Browsing Category

ଆମୋଦ ପ୍ରମୋଦ

ହାତ ଯୋଡ଼ି କ୍ଷମା ମାଗିଲେ ନବଦମ୍ପତି ନୟନତାରା ଓ ବିଘ୍ନେଶ

(ମୁମ୍ବାଇ) : ନିକଟରେ ବିବାହ କରି ଚର୍ଚ୍ଚାରେ ନବଦମ୍ପତି ନୟନତାରା ଓ ବିଘ୍ନେଶ। ବିବାହ ପରଦିନଠୁ ହିଁ ଦୁହେଁ ବିବାଦ ଜାଲରେ ପଡିଯାଇଛନ୍ତି । ସେମାନଙ୍କ ବିରୋଧରେ ଜାରି ହୋଇଥିଲା ଆଇନଗତ ନୋଟିସ। ଆଉ ଏବେ ନିଜ ଭୁଲ୍‌ ପାଇଁ ଦୁହେଁ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର…
Read More...

ଡ୍ରଗ୍ସ ମାମଲା : ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ମିଳିଲା ଜାମିନ

(ମୁମ୍ବାଇ) : ସିଦ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ । ବଲିଉଡ଼ ଅଭିନେତା ଶ୍ରଦ୍ଧା କପୁରଙ୍କ ଭାଇ ହେଉଛନ୍ତି ସିଦ୍ଧାନ୍ତ । ମେଡିକାଲ ରିପୋର୍ଟରେ ଡ୍ରଗ୍ସ ନେବାର ସାମ୍ପୁଲ ମିଳିବା ପରେ ସୋମବାର ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ଚାରି ଜଣଙ୍କୁ ବି ଜାମିନ ମିଳିଯାଇଛି । ତେବେ ସିଦ୍ଧାନ୍ତ…
Read More...

ସୁନାର ଗହଣା କହି ଡ୍ରାମା କୁଇନଙ୍କୁ ଠକିଦେଲେ ସ୍ୱାମୀ ରିତେଶ 

(ମୁମ୍ବାଇ) : ନିଜର ଠାଣି ପାଇଁ ସବୁବେଳେ ଚର୍ଚ୍ଚାରେ ଡ୍ରାମା କୁଇନ୍‌ ରାକ୍ଷୀ ସାୱାନ୍ତ। ନିଜ ସ୍ୱାମୀ ରିତେଶଙ୍କ ଠାରୁ ଅଲଗା ହେବା ପରେ ବି ଶେଷ ହେଉନି ତାଙ୍କ ସମସ୍ୟା। ଏପରିକି ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ରାକ୍ଷୀ ଓ ରିତେଶଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନାଁ ନେଉନାହିଁ।…
Read More...

ଖୁବଶୀଘ୍ର ଆସୁଛି ‘ସ୍କ୍ୱିଡ୍ ଗେମ୍’ ସିଜିନ୍ ୨

(ମୁମ୍ବାଇ) :  ନେଟଫ୍ଲିକ୍ସର ନୂଆ ନୂଆ  ୱେବ୍ ସିରିଜ୍ ଫ୍ୟାନ୍ସଙ୍କୁ ଦିୱାନା କରୁଛି। ସ୍କ୍ୱିଡ୍ ଗେମ୍ସର ପ୍ରଥମ ସିଜିନ୍ ଖୁବ୍ ହିଟ୍ ହୋଇଥିଲା। ସେବେଠାରୁ ଏହାର ସିଜିନ-୨ କୁ ଅପେକ୍ଷା କରାଯାଇଥିଲା। ବର୍ତ୍ତମାନ ନେଟଫ୍ଲିକ୍ସ ଏହି କୋରିଆନ ୱେବ୍ ସିରିଜର ସିଜିନ୍ ୨ ଘୋଷଣା କରିଛି। ଫ୍ୟାନ୍ସ…
Read More...

୩୦ରେ ରିଲିଜ ହେବ ଫିଲ୍ମ ‘ବିକ୍ରମ ବେଧା’

(ମୁମ୍ବାଇ) : ‘ବିକ୍ରମ ବେଧା’ରେ ଦେଖିବାକୁ ମିଳିବ ରାଧିକା ଆପ୍ତେଙ୍କ ହ୍ରିତିକ୍‌ ରୋଶନ୍‌ ଓ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଜଲବା । ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀଙ୍କ ମଧ୍ୟରେ ରାଧିକା ଆପ୍ତେ ଅନ୍ୟତମ । ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି । ସେହି…
Read More...

ଡ୍ରଗ୍ସ ମାମଲାରେ ଫସିଲେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ

ବେଙ୍ଗାଲୁରୁ: ଡ୍ରଗ୍ସ ନେବା ମାମଲାରେ ଫସିଲେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଏବଂ ଶକ୍ତି କପୁରଙ୍କ ପୁଅ ଶିଦ୍ଧାନ୍ତ କପୁର । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଫିଟିଥିଲା ଅନେକ ସେଲିବ୍ରିଟିଙ୍କ ଗୁମର । ଆଉ ଏବେ ମାମଲାରେ ଫସିଛନ୍ତି ଶିଦ୍ଧାନ୍ତ । ରବିବାର…
Read More...

୨୦ରେ ରିଲିଜ ହେବ ଫିଲ୍ମ ‘ସାବାସ୍‌ ମିଠୁ’ର ଟ୍ରେଲର୍‌

(ମୁମ୍ବାଇ) :  ଘୋଷଣା ହେଲା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସାବାସ୍‌ ମିଠୁ’ର ଟ୍ରେଲର୍‌ ରିଲିଜ୍‌ ତାରିଖ  । ଫିଲ୍ମରେ ତାପସୀ ଭାରତୀୟ କ୍ରିକେଟର୍‌ ମିତାଲି ରାଜ୍‌ଙ୍କ ଭୂମିକାରେ ନଜର ଆସିବେ । ତାପସୀ ଓ ଫିଲ୍ମମେକର୍‌ ‘ସାବାସ୍‌ ମିଠୁ’ର ଟ୍ରେଲର୍‌ ରିଲିଜ୍‌ ତାରିଖ…
Read More...

କର୍ଣ୍ଣାଟକରେ ଲାଗୁ ହେଲା କଟକଣା

(କର୍ଣ୍ଣାଟକ) : କ୍ରମାଗତ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା ଲଗାଇବା ଆରମ୍ଭ କଲେଣି। ଏହିକ୍ରମରେ କର୍ଣ୍ଣାଟକରେ ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି କଟକଣା। ଗତ ୨୪ରେ ୫୨୫ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାର ମାସ୍କ ପିନ୍ଧିବା…
Read More...

ଖୁବଶୀଘ୍ର ଆସିବାକୁ ଯାଉଛି ସଲମାନଙ୍କ ଫିଲ୍ମ ‘ଟାଇଗର୍-୩’

(ମୁମ୍ବାଇ) : ଖୁବଶୀଘ୍ର ଆସିବାକୁ ଯାଉଛି ଫିଲ୍ମ ଟାଇଗର୍-୩ । ବଡ଼ ପରଦାରେ ପୁଣି ଦେଖିବାକୁ ମିଳିବ କ୍ୟାଟ୍ରିନା କୈଫ୍ ଓ ସଲମାନ ଖାନ୍‌ଙ୍କ ଯୋଡ଼ି । ଏହି ଦୁଇ ସୁପରଷ୍ଟାରଙ୍କ ମୋଷ୍ଟଆୱେଟେଡ୍ ଫିଲ୍ମ ଟାଇଗର୍-୩କୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଫିଲ୍ମରେ କ୍ୟାଟ୍ରିନାଙ୍କ ଆକ୍ସନ୍ ମୁଡ୍ ଦେଖିବାକୁ…
Read More...

ରିଲିଜ ହେଲା ବହୁପ୍ରତୀକ୍ଷିତ ‘ଜୁରାସିକ୍‌ ୱର୍ଲଡ ଡୋମିନିୟନ୍‌’

(ମୁମ୍ବାଇ) : ରିଲିଜ ହେଲା ବହୁପ୍ରତୀକ୍ଷିତ ଜୁରାସିକ୍‌ ୱର୍ଲଡ ଟ୍ରାୟୋଲୋଜିର ୩ୟ ତଥା ଶେଷ ସଂସ୍କରଣ ଏବଂ ମୋଟ୍‌ ‘ଜୁରାସିକ୍‌ ପାର୍କ’ର ୬ଷ୍ଠ ସଂସ୍କରଣ ‘ଜୁରାସିକ୍‌ ୱର୍ଲଡ ଡୋମିନିୟନ୍‌’ । ଗତକାଲି ଅର୍ଥାତ ଶୁକ୍ରବାର ଫିଲ୍ମଟି ଆମେରିକା ଓ ବ୍ରିଟେନ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା ।…
Read More...