ମହାପ୍ରଭୂଙ୍କୁ ପ୍ରଥମ ଟିକେଟ୍ ସମର୍ପଣ
ଡିସେମ୍ବର ୯ ତାରିଖ । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ, ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ଯାହାକୁ ନେଇ ଅତି ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ଖେଳପ୍ରେମୀା ତେଣୁ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ, ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୂଙ୍କୁ ନିମନ୍ତ୍ରିତ…
Read More...
Read More...