Browsing Category

ଆମୋଦ ପ୍ରମୋଦ

ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ରିଲିଜ ପୂର୍ବରୁ ବୟକଟ୍‌ ଦାବି

(ମୁମ୍ବାଇ) : ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ବଢ଼ିଲା ଅଡୁଆ । ଫିଲ୍ମକୁ ବୟକଟ୍‌ କରିବା ପାଇଁ ଦାବି ଜୋରଧରିଛି । ନିକଟରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି। ଗତ କିଛି ଦିନ ହେବ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏହି ଫିଲ୍ମ ଉପରେ କାମ କରୁଛନ୍ତି। ଫିଲ୍ମ ରିଲିଜକୁ…
Read More...

‘କୌଣସି ଗୋଟିଏ ଫର୍ମାଟ୍‌ରେ କାମ କରିବାକୁ ମୁଁ ଚେଷ୍ଟା କରୁନାହିଁ’ : ତମନ୍ନା ଭାଟିୟା

(ମୁମ୍ବାଇ) : କୌଣସି ଗୋଟିଏ ମାଧ୍ୟମ ମଧ୍ୟରେ ସୀମିତ ରହିବାକୁ ଚାହାନ୍ତି ନାହିଁ ବୋଲି କହି ଚର୍ଚାରେ ଅଭିନେତ୍ରୀ ତମନ୍ନା ଭାଟିୟା । ଗତ ବର୍ଷ ଡିଜିଟାଲ୍‌ ଜଗତରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ତମନ୍ନା ଭାଟିୟା । ଦକ୍ଷିଣ ଓ ହିନ୍ଦୀ ସିନେ ଜଗତରେ ସକ୍ରିୟ ଥିବା ଏହି ସୁନ୍ଦରୀ କୌଣସି ଗୋଟିଏ…
Read More...

‘ଖତ୍ରୋଁ କେ ଖିଲାଡି’ ସିଜନ୍ ୧୨ ‘ରେ ଆହତ ହେଲେ କନିକା

(ମୁମ୍ବାଇ) : ଆହତ ହେଲେ କନିକା । ନିଜର ଫୋଟୋ ସୋସିଆଲ ମିଡିଆରେ ଛାଡି ସେ ଏହି ସୂଚନା ଦେଇଛନ୍ତି । ରୋହିତ ଶେଟ୍ଟୀଙ୍କ ଶୋ’ ‘ଖତ୍ରୋଁ କେ ଖିଲାଡି’ ସିଜନ୍ ୧୨ ର ସୁଟିଂ ଦକ୍ଷିଣ ଆଫ୍ରିକାର କେପଟାଉନରେ ଚାଲିଛି। ପ୍ରତିଯୋଗୀମାନେ ସେମାନଙ୍କ ଫଟୋ ଏବଂ ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ କ୍ରମାଗତ…
Read More...

ଉର୍ଫି ଜାଭେଦଙ୍କୁ ବନ୍ଧୁତାର ହାତ ବଢ଼ିଲେ ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର

(ମୁମ୍ବାଇ) : ସବୁବେଳେ ନିଜର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଛନ୍ତି ଉର୍ଫି ଜାଭେଦ । ତାଙ୍କ ଡ୍ରେସିଂ ସେନ୍ସ ହେତୁ ପ୍ରାୟତଃ ଟ୍ରୋଲ୍ କରାଯାଏ। କିଛି ଦିନ ତଳେ ଉର୍ଫି ବ୍ରିଟିଶ୍-ଆମେରିକୀୟ ଫ୍ୟାଶନ୍ ଡିଜାଇନର୍ ହ୍ୟାରିସ୍ ରିଡଙ୍କ ଡିଜାଇନ୍ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ଆଉଟଫିଟ୍ ଡିଜାଇନ୍…
Read More...

ଦୁଷ୍କର୍ମ ଧମକ : ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ସିମରନ

(ମୁମ୍ବାଇ) : ଫେମ୍‌ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ। ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ ତଥା ଲୋକପ୍ରିୟ ଟେଲି ଶୋ’ ‘ପାଣ୍ଡ୍ୟା ଷ୍ଟୋର୍‌’ ଫେମ୍‌ ଅଭିନେତ୍ରୀଙ୍କୁ ଏହି ଧମକ ମିଳିଛି । ଏନେଇ ସେ ନିଜେ ଖୁଲାସା କରିଛନ୍ତି। ଏଥିସହ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ରିଷିତା ଚରିତ୍ରରେ…
Read More...

‘ବଟନ୍‌ ଦବାନ୍ତୁ ଓ ମୋ ଜୀବନ ବଞ୍ଚାନ୍ତୁ’ : ରଣବୀର

(ମୁମ୍ବାଇ) : ଘଞ୍ଚ ଜଙ୍ଗଲ ଭିତରେ ଅଟକିଯାଇଛନ୍ତି ବଲିଉଡର ବାଜିରାଓ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଲେ କି ଆଂଜ୍ଞା ହଁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଡଭେଞ୍ଚରରେ । ଜଙ୍ଗଲର ପଶୁପକ୍ଷୀଙ୍କ ମଧ୍ୟରେ ରଣବୀର ସିଂହ ଫସିଗଲେ। କେତେବେଳେ ସେ ପାହାଡ ଚଢ଼ୁଛନ୍ତି ତ ଆଉ କେତେବେଳେ ଜଙ୍ଗଲୀ ଭାଲୁ ଠାରୁ…
Read More...

ଫିଲ୍ମ ‘୭୭୭ ଚାର୍ଲି’ଦେଖି ମୁଖ୍ୟମନ୍ତ୍ରୀଙ୍କ ଆଖିରୁ ଝରିଗଲା ଲୁହ

(କର୍ଣ୍ଣାଟକ) : ଜୁନ୍ ୧୦ ରେ କନ୍ନଡ ଫିଲ୍ମ ‘୭୭୭ ଚାର୍ଲି’ରିଲିଜ ହୋଇଛି । ତେବେ ଏହି କନ୍ନଡ ଫିଲ୍ମ ‘୭୭୭ ଚାର୍ଲି’ ବକ୍ସ ଅଫିସରେ ଭଲ କଲେକ୍ସନ୍ କରୁଛି। ତେବେ ଏହି ଫିଲ୍ମଟି ଲୋକଙ୍କ ପଜିଟିଭ୍ ପ୍ରତିକ୍ରିୟା ପାଉଛି। ବର୍ତ୍ତମାନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମଇ ମଧ୍ୟ ଏହି…
Read More...

ଭଣଜାଙ୍କୁ କ୍ଷମା କରିଦେଲେ ମାମୁଁ ଗୋବିନ୍ଦା

(ମୁମ୍ବାଇ) : ସରିଲା ମାମୁଁ ଭଣଜା କଳି । ଦୀର୍ଘ ଦିନ ହେଲା ପରସ୍ପର ବିରୋଧରେ କଟୁ ଭାଷା ବ୍ୟବହାର କରୁଥିବା ମାମୁଁ- ଭଣଜା ଯୋଡ଼ି ଗୋବିନ୍ଦା-କୃଷ୍ଣା ଅଭିଷେକଙ୍କ ମନରେ ପରସ୍ପର ପ୍ରତି ପ୍ରେମ ଭାବନା ଦେଖିବାକୁ ମିଳିଛି । କୃଷ୍ଣା ଓ ତାଙ୍କ ପତ୍ନୀ କଶ୍ମୀରାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ…
Read More...

ଫିଲ୍ମ ‘ପ୍ରୋଜେକ୍ଟ କେ’ସୁଟିଂରେ ବ୍ୟସ୍ତ ଅଛନ୍ତି ମସ୍ତାନୀ ସାହିବା

(ମୁମ୍ବାଇ) : ହଠାତ ଅସୁସ୍ଥ ହୋଇପଡିଲେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ସୁଟିଂ ସେଟ୍‌ରେ ଥିବା ବେଳେ ଦୀପିକା ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ବର୍ତ୍ତମାନ ଦୀପିକା ଠିକ୍ ଅଛନ୍ତି। ଚିକିତ୍ସାର ଅଳ୍ପ ସମୟ ପରେ ଅମିତାଭ…
Read More...

ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ବୈଜ୍ଞାନିକ ଭାବେ ନଜର ଆସିବେ କିଙ୍ଗ ଖାନ

(ମୁମ୍ବାଇ) : ଦୀର୍ଘ ଦିନ ପରେ ଶାହାରୁଖ ଖାନଙ୍କ ଫିଲ୍ମ ଦେଖିବାକୁ ପାଇବେ ଦର୍ଶକ । ତେବେ ସେ ନିଜର ନୂଆ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପରେ ଗୋଟିଏ, ସେ ତାଙ୍କର ଭିନ୍ନ ଭିନ୍ନ ଫିଲ୍ମରେ କାମ କରୁଛନ୍ତି। ସେ ପଠାନ ଫିଲ୍ମ ସହିତ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି। ଏହା ବ୍ୟତୀତ ଜାୱାନ୍…
Read More...