Browsing Category

ଆମୋଦପ୍ରମୋଦ

ଅକ୍ଟୋବର ୧୩ରେ ରିଲିଜ ହେବ ଅଶ୍ଵିନୀ ତ୍ରିପାଠୀଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଡଟ୍‌ପେନ୍‌’

ଭୁବନେଶ୍ୱର : ପୂଜା ବଜାରରେ ଧମାଲ କରିବ ଡଟପେନ । ପ୍ରଥମେ ଦୁର୍ଗତୀ ନାଶିନୀ ୨, ପରେ ପରେ କୁରୁକ୍ଷେତ୍ର, ଡେଲିଭରି ବୟ ଏବଂ ଉଦଣ୍ଡି ସୀତା ଆଉ ଏବେ ଆଉ ଗୋଟିଏ ନୂଆ ଓଡିଆ ସିନେମା ଦେଖାଇବ ତାର କମାଲ । ଯୁବ ନିର୍ଦ୍ଦେଶକ ଅଶ୍ୱୀନୀ ତ୍ରୀପାଠୀଙ୍କ ନିର୍ଦ୍ଦେଶନା ଫର୍ଦ୍ଦରେ ଆଉ ଏକ କମାଲ ବିଷୟ…
Read More...

ବାପା ମହେଶ ଭଟ୍ଟଙ୍କ ସହ ଭାଇରାଲ୍ କିସକୁ ନେଇ ମତ ରଖିଲେ ପୂଜା; କହିଲେ କିଛି ଏଭଳି

ବ୍ୟୁରୋ ରିପୋର୍ଟ: ନିଜର ମନ ଖୋଲା ଜବାବ ଓ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ପୂଜା ଭଟ୍ଟ ଏବେ ପୁଣିଥରେ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ହେଉଛି । ନିଜ ସମ୍ପର୍କକୁ ନେଇ ସୁବବେଳେ ବାପା ଝିଅ ଟ୍ରୋଲ ମଧ୍ୟ ହୋଇଥାନ୍ତି । ଅନେକ ସମୟରେ ପୂଜା ଏବଂ ମହେଶ ଭଟ୍ଟ ନିଜ ସମ୍ପର୍କକୁ ନେଇ…
Read More...

ଗଣେଷ ପୂଜାରେ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶଙ୍କର “

ଭୁବନେଶ୍ୱର: ଗଣେଷ ପୂଜାରେ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶଙ୍କର "   । ଏହା ଏକ ଜବରଦସ୍ତ ଆକ୍ସନ, ରୋମାଣ୍ଟିକ, ଓ ସସପେନ୍ସ ଭରା ଭିନ୍ନ ସ୍ୱାଦର  କାହାଣୀ କ୍ଷ ଏଥିରେ  ଓଲିୟୁଡ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର କାହାଣୀର ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ର ସାବତ ପୁଅର ଭୂମିକାରେ ଅଭିନୟ କରି…
Read More...

କମେଡି vs ଆକ୍ସନ : କିଏ କରୁଛି କମାଲ?

ମୁମ୍ବାଇ : କମେଡି vs ଆକ୍ସନ । ଦୁଇଟି ପାର୍ଟ ଟୁ, ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ । ଏବର୍ଷର ଦୁଇଟି ମୋଷ୍ଟ ଆୱେଟେଡ୍ ଫିଲ୍ମ ରିଲିଜ୍ ହୋଇଛି । ପରଦାକୁ ଆସିଛି ସନ୍ନି ପାଜିଙ୍କ ଗଦରର ସିକ୍ୱେଲ୍ ଗଦର ପାର୍ଟ-୨ । ପୁଣି ଥରେ ପାକିସ୍ତାନ ଯାଇ ତାରା ସିଂହ ମଚାଇଛନ୍ତି ଗଦର । ଭାଙ୍ଗିଛନ୍ତି,…
Read More...

ବିବାଦରେ ଫସିଲା OMG-୨; ଅଭିଯୋଗ ଆଣିଲେ ମହାକାଳଙ୍କ ପୂଜକ

ବ୍ୟୁରୋ: ବିବାଦରେ ଫଶିଲା OMG -୨ା ଟ୍ରେଲର ରଲିଜ ପରେ ଏହାର କିଛି ସିନକୁ ନେଇ ଆପତ୍ତି କରିଛନ୍ତି ମହାକାଳଙ୍କ ପୂଜକ । ଟ୍ରେଲରର ଏକ ଦୃଶ୍ୟରେ ଅକ୍ଷୟ କୁମାରଙ୍କୁ ଶିବଙ୍କ ବେଶ ଭୂଷାରେ ଦେଖିବାକୁ ମିଳିଛି । ସେ ବଜାରରେ ବୁଲି କଚୋରୀ କିଣୁଥିବାର ଦୃଶ୍ୟକୁ ଗ୍ରହଣ କରିପାରୁନାହାଁନ୍ତି…
Read More...

ସୀମା-ସଚିନ ଏବଂ ନସରୁଲ୍ଲା-ଅଞ୍ଜୁଙ୍କ କାହାଣୀକୁ ନେଇ ପରଦାକୁ ଆସିବ ଏକ ଫିଲ୍ମ

ନୂଆଦିଲ୍ଲୀ : ଏମିତି କେହି ବି ଲୋକ ନଥିବେ ଯିଏ ପାକିସ୍ତାନରୁ ଭାରତୀୟ ପ୍ରେମିକ ସଚିନ ପାଇଁ ଦୌଡ଼ି ଆସିଥିବା ସୀମା ହାଇଦରଙ୍କୁ ଜାଣିନଥିବେ। ପ୍ରେମ ପାଇଁ ନିଜ ସ୍ବାମୀଙ୍କୁ ଛାଡ଼ି ୪ ଜଣ ପିଲାଙ୍କୁ ସାଥୀରେ ଧରି ବେନିୟମ୍‌ ଭାବେ ସୀମା ପାର୍‌ କରି ଭାରତ ପ୍ରବେଶ କରିଥିବା ସୀମା ଲଗାତର ଭାବେ…
Read More...

ସୀମାଙ୍କୁ ଫିଲ୍ମ ଅଫର୍‌ ଦେଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଉଦୟପୁରରେ ଟେଲର କହ୍ନେୟାଲାଲ୍‌ଙ୍କ ହତ୍ୟା କାହାଣୀ ଉପରେ ନିର୍ମିତ ଏକ ଫିଲ୍ମରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଯୋଜକ ଅମିତି ଜାନୀଙ୍କୁ ମିଳିଛି ହତ୍ୟା ଧମକ । ତାଙ୍କୁ ଏହି ଧମକ ଏକ ହ୍ବାଟ୍‌ସଆପ କଲ୍‌ ଜରିଆରେ…
Read More...

ଚର୍ଚ୍ଚାରେ ବଲିଉଡ ଷ୍ଟାରଙ୍କ ଫ୍ରେଣ୍ଡସିପ

ବ୍ୟୁରୋ : ବଲିଉଡଷ୍ଟାର, ଏମାନେ ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ଥାଆନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ବିବାଦ ମଧ୍ୟ ସେମାନଙ୍କୁ ଚର୍ଚ୍ଚାକୁ ଟାଣି ଆଣିଥାଏ । ତେବେ ଆଜି ଏଭଳି କିଛି ଅଭିନେତ୍ରୀଙ୍କ ବିଷୟରେ…
Read More...

୮ ବର୍ଷ ହେବ ରୁପେଲି ପରଦାରୁ ଦୂରରେ ଅଛନ୍ତି ବିପାଶା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ବିପାଶା ବସୁ । ବର୍ତ୍ତମାନ ସେ ତାଙ୍କ ଝିଅ ଓ ସ୍ୱାମୀ କରଣଙ୍କ ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି । ବିପାଶା ଗତ ଆଠ ବର୍ଷ ଧରି ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି । ତଥାପି ଅଭିନେତ୍ରୀ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି । ଜାଣନ୍ତୁ ସେ କେଉଁଠାରୁ ମୋଟା ଅଙ୍କର…
Read More...

ଲୁଚି କି ବିବାହ କରିଥିଲେ ଅଭିନେତା ସୈଫ ଅଲ୍ଲୀ ଖାଁ

ମୁମ୍ବାଇ; ଅଭିନେତା ସୈଫ ଅଲ୍ଲୀ ହେଉଛନ୍ତି ବଲିଉଡ ଜଗତର ବିଖ୍ୟାତ ଅଭିନେତା । ସେତାଙ୍କ ଦମଦାର ଅଭିନୟ ରେ ସମସ୍ତଙ୍କ ହୃଦୟରେ ଜାଗା କରିଛନ୍ତି । ୧୯୯୧ ରେ ଅମୃତା ସିଂଙ୍କୁ ପ୍ରଥମ ବିବାହ କରିଥିଲେ ସୈଫ । ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି ନଥିଲେ। ବେଶ ଲୁଚାଛପାରେ ବିବାହ…
Read More...