Browsing Category

ଆମୋଦ ପ୍ରମୋଦ

ସୈଫଙ୍କ ପୁଅ ଇବ୍ରାହିମ୍ କରିବେ ବଲିଉଡ୍ ଡେବ୍ୟୁ

ମୁମ୍ବାଇ : ବଲିଉଡ ଚଳଚ୍ଚିତ୍ର ର୍ନିମାତା କରଣ ଜୋହର । ସେ ସବୁବେଳେ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ମାନଙ୍କୁ ନେଇ ଫିଲ୍ମ ଲଞ୍ଚ କରୁଛନ୍ତି । ବର୍ତ୍ତମାନ ଖବର ଆସିଛି ଯେ କରଣ ସୈଫ ଅଲି ଖାନଙ୍କ ବଡ ପୁଅ ଇବ୍ରାହିମ ଅଲି ଖାନଙ୍କ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । କରଣଙ୍କ ବ୍ୟାନର ଧର୍ମା…
Read More...

ଆରପାରିରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ : ୱାର୍କ ଆଉଟ ସମୟରେ ହେଲା ହୃଦଘାତ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଦେହାନ୍ତ ହୋଇଛି। ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ଥିଲେ ସେ | ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାତ୍ର ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ଏଭଳି ଅକାଳ ବିୟୋଗ ତାଙ୍କ…
Read More...

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଖୋର୍ଦ୍ଧା /( ଚାଣକ୍ୟ ମିଶ୍ର ) : ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜରେ ଏପରି ଅନେକ ଭିନ୍ନକ୍ଷମ ଅଛନ୍ତି, ଯେଉଁମାନେ…
Read More...

ଆଉ ଭାରତ ଉପରେ କଟକଣା ଲଗାଇବ ନାହିଁ ଆମେରିକା !

ଓ୍ବାସିଂଟନ : ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ମତାନ୍ତର ଭିତରେ ରୁଷରୁ ଭାରତ ତେଲ କିଣିବା ଜାରି ରଖିଛନ୍ତି । ଗତ ଅକ୍ଟାବରରେ ରୁଷ ଭାରତର ନଂ ୧ ତୈଳ ରପ୍ତାନିକାରୀରେ ପରିଣତ ହୋଇଛି । ଏହା ସତ୍ତ୍ବେ ଭାରତ ବିରୋଧରେ କୌଣସି କଟକଣା ଲଗାଯିବ ନାହିଁ ବୋଲି ଆମେରିକା କହିଛି । ଆମେରିକା ପରରାଷ୍ଟ୍ର…
Read More...

ଗୋଟିଏ ପରଦାରେ ନଜର ଆସିବେ ଖାନ୍ ବ୍ରଦର୍ସ

ମୁମ୍ବାଇ:ବଲିଉଡର ଦବଙ୍ଗ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ଫିଲ୍ମକୁ ନେଇ ତ ପୁଣି କେବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସଲମାନ । ଏହି କିଛି ଦିନ ହେବ ଆଗାମୀ ଫିଲ୍ମ ସହ ବିଗବସ-୧୬କୁ ନେଇ ଚର୍ଚ୍ଚାରେ ରହିଥିଲେ ସଲମାନ ।କିନ୍ତୁ ବର୍ତ୍ତମାନ ସଲମାନ…
Read More...

କପୁର ପରିବାରକୁ ଆସିଲା କୁନି ପରୀ

ହାଇଦ୍ରାବାଦ : କପୁର ପରିବାରରୁ ମିଳିଲା ଖୁସିର ଖବର । ବଲିଉଡର ଚୁଲୁବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ମା, ହୋଇଛନ୍ତି । ଖବର ଅନୂଯାୟୀ ଆଲିଆ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏଚଏନ୍ ରିଲାଏନ୍ସ ହସ୍ପିଟାଲରେ ଶିଶୁ କନ୍ୟାର ମା, ହୋଇଛନ୍ତି ଆଲିଆ । ବଲିଉଡର ମୋଷ୍ଟ ଲଭିଂ କପଲ ଭାବେ ଜଣାଶୁଣା…
Read More...

ଆସୁଛି ‘ଅବତାର-୨’: ନୀଳ ରଙ୍ଗର ମଣିଷଙ୍କ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର

ବ୍ୟୁରୋ: ନିକଟରେ ‘ଅବତାର-୨’ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହାର ଟ୍ରେଲକୁ ମିଳିଛି ଜବରଦସ୍ତ ରେସପଣ୍ଡ । ଟ୍ରେଲର ଦେଖିବା ପରେ ଏହାର ରିଲିଜ ଡେଟ୍କୁ ଅତି ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ । କାରଣ ଏହାର ପ୍ରଥମ ଭାଗ ବହୁ ମାତ୍ରାରେ ସଫଳ ହୋଇଥିଲା । ଏହି ଫିଲ୍ମରେ ନୀଳ ଲୋକଙ୍କ…
Read More...

ସମଲିଙ୍ଗୀ ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ବିଶ୍ୱ ସୁନ୍ଦରୀ

ବ୍ୟୁରୋ : କୁହାଯାଏ ପ୍ରେମ ହେବାକୁ ହେଲେ ଯାତି ଧର୍ମ ବର୍ଣ୍ଣ କି ଲିଙ୍ଗ କିଛି ବାଧା ଦେଇପାରେନା । ସେ ସେଲିବ୍ରେଟି ହୁଅନ୍ତୁ କି ସାଧାରଣ ଲୋକ ଏବେ ସମଲିଙ୍ଗୀ ବିବାହ କରିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ସମୟରେ ସମଲିଙ୍ଗୀବିବାହକୁ ସମାଜ ମଧ୍ୟ ଧିରେ ଧିରେ ଗ୍ରହଣ କଲାଣି । ବହୁତ ସମୟରେ…
Read More...

ଆସୁଛି ନୂଆ ଗୀତ ଘର

ଭୁବନେଶ୍ୱର: ପୁଣି ଥରେ ମାର୍କେଟକୁ ଆସିବାକୁ ଯାଉଛି ଅରୋମିର ନୂଆ ଗୀତ । ଲଗାତର ନୂଆ କ୍ରମରେ ଅରୋମିରା ନେଇ ଆସିଛି ‘ ନୂଆ ଠିକଣା’ ଏବଂ ‘ନାରୀ’ । ଏହା ଓଡିଆ ସଙ୍ଗୀତର ସ୍ରଷ୍ଟା ନିଦ୍ଦେର୍ଶକ- କଣ୍ଠଶିଳ୍ପୀ ଯୋଡିଙ୍କର ନୂଆ ଏକ ଚମତ୍କାର ଗୀତ । ଯାହାର ନାଁ ହେଉଛି “ଘର” ।ପ୍ରସିଦ୍ଦ ଲେଖକ ତଥା…
Read More...

୫୭ ବର୍ଷରେ ପାଦ ଥାପିଲେ ଶାହରୁଖ

ମୁମ୍ବାଇ: ମୁମ୍ବାଇ: ଆଜି ହେଉଛି ବଲିଉଡ କିଙ୍ଗ୍ ଖାନଙ୍କ ଜନ୍ମଦିନ । ୫୭ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର ଶାହରୁଖ ଖାନ । କିଙ୍ଗ ଖାନ୍ ସବୁବେଳେ ତାଙ୍କ କାମକୁ ନେଇ ବେଶ୍ ତତ୍ପର ରହିଥାନ୍ତି । ନୂଆ ବର୍ଷରେ ଶାହରୁଖ ତାଙ୍କ ଫ୍ୟାନମାନଙ୍କ ପାଇଁ ତିନି ତିନୋଟି ଫିଲ୍ମ ନେଇ ଆସୁଛନ୍ତି । ଏଥି…
Read More...