Browsing Category

ଆମୋଦ ପ୍ରମୋଦ

ଉର୍ବଶୀଙ୍କ ମଙ୍ଗଳସୁତ୍ର ଓ ସିନ୍ଦୁର ପିନ୍ଧା ପୋଷ୍ଟକୁ ନେଇ ଟ୍ରୋଲିଙ୍ଗ

ମୁମ୍ବାଇ: କିଛିଦିନ ତଳେ ଉର୍ବଶୀ ରାଉତେଲା ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ସେଠାରେ ଅବସ୍ଥାପିତ ଆଗାମୀ ଟି-୨୦ ବିଶ୍ୱକପରେ ରିଷଭ ପନ୍ତଙ୍କୁ ଅନୁସରଣକରି ଅଭିନେତ୍ରୀଙ୍କୁ ଟ୍ରୋଲ କରିଥିଲେ । କାରଣ ଅତୀତରେ ଏହି ଯୋଡି ଶବ୍ଦର କ୍ରିପ୍ଟିକ ଯୁଦ୍ଧରେ ଲିପ୍ତ ରହିଥିଲେ । କୁହାଯାଉଛି କି ଯେଉଁ…
Read More...

ହାପି ବାର୍ଥଡେ ବିଗ ବି

 ବ୍ୟୁରୋ / ରିପୋଟର୍ସ ଟୁଡେ : ଆଜି ହେଉଛି ବିଗ ବି ଓରଫ ଅମିତାଭ ବଚନଙ୍କ ଜନ୍ମ ଦିନ। ଏହି ଦିନରେ ଜଣେ ବଲିଉଡ ମହାନାୟକ ଜନ୍ମ ନେଇଥିଲେ। ଅକ୍ଟୋବର ୧୧ ମାନେ ଆଜି ୮୦ ବର୍ଷ ରେ ପଦାର୍ପଣ କରିବେ ବିଗ ବି। ସେ ୧୯୪୨ ମସିହାରେ ଜନ୍ମ ନେଇଥିଲେ। ଅମିତାଭ ବଚନ ଜଣେ ଭାରତୀୟ କଳାକାର ସାଙ୍ଗକୁ…
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

ମୁମ୍ବାଇ : ଆଜି ହେଉଛି ବିଶ୍ୱ ମାନସିକ ଦିବସ । ଏହିଦିନକୁ ନେଇ ଅନେକ କଳାକାର ମାନେ ନିଜ ନିଜ ମତ ଦେଇଥିବା ବେଳେ ଦୀପିକା ପାଦୁକୋଣ ନିଜ ଜୀବନର ଅନୁଭୂତି ସେୟାର କରିଛନ୍ତି । ତବେ ଦୀପିକା ୨୦୧୫ରେ ତାଙ୍କର ଉଦାସୀନତା ବିଷୟରେ କହିଥିଲେ । ଉଦାସୀନତାରେ ତାଙ୍କର ଦିନ ରାତି କଟୁଥିବା ବେଳେ…
Read More...

ଫିଫା ବିଶ୍ୱକପ ସଙ୍ଗୀତରେ ନୋରା ଫତେହି

ରିପୋଟର୍ସ ଟୁଡେ ବ୍ୟୁରୋ: ଆଗକୁ ହେବାକୁ ଯାଉଛି ଫିଫା ୱାଲର୍ଡ କପ୍ କାତାର ୨୦୨୨ । ନଭେମ୍ବର ୨୦ ରୁ ଫିଫା ଆରମ୍ଭ ହୋଇ ଡିସେମ୍ବର ୧୮ରେ ସରିବ ବିଶ୍ୱକପ ଫିଫା । ଫିଫା ଫୁଟବଲ ଖେଳ ସାଙ୍ଗକୁ ସବୁବେଳେ ମନୋରଞ୍ଜନ ମଧ୍ୟ ପରିବେଶଣ କରିଥାଏ । ତେବେ ନୋରା ଫତେହି ଭାରତକୁ ଆନ୍ତର୍ଜାତୀୟ ସ୍ଥରରେ…
Read More...

ସାଉଥ୍‌କୁ ଟକ୍କର ଦେଉଛି ହ୍ରିତିକଙ୍କ ଫିଲ୍ମ

ମୁମ୍ବାଇ : ଦଶହରାରେ ଖୁବ ଆଗେଇ ଚାଲିଛି ବିକ୍ରମ ବେଦା ଚଳଚ୍ଚିତ୍ର । ଗତ ୩୦ ସେପ୍ଟେମ୍ବରରେ ରିଲିଜ ହୋଇଥିଲା ଏହି ଚଳଚ୍ଚିତ୍ର । କହିବାକୁ ଗଲେ ଫିଲ୍ମଟିର ଏଇଟା ମଧ୍ୟବର୍ତ୍ତି ସପ୍ତାହ । ତେଣୁ ଏହି ସପ୍ତାହରେ ଫିଲ୍ମ ଜୋରସୋରରେ ଚାଲିବା ସହ ଭଲ ରେକର୍ଡ ମଧ୍ୟ କରିଛି ୬ଦିନ ଭିତରେ । ସୈଫ ଅଲି…
Read More...

ମୋ ସ୍ୱାମୀ ପୂଜା ଓ ପର୍ବାଣୀ ବିଷୟରେ ସବୁ ଜାଣିଛନ୍ତି : ମୌନୀ ରାୟ

ରିପୋଟର୍ସଟୁଡେ ବ୍ୟୁରୋ : ମୌନୀ ରାୟ ଜଣେ ବଲିଉଡ ନାୟିକା ସହ ଜଣେ ବେଙ୍ଗଲୀ ଝିଅ । ଗତ ଜାନୁଆରୀ ମାସରେ ମୌନୀ ରାୟ ସୁରଜ ନମ୍ବିଆରଙ୍କୁ ବିବାହ କରିଥିଲେ । ତେଣୁ ଏହି ଦୁର୍ଗା ପୁଜା ଟି ତାଙ୍କ ବିବାହ ପରର ପ୍ରଥମ ପୂଜା । ତେବେ ମୌନୀ ଏଥର ଦୁର୍ଗାପୂଜା ପାଳନ କରିବାକୁ ଯାଇପାରିବେନି କାରଣ…
Read More...

ଆଶା ପାରେଖ୍‌ଙ୍କୁ ଦାଦା ଶାହେବ ପୁରଷ୍କାର

ନୂଆଦିଲ୍ଲୀ: ବଲିଉଡ଼ର ଜଣେ ସୁପରିଚିତ ତଥା ବରିଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିଛି ଦାଦା ଶାହେବ ଫାଲ୍‌କେ ଆୱାର୍ଡ । ୬୦-୭୦ ଦଶକରେ ନିଜ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ । ହିନ୍ଦୀ ସିନେମାରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ…
Read More...

ଏଥର ଦଶହରାରେ ରିଲିଜ ହେବ ଅର୍ଚ୍ଚିତାଙ୍କ ଏହି ଫିଲ୍ମ

ଭୁବନେଶ୍ୱର: ଓଲିଉଡ଼ ଜଗତରେ ଅର୍ଚ୍ଚିତା ହେଉଛନ୍ତି ଜଣେ ନାମୀଦାମୀ ନାୟିକା । ଯଦି ବର୍ତ୍ତମାନ ଓଡ଼ିଆ ହିରୋଇନଙ୍କ କଥା ଆସେ ତେବେ ଆଗଧାଡିରେ ଅର୍ଚ୍ଚିତା ହିଁ ଦେଖାଯାଆନ୍ତି । ଓଡିଶାରେ ପ୍ରତି ବର୍ଷ ପୂଜାପର୍ବାଣରେ ଅର୍ଚ୍ଚିତାଙ୍କ ଫିଲ୍ମ ରିଲିଜ ହୁଏ । ସେହିପରି ଏଥର ଦଶହରାରେ ତାଙ୍କର ଏକ ମୁଭି…
Read More...

ଆଲିଆଙ୍କ ପାଇଁ ୨୦୨୨ ଶୁଭ

ମୁମ୍ବାଇ: ଆଲିଆ ଭଟ୍ଟ ତାଙ୍କ ଫିଲ୍ମ କ୍ୟାରିୟର ୨୦୧୨ ମସିହାରେ ଷ୍ଟୁଡେଣ୍ଟଅଫ ଦି ଇଅରରୁ ଆରମ୍ଭ କରିଥିଲେ । ପ୍ରତ୍ୟେକ ବର୍ଷ ସେ ୨, ୩ଟି ଫିଲ୍ମ କରିଥାଆନ୍ତି । ହେଲେ ୨୦୨୨ଟି ହେଉଛି ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ବର୍ଷ । ୨୦୨୨ ବର୍ଷ ଆରମ୍ଭରୁ ସେ ଫିଲ୍ମ କରିଆସୁଛନ୍ତି ଏବଂ ସେଗୁଡ଼ିକ ମଧ୍ୟ ହିଟ…
Read More...

କପିଲଙ୍କ ସୋକୁ ଆସିଲେନି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

 ମୁମ୍ବାଇ : କପିଲଙ୍କ ସୋକୁ ଆସିଲେନି ବିଶ୍ୱ ସୁନ୍ଦରୀ। ବଲିଉଡର ଆଗଧାଡିର ଚର୍ଚ୍ଚିତ ଚେହେରା ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଦୀର୍ଘ ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ବଡ ପରଦାକୁ ଫେରୁଛନ୍ତି। ତାହା ପୁଣି ମଣି ରତ୍ନମଙ୍କ ଫିଲ୍ମ ପୋନିୟିନ୍ ସେଲଭାନ୍‌ରେ ନଜର ଆସିବେ । ଦି କପିଲ ଶର୍ମା ଶୋ’ରେ ଫିଲ୍ମର…
Read More...