Browsing Category

ଦେଶ ବିଦେଶ

ଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେ

ଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେ । ଦିଲ୍ଲୀର ରାମଲୀଳା ମୈଦାନରେ ଏକ ସାଧାରଣ ସଭାରେ ଭାଷଣ ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ, "ଗତକାଲି ମୋ ପୁଅର ଆଠ ଘଣ୍ଟାର ଅସ୍ତ୍ରୋପଚାର ହୋଇଥିଲା। ମୋ ପରିବାରର…
Read More...

ଧର୍ମଶାଳା ତୃତୀୟ ଟି ଟ୍ବେଣ୍ଟି: ଭାରତ ଆଗରେ ୧୧୮ ରନ୍‌ର ଟାର୍ଗେଟ୍

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ୟ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲାରେ ଦମଦାର ବୋଲିଂ କରିଛନ୍ତି ଭାରତୀୟ ବୋଲର । ଆରମ୍ଭରୁ ସାଉଥ ଆଫ୍ରିକା ଉପରେ ଭାରି ପଡିଥିଲେ ଟିମ୍ ଇଣ୍ଡିଆ ବୋଲର । ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଥିଲା ଭ୍ରମଣକାରୀ ଦଳ । ଏଡେନ୍…
Read More...

୧୯ ବର୍ଷରୁ କମ୍‌ ଏସିଆ କପ୍‌: ପାକିସ୍ତାନକୁ ମାତ୍‌ ଦେଲା ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟରେ ଆଜି ପାକିସ୍ତାନକୁ ଅତି ସହଜରେ ଚିତ୍ କରି ଦେଇଛି ଭାରତ । ଏହି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଚାଲିଥିବା ଭାରତୀୟ ଦଳ ପାକିସ୍ତାନ ବିରୋଧରେ ୯୦ ରନର ଏକତରଫା ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ…
Read More...

ରେସଲିଂରୁ ବିଦାୟ ନେଲେ ସୁପରଷ୍ଟାର ଜନ୍ ସିନା, ଲୁହ ଭିଜା ଆଖିରେ ଫ୍ୟାନ୍ସଙ୍କଠୁ ବିଦାୟ

ନୂଆଦିଲ୍ଲୀ: ରେସଲିଂରୁ ବିଦାୟ ନେଲେ ସୁପରଷ୍ଟାର ଜନ୍ ସିନା। ଲୁହ ଭିଜା ଆଖିରେ ଫ୍ୟାନ୍ସଙ୍କଠୁ ବିଦାୟ ନେଲେ। ୨୪ ବର୍ଷର କ୍ୟାରିୟରରେ ୧୭ ଥର ବିଶ୍ୱ ଚମ୍ପିଅନ୍ ହୋଇଛନ୍ତି। ସବୁଠୁ ଅଧିକ ଚାମ୍ପିଅନ୍‌ରେ ଏକମାତ୍ର ରେସଲର୍ ଜନ୍। ଡବ୍ଲୁଡବ୍ଲୁଇର ଶନିବାର ରାତିର ମୁଖ୍ୟ ଇଭେଣ୍ଟ XLII ରେ ମ୍ୟାଚ୍…
Read More...

ସିଡ୍‌ନୀର ବଣ୍ଡି ବିଚ୍‌ରେ ଆଖିବୁଜା ଫାୟାରିଂ; ୧୦ ମୃତ

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଭିଯୁକ୍ତ ଗୁଳିକାଣ୍ଡକାରୀ ମଧ୍ୟ ଅଛନ୍ତି । ପୋଲିସ କହିଛି ଯେ ଅନ୍ୟ ଜଣେ ଆତତାୟୀ ଅବସ୍ଥା ଗୁରୁତର ଅଛି । ଇହୁଦୀ ଉତ୍ସବ ହନୁକାରେ ଭୀଷଣ…
Read More...

ସାରା ବିଶ୍ୱକୁ ଆତଙ୍କିତ କରିଥିବା ବରମୁଡା ଟ୍ରାଏଙ୍ଗଲ ତଳୁ ମିଳିଲା ବିଶାଳ ‘ସୈତାନ’

ହାମିଲଟନ୍: ବିଶ୍ୱରେ ବହୁତ କମ୍ ସ୍ଥାନ ଅଛି ଯାହା ମଣିଷ ବୁଝିବା ବାହାରେ। ଏପରି ଏକ ରହସ୍ୟମୟ ଅଞ୍ଚଳ ହେଉଛି ଉତ୍ତର ଆଟଲାଣ୍ଟିକ ମହାସାଗରରେ ଅବସ୍ଥିତ ବରମୁଡା ଟ୍ରାଏଙ୍ଗଲ୍ । ଏହି ଅଞ୍ଚଳ ଦେଇ ଯାଉଥିବା ବିମାନଗୁଡ଼ିକ ଅଚାନକ ଅଦୃଶ୍ୟ ହୋଇଯାଏ, ଜାହାଜଗୁଡ଼ିକ ପାଣିରେ ବୁଡ଼ିଯାଏ। ଏହି ରହସ୍ୟମୟ…
Read More...

କ୍ଷମା ପ୍ରାର୍ଥନା କଲେ ମମତା, ତଦନ୍ତ କମିଟି ଗଠନ ପାଇଁ କଲେ ଘୋଷଣା…

ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସିଙ୍କ ଗାଡ଼ି ଶନିବାର ଦିନ ଠିକ ୧୧:୩୦ ସମୟରେ ସଲ୍ଟ ଲେକ ଷ୍ଟାଡିୟମ ପଡ଼ିଆରେ ପ୍ରବେଶ କରିଥିଲା। ତାଙ୍କ ସହିତ ଲୁଇସ ସୁଆରେଜ ଏବଂ ରୋଡ୍ରିଗୋ ଡି ପଲ ମଧ୍ୟ ଥିଲେ। ଫୁଟବଲ ପ୍ରଶଂସକଙ୍କ…
Read More...

ତନ୍ତ୍ର କରି ୩ ଜଣଙ୍କ ଜୀବନ ନେଇଥିଲା ତାନ୍ତ୍ରିକ

ଉତ୍ତର ପ୍ରଦେଶର କୋରବା ଜିଲ୍ଲାରେ ତିନି ଜଣଙ୍କ ରହସ୍ୟମୟ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ରିପୋର୍ଟ ଅନୁଯାୟୀ ଡିସେମ୍ବର ୧୧ ​​ତାରିଖ ବିଳମ୍ବିତ ରାତିରେ ଜଣେ ଜଣାଶୁଣା ବ୍ୟବସାୟୀଙ୍କ ସମେତ ଏହି ତିନି ଜଣଙ୍କର ଏକ ଫାର୍ମହାଉସରେ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ସେମାନଙ୍କୁ…
Read More...

ଗୌତମ ଗମ୍ଭୀର ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଖିଟପିଟ୍, ଭାଇରାଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ୧-୧ରେ ବରାବର ରହିଛି। ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ ୯ ୱିକେଟରେ ଜିତିଥିଲା, କିନ୍ତୁ ମୁଲାନପୁରରେ ଦକ୍ଷିଣ ଆଫ୍ରିକା ଦଳ ୫୧ ରନର ବଡ଼ ବିଜୟ ସହିତ ପୁନରାଗମନ କରିଥିଲା। ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ପରାଜୟ ପରେ, ହାର୍ଦ୍ଦିକ…
Read More...

ବକ୍ସ ଅଫିସରେ ରାଜ କରୁଛି ରଣଭୀର ସିଂଙ୍କ ‘ଧୁରନ୍ଧର’, ଦିନକୁ ଦିନ ବଢ଼ୁଛି କ୍ରେଜ୍

ମୁମ୍ବାଇ: ବକ୍ସ ଅଫିସରେ ରାଜ କରୁଛି ରଣଭୀର ସିଂଙ୍କ 'ଧୁରନ୍ଧର' । ଦିନକୁ ଦିନ ଫିଲ୍ମକୁ ନେଇ କ୍ରେଜ ବଢିବାରେ ଲାଗିଛି । ଲୋକେ ଫିଲ୍ମକୁ ପସନ୍ଦ କରିବା ସହ ବ୍ଲକବ୍ଲଷ୍ଟର କହୁଛନ୍ତି । ଫିଲ୍ମର ଅନେକ ସିନ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ସହ ଫିଲ୍ମ ମୋଟା ଅଙ୍କର ରୋଜଗାର ମଧ୍ୟ…
Read More...