶା । ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ଭାବିବା ପାଇଁ ବାଧ୍ୟ୍ୟ କରୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ…
Read More...

ହାପି ବର୍ଥ ଡେ ଦୀପିକା ପାଦୁକୋନ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ୩୭ ବର୍ଷରେ ପାଦ ଦେଇଛନ୍ତି । ୨୦୦୭ ମସିହାରେ ଶାହରୁଖ ଖାନଙ୍କ ସହ ଓମ ଶାନ୍ତି ଓମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଦୀପିକା । ଫିଲ୍ମ ଦୁନିଆକୁ ଦେଖିବାକୁ ଗଲେ ୨୦୦୭ରୁ ଆଜି ଯାଏଁ ଆଉ ପଛକୁ ଚାହିଁ ନାହାନ୍ତି ଦୀପିକା…
Read More...

ଧନୁଯାତ୍ରା ଦେଖିବାକୁ ବେନିଭାଇଙ୍କୁ ନିମନ୍ତ୍ରଣ କଲା କଂସ

ଓଡିଶା : ବିଶ୍ୱ ପ୍ରସିଦ୍ଧ ବରଗଡର ଧନୁଯାତ୍ରା କାହିଁ କେବେ ଠୁ ବେଶ ଚଚ୍ଚାରେ । କୋଭିଡ ମହାମାରୀ ପରେ ପୁଣି ଏବର୍ଷ ମଧ୍ୟ ଦର୍ଶକଙ୍କ ମନକୁ ମୋହିବ ଧନୁଯାତ୍ରା । ଯାତ୍ରା ଦେଖିବାକୁ ସାଧାରଣ ଲୋକଙ୍କ ଖୁବ ଭିଡ ଦେଖିବାକୁ ମିଳୁଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କଂସପୁରରେ ଚାଲିଛି ମହାରାଜା…
Read More...

ମହାକାଶରେ ଇତିହାସ ରଚିଲା ଫିଲ୍ମ ‘ଦି ଚ୍ୟାଲେଞ୍ଜର’

ନୂଆଦିଲ୍ଲୀ : ମହାକାଶ ଏବେ ପାଲଟିଛି ସୁଟିଂ ସେଟ । ପ୍ରଥମ ଥର ପାଇଁ ମହାକାଶରେ ଦର୍ଶକ ଦେଖିପାରିବ ଫିଲ୍ମର ସୁଟିଂ । ନଜର ଆସିବ ରୁଷିଆ ଫିଲ୍ମ ଦି ଚ୍ୟାଲେଞ୍ଜରର ଟ୍ରେଲର । ଯେଉଁଥିରେ ଦେଖିବାକୁ ମିଳିଛି ମହାକାଶର ସୁଟିଂ ସେଟ । ଇଣ୍ଟିନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଏହି…
Read More...

ଯୁବତୀ ବନ୍ଧୁଙ୍କ ସହ ରୋମାଣ୍ଟିକ ମୁଡରେ ରାପର ହନି ସିଂ

ମୁମ୍ବାଇ : ଚର୍ଚ୍ଚିତ ରାପର ହନି ସିଂ ନିଜର ଫଟୋ ପାଇଁ ଏବେ ଖୁବ ଚର୍ଚ୍ଚାରେ । ପତ୍ନୀ ସାଲିନୀ ତଲୱାରଙ୍କ ସହ ବିଚ୍ଛେଦ ପରେ ଏବେ ଯୁବତୀ ବନ୍ଧୁ ଟିନା ଥାଡାନୀଙ୍କ ସହ ବନ୍ଧୁତା ଏବେ ଚର୍ଚ୍ଚା ସାଉଁଟିଛି । ଦୁଇ ଜଣଙ୍କ କିଛି ରୋମାଣ୍ଟିକ ଫଟୋ ସେସିଆଲ ମିଡିଆରେ ଭାଇରାଲ ହେଇଛି । ଏହି ଫଟୋକୁ ହନି…
Read More...

ନୁଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

ଡେସ୍କ: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ନୂତନ ବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଆଶା ପୋଷଣ କରିଛନ୍ତି ଯେ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ଅଧିକ ସଫଳତା ଆଣିବ। ରାଷ୍ଟ୍ରପତି ଶ୍ରୀମତୀ…
Read More...