Browsing Category
ଦୁର୍ଘଟଣା
ବୃନ୍ଦାବନ ଷ୍ଟେସନ ଠାରୁ ୮୦୦ ମିଟର ଦୂରରେ ଟ୍ରେନ ଦୁର୍ଘଟଣା : ୨୫ଟି ବଗି କ୍ଷତିଗ୍ରସ୍ତ
ବ୍ୟୁରୋ : ପୁଣି ଏକ ବଡ ଦୁର୍ଘଟଣା ଲାଇନଚ୍ୟୁତ ହେଲା ଟ୍ରେନ । ଦୁର୍ଘଟଣାଟି ଉତ୍ତରପ୍ରଦେଶ ମଥୁରାରେ ଘଟିଛି । ଉକ୍ତ ମାଲବାହୀ ଟ୍ରେନ୍ର ୨୫ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ବୃନ୍ଦାବନ ଷ୍ଟେସନ ଠାରୁ ୮୦୦ ମିଟର ଦୂରରେ ଏହି ଟ୍ରେନ ଦୁର୍ଘଟଣା ହୋଇଛି ।…
Read More...
Read More...
କଦଳିମୁଣ୍ଡା ନିକଟରେ ଅଜଣା ପିକଅପ ଧକ୍କାରେ ୨ ମୃତ ଜଣେ ଗୁରୁତର
କଳାହାଣ୍ଡି : ଗୋଲାମୁଣ୍ଡା ଥାନା କଦଳିମୁଣ୍ଡା ନିକଟରେ ଏକ ବାଇକକୁ ଅଜଣା ପିକଅପ ଧକ୍କା ଦେବାରୁ ଦୁଇ ଜଣକର ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ସୂଚନା ଅନୁସାରେ, କାନ୍ଦୁଳ ଡ଼ଙ୍ଗରି ଗାଁର ଶ୍ରୀକାନ୍ତ ଅଘରିଆ, ଶୁଭାସିନି ଅଘରିଆ ଏବଂ ଅରକ୍ଷିତ ଅଘରିଆ ଓଡି ୦୮ ଏସ ୨୨୦୦ ନମ୍ବର…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୭ ଆହାତ, ୪ ଗୁରୁତର
ମୋହନା (ତ୍ରିପତି ବିଷୋୟୀରତ୍ନ) : ଗଜପତି ଜିଲ୍ଲା ଅଡବା ଥାନା ପଦାଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ l ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି l ୨ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି l…
Read More...
Read More...
ସେମାଳା ଗୁଡା ଗାଁରୁ ଉଦ୍ଧାର ହେଲା ଅଜଗର ସାପ
ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସେମାଳା ଗୁଡା ଗାଁରୁ ଅଜଗର ସାପ ଉଦ୍ଧାର। ସୂଚନା ଅନୁଯାୟୀ , ସେମଳା ଗୁଡା ଗାଁର ନାଳରେ ଏକ ୭ ଫୁଟର ଅଜଗର ସାପ ଯିବାର ଦେଖିଥିଲେ କିଛି ଗ୍ରାମବାସୀ।ସଙ୍ଗେ ସଙ୍ଗେ ଗାଁ ଲୋକେ ଏକାଠି ହୋଇ ଥିଲେ। କିଛି ଯୁବକ ସାପଟିକୁ ଉଦ୍ଧାର କରି ବନ ବିଭାଗ କୁ…
Read More...
Read More...
ଗାଧୋଇବା ପାଇଁ ଯାଇ ଚାଲିଗଲା ଜୀବନ : ଉଦ୍ଧାର କଲା ଅଗ୍ନିଶମ ବାହିନୀ
ଗଜପତି (ତ୍ରିପତି ବିଷୋୟୀରତ୍ନ) : ପୋଖରୀରେ ବୁଡି ନାବାଳକର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲୁହାଗୁଡି ଗାଁରେ । ମୃତ ନାବାଳକ ଜଣକ ହେଲେ ଲୁହାଗୁଡି ପଂଚାୟତ ସିରିଶୀପଦା ଗାଁର ବାଲିମା ଗମାଙ୍ଗଙ୍କ 17 ବର୍ଷର ପୁଅ ସନାତନ ଗମାଙ୍ଗ । ଆଜି ସକାଳ ସମୟରେ…
Read More...
Read More...
ଡ୍ରେନ କାମ ବେଳେ କାନ୍ଥ ଭୁଶୁଡି ଦୁଇ ଜଣ ଆହତ
ଭୁବନେଶ୍ୱର/ସରୋଜ କୁମାର ରାଉତ : ରାଜଧାନୀରେ କାନ୍ଥ ଭୁଶୁଡି ଦୁଇ ଜଣ ଆହତ | ଖଣ୍ଡଗିରି ଡୁମୁଡୁମା ରଘୁନାଥ ନଗରରେ କାନ୍ତ ଭୁଶୁଡି ଦୁଇଜଣ ଆହାତ | ରଘୁନାଥ ନଗରରେ ଥିବା ରାସ୍ତା କଡ ଡ୍ରେନ ପାଇଁଖୋଳା ଆରମ୍ଭ ହେଉଥିଲା | ଡ୍ରେନ ଖୋଳା କାମ ପାଇଁ ଛଅରୁ ସାତ ଜଣ ଶ୍ରମିକ କମ କରୁଥିଲେ | ହଠାତ…
Read More...
Read More...
ବର୍ତ୍ତମାନର ବଡ ଖବର : ମାଲ୍ ଗାଡି ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ
ଖୋର୍ଦ୍ଧା : ଅଚାନକ ମାଲ୍ଗାଡି ସାମ୍ନାକୁ ଡେଇଁପଡିଲେ ଯୁବକ । ଆତ୍ମହତ୍ୟା ଉଦ୍ୟମ କରି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଘଟଣାଟି ସକାଳ ୧୦ ଘଟିକା ସମୟର ଘଟିଛି । ଖୋର୍ଦ୍ଧା ରୋଡ୍ ୩ ନମ୍ବର ଷ୍ଟେସନ୍ରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କର ମୁଣ୍ଡରେ କେବଳ ଆଘାତ…
Read More...
Read More...
ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
ଯାଜପୁର : କୋରେଇ ଥାନା ଅନ୍ତର୍ଗତ 20 ନମ୍ୱର୍ ଜାତିୟ ରାଜପଥର ପାଟୁଳୀ ଛକ ନିକଟରେ ଏକ 6 ଚକିଆ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ ହୋଇଥିବାର ସୁଚନା ମିଳିଛି। ଉକ୍ତ ଟ୍ରକଟି ଯାଜପୁର ରୋଡରୁ ବିପରୀତ ଦିଗରୁ କାଲିଆପାଣି ଯାଉଥିବା ବେଳେ ସାମ୍ନା ଦିଗରୁ 2ଛେଳି ନେଇ ବାଇକରେ ଯାଉଥିବା…
Read More...
Read More...
ଜଙ୍କିଆ ଥାନା ଆଦିବାସୀ ସାହିରେ ଅଘଟଣ | ବଜ୍ରପାତ ଘଟି ଜଣେ ମୃତ ଜଣେ ଗୁରୁତର
ଖୋର୍ଦ୍ଧା : ଜଙ୍କିଆ ଥାନା ଆଦିବାସୀ ସାହିରେ ଅଘଟଣ | ବଜ୍ରପାତ ଘଟି ଜଣେ ମୃତ ଜଣେ ଗୁରୁତର | ମୃତକ ଜଣକ ଆଦିବାସୀ ସାହିର କାଳୁ ନାୟକ | ଗୁରୁତର ପ୍ରତାପ ଦେହୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣ ପଡିଛି | ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି |…
Read More...
Read More...
ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଦୁଇ ଗୁରୁତର
ବଲାଙ୍ଗୀର/ରାଧାକୃଷ୍ଣ ମିଶ୍ର : ସହର ମଧ୍ୟରେ ଦୁର୍ଘଟଣା। ସହରର ମୁଖ୍ୟ ରାସ୍ତା ଭାଗିରଥି ଛକ ନିକଟରେ ଘଟିଛି ମର୍ମନ୍ତୁକ ସଡକ ଦୁର୍ଘଟଣା। ସ୍କୁଟିକୁ ଧକ୍କା ଦେଲା ଟ୍ରକ | ଦୁର୍ଘଟଣାରେ ଗୁରୁତର ହେଲେ ଦମ୍ପତି | ସ୍ୱାମୀ ବିଷ୍ଣୁପ୍ରସାଦ ମିଶ୍ର ଓ ସ୍ତ୍ରୀ ସଂଗୀତା କରତା ହୋଇଥିବା ସୂଚନା ରହିଛି।…
Read More...
Read More...