Browsing Category

ଦୁର୍ଘଟଣା

କାଳ ହେଲା ସେଲ୍ଫି ଉଠାଇବା

ଜଳପ୍ରପାତରେ ପର୍ୟ୍ୟଟକଙ୍କ ମୃତ୍ୟୁ । ସେଲ୍ଫି ଉଠାଉଥିବା ବେଳେ ପାଦଖସି, ଜଳପ୍ରପାତରେ ପଡ଼ି ଜୀବନ ଗଲା । ଆଉ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ତଳ ମିଟିଙ୍ଗ ଜଳପ୍ରପାତରେ । ମୃତକ ଜଣକ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ଗ୍ରାମପଞ୍ଚାୟତର ପାଇକପୁକି ଗାଁ…
Read More...

ଦିଲ୍ଲୀରେ ପ୍ରଦୂଷଣ ହେତୁ ଇଣ୍ଡିଆ ଓପନରୁ ଓହରିଗଲେ ଆଣ୍ଡର୍ସ ଆଣ୍ଟୋନସେନ୍

ଦିଲ୍ଲୀରେ ଅତ୍ୟଧିକ ପ୍ରଦୂଷଣ ହେତୁ ଡେନମାର୍କ ସଟଲର୍ ଆଣ୍ଡର୍ସ ଆଣ୍ଟୋନସେନ୍ ବୁଧବାର ଦିନ ଇଣ୍ଡିଆ ଓପନରୁ ଓହରି ଯାଇଥିବା ଘୋଷଣା କରିଛନ୍ତି। ବିଶ୍ୱର ୩ ନମ୍ବର ଖେଳାଳିଙ୍କୁ ଉଦ୍ଧୃତ କରାଯାଇଛି ଯେ "ମୁଁ ଭାବୁନାହିଁ ଯେ ଏହା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସ୍ଥାନ। ଏହା ଲଗାତାର…
Read More...

ବାଇକ୍-ବୋଲେରୋ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଦେଗାଲ ବୁଡୁଣି ଛକ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ବୋଲେର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬୫ ବର୍ଷ ବୟସର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବୁଡୁଣି…
Read More...

ଆସନ୍ତା ୧୭ ତାରିଖ ଯାଏଁ ଜାରି ରହିବ ଶୀତ: ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏଁ ଜାରି ରହିବ ଶୀତ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ପଶ୍ଚିମାଝଡ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି ସହ ଶୀତରେ ବ୍ରେକ୍‌ ଲାଗିବ । ଦୁଇ ଦିନର ବିରତି ପରେ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ବଢ଼ିବ।…
Read More...

ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ..

ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ। ଆଜି ଦିନ ପ୍ରାୟ ୧୧ଟା ବେଳେ ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ବେଳେ ସମଗ୍ର ଷ୍ଟେସନ ଧୂଆଁମୟ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛି। ଘଟଣା ପରେ ଷ୍ଟେସନ ପରିସରରୁ…
Read More...

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଲେଖନପୁର ବାଜରା ନିକଟ ପଟ୍ଟାମୁଣ୍ଡାଇ କେନାଲରେ। ବିଳମ୍ବିତ ରାତିରେ ଘନ କୁହୁଡି ରେ ଭାରସାମ୍ୟ ହରାଇ ସୁଇପଟ୍ ଡିଜାର କାର କେନାଲ କୁ ଓଲଟି…
Read More...

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ, ଦୁର୍ଘଟଣାରେ ଗଲା ଦୁଇ ଭାଇଙ୍କ ଜୀବନ

ରାୟଗଡ଼ା ଜିଲ୍ଲା ଗୁଣୁପୁର ଲିମାମଡା ମୁଖ୍ୟ ରାସ୍ତା ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ। ବାଇକ୍ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଭାଇ ମୁନା କିମ୍ବାକା, କ୍ରିଷ୍ଣା କିମ୍ବାକା। ମୃତକଙ୍କ ଘର ଗୁଡାରି ବ୍ଲକ ନିଲାଗୁଡା ଗ୍ରାମ ବୋଲି ଜଣାପଡିଛି। ଗୁଣପୁରକୁ କୌଣସି…
Read More...

ରାଉରକେଲାରେ ବିମାନ ଦୁର୍ଘଟଣା, ପାଇଲଟଙ୍କ ସହ ୬ ଆହତ…

ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବିମାନ । ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ସହ ୬ ଆହତ। ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ସଦସ୍ୟ ଥିଲେ…
Read More...

ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା

ହିମାଚଳ ପ୍ରଦେଶ ସିରମୋରରେ ବଡ଼ ଦୁର୍ଘଟଣା । ହିମାଚଳ ପ୍ରଦେଶର ସିରମୌର ଜିଲ୍ଲା ନିକଟରେ ଏକ ଘରୋଇ ବସ୍ ପାହାଡ଼ି ରାସ୍ତାରୁ ଖସି ପଡ଼ିବା ଫଳରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ବସଟି କୁପଭିରୁ ଶିମଲା ଅଭିମୁଖେ ଯାତ୍ରା କରୁଥିଲା। ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା…
Read More...

୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରାଜ୍ୟ ବ୍ୟାପୀ ଚାଲିଛି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ । ସଡ଼କ ସୁରକ୍ଷାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ । ଏତେସବୁ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ରହୁଛି ସଚେତନତାର ଘୋର ଅଭାବ। ଏହାର ଜଳନ୍ତ୍ଵ ପ୍ରମାଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଅଞ୍ଚଳରେ । ୧୬ ନମ୍ବର ଜାତୀୟ ରାଜପଥରେ ଘଟି ଯାଇଛି ଦୁଇ…
Read More...