ଭାରତ : କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଏଲଆଇସି ଆଇପିଓରେ ୨୦ ପ୍ରତିଶତ ପୁଞ୍ଜି ବିନେଯାଗ ପାଇଁ ଅନୁମତି ମିଳିିଛି । ବସିଥିବା କ୍ୟାବନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଥିବା ଜଣାପଡିଛି । ଦେଶର ସବୁଠାରୁ ବଡ ଏଲଆଇସି ମାର୍ଚ୍ଚ ମାସରେ ସଲଞ୍ଚ କରିବାକୁ ଯାଉଛି । ଏହି ଆଇପିଓର ଆକୃତି ବା ସାଇଜ ୬୩ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସରକାର ଏଲଆଇସିର ଆଇପିଓ ଲଞ୍ଚ୍ କରି ୫ ପ୍ରତିଶତ ଭାଗିଦାରୀ ବିକ୍ରି କରିବାକୁ ଯୋଜନା କରିଛନ୍ତି । ପ୍ରଥମରୁ ଆଶା କରାଯାଉଥିଲା କି ନିବେଶକଙ୍କୁ ଆକର୍ଷିତ କରିବାକୁ ସରକାର ଏଫଡିଆଇର ପଲିସିରେ କିଛି ପରିବର୍ତନ କରିପାରନ୍ତି । ଏବେ ଏଫଡିଆଇର ଯେଉଁ ପଲିସିରେ କିଛି ପରବର୍ତ୍ତନ କରିପାରନ୍ତି । ଏବେ ଏଫଡିଆଇର ଯେଉଁ ପଲିସି ରହିଛି ,ସେହି କ୍ରମରେ ବୀମା କ୍ଷେତ୍ରରେ ୭୪ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ରହିଛି । ହେଲେ ଏହି ନିୟମ ଏଲଆଇସି ପାଇଁ ଲାଗୁ ହୋଇନଥିବା ବେଳେ ଏଲଆଇସିି ପାଇଁ ଭାରତ ସରକାର ସ୍ୱତନ୍ତ୍ର ନିୟମ ରହିଛିି, ଯାହାକୁ ଏଲଆଇସି ନିୟମ କୁହାଯାଏ।
ସେପଟେ ଆଜି କେନ୍ଦ୍ରନେଟେର ଏଭଳି ନିଷ୍ପତ୍ତି ପରେ ଏଲଆଇସିରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି । ଏହା ଯଦି ମାର୍ଚ୍ଚ ମାସରେ ଏଲଆଇସିିର ଆଇପିଓ ଲଞ୍ଚ ହେଉଛି ତେବେ ଆଇପିଓରେ ଏଲଆଇସି ବୀମା ଧାରକ ଓ କର୍ମଚାରୀ ମାନେ ଭାଗ ନେଇପାରିବେ । ସରକାର ବୀମ।। ଧାରକ ଓ କର୍ମଚାରୀଙ୍କ ପାଇଁ କିଛି ଆଇପିଓ ରିଜର୍ଭ ରଖୀବେ ବୋଲି ଜଣାପଡିିଛି । ଅନ୍ୟପକ୍ଷରେ ଏନେଇ ଯେଉଁ ଦସ୍ତାନିଜ ଦାଖଲ କରାଯାଇଛି । ସେଥିରେ କରାଯାଇଛି । ଫେବୃୟାରୀ ୨୮ ତାରିଖ ସୁଦ୍ଧା ନିଜର ପାନ କକାର୍ଡ ଅଫଡଟେ ନକରନ୍ତି, ତେବେ ଏଲଆଇସି ଆଇପିଓରେ ଭାଗ ନେଇପାରିବେ ନାହିଁ ।