୧ ୱିକେଟ ହରାଇ ୧୧ ରନ

WPLର ଚତୁର୍ଥ ସିଜିନର ଏଲିମିନେଟର ମ୍ୟାଚ୍, ଗୁଜରାଟ ଜାଏଣ୍ଟ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତିନି ଓଭର ପରେ ଗୁଜୁରାଟ ୧ ୱିକେଟ ହରାଇ ୧୧ ରନ କରିଛି। ସୋଫି ଡିଭାଇନ୍ ୬ ରନ କରି ଆଉଟ ହୋଇଛନ୍ତି ।
Read More...

ଆନ୍ତର୍ଜାତିକ ନାଟକ ମହୋତ୍ସବ ଉଦଘାଟିତ

ପାରାଦୀପ:- ଜାତୀୟ ନାଟ୍ୟ ବିଦ୍ୟାଳୟ  ନୂଆ ଦିଲ୍ଲୀ, ପାରାଦୀପ ବନ୍ଦର ଓ କାନମାସ୍ ପାରାଦୀପର ମିଳିତ ଆନୁକୁଲ୍ୟରେ ପାରାଦୀପର ଜୟଦେବ ସଦନ ଠାରେ ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ହୋଇଯାଇଛି । କାନମାସର ଉପଦେଷ୍ଟା କ୍ୟାପଟେନ ଅତୁଲ୍ୟ ମହାପାତ୍ରଙ୍କ ସଭାପତିରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ…
Read More...

ସେମିଫାଇନାଲରେ ପହଞ୍ଚିଲା  ଭାରତ

ଗତକାଲି U-19 ବିଶ୍ୱକପ୍ ମ୍ୟାଚ୍ ରେ ପାକିସ୍ତାନକୁ ହରାଇ, ଭାରତ ସେମିଫାଇନାଲ ପହଞ୍ଚିଛି। ଭାରତୀୟ ଦଳ ପାକିସ୍ତାନକୁ ୫୮ ରନରେ ପରାସ୍ତ କରିଛି। ଜିମ୍ବାୱେର ବୁଲାୱାୟୋରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ, ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୨୫୨ ରନ କରିଥିଲା । ଯେଉଁଥିରେ ବେଦାନ୍ତ…
Read More...

ତୁରଙ୍ଗ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଅନୁଗୁଳ :- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ତୁରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ ମୁଖ୍ୟ…
Read More...

ଅଭିଯୁକ୍ତ ବିପିନକୁ ପୋଲିସ୍ ବାନ୍ଧିଲା

ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ, ଅଭିଯୁକ୍ତ ବାପିନି ସାବତଙ୍କୁ ଗିରଫ କଲା ପୋଲିସ। ସୂଚନା ଅନୁଶାରେ, ପୀଡିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡ଼ା ଘରେ ରହୁଥିଲେ । ସେଠାରେ ଅଭିଯୁକ୍ତ ଵାପିନି ସାବତ…
Read More...

କାଳ ହେଲା ସେଲ୍ଫି ଉଠାଇବା

ଜଳପ୍ରପାତରେ ପର୍ୟ୍ୟଟକଙ୍କ ମୃତ୍ୟୁ । ସେଲ୍ଫି ଉଠାଉଥିବା ବେଳେ ପାଦଖସି, ଜଳପ୍ରପାତରେ ପଡ଼ି ଜୀବନ ଗଲା । ଆଉ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଲଷ୍ମୀପୂର ବ୍ଲକ ଅନ୍ତର୍ଗତ ତଳ ମିଟିଙ୍ଗ ଜଳପ୍ରପାତରେ । ମୃତକ ଜଣକ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡା ଗ୍ରାମପଞ୍ଚାୟତର ପାଇକପୁକି ଗାଁ…
Read More...

୨୩ ମିନିଟରେ ମ୍ୟାଚ୍ ଜିତାଇଦେଲେ

ମାର୍ଟିନ୍ ଗୁପ୍ଟିଲଙ୍କ ବିସ୍ଫୋରକ ଇନିଂସ । ପୂର୍ବ ମ୍ୟାଚ୍‌ରେ ଖାତା ଖୋଲିପାରିନଥିବା ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍ ଗୁପ୍ଟିଲ, ବର୍ତ୍ତମାନ ଦଳର ସବୁଠାରୁ ବଡ଼ ଷ୍ଟାର୍  । ଏବେ ନ୍ୟୁଜିଲାଣ୍ଡର ଚାଲିଛି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ । ଯେଉଁ ଗୁପ୍ଟିଲ ତାଙ୍କର ପୂର୍ବ ମ୍ୟାଚ୍‌ରେ ଖାତା ଖୋଲି…
Read More...

ISIS ବିରୋଧରେ ଆମେରିକାର ଆକ୍ସନ

ଆକ୍ସନ ମୋଡରେ ଆମେରିକା । ISIS ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଆକ୍ସନ୍ । ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ, ଗତକାଲି ସିରିୟାରେ ୟୁ.ଏସ ଏହି ଅପରେସନ କରିଛି। ୟୁ.ଏସ ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ଶନିବାର…
Read More...

ଭାରତକୁ ଭାରତ ପିଚରେ ହରାଇବା ସହଜ ନୁହେଁ

ଆଉ କିଛି ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ୍ । ପ୍ରଥମ ଥର ପାଇଁ ରୋହିତ-ବିରାଟଙ୍କ ବିନା ଟି୨୦ ବିଶ୍ୱକପ୍ ଖେଳିବ ଟିମ୍ । ତଥାପି ଭାରତର ପଲ୍ଲା ଭାରି ଥିବା କହିଛନ୍ତି, ପୂର୍ବତନ ଅଧିନାୟକ ତଥା କ୍ରିକେଟର୍ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଛନ୍ତି ଯେ, ବରୁଣ ଚକ୍ରବର୍ତ୍ତୀ ଫିଟ୍ ହେଲେ ଦଳ…
Read More...

ଥଣ୍ଡା ପାଇଁ ଜାନୁଆରୀ ୧୩ ପର୍ଯ୍ୟନ୍ତ ସ୍କୁଲ ଛୁଟି

ତଳ ମୁହାଁ ହେଉଛି ପାରଦ । ତେଣୁ ବଢୁଥିବା ଥଣ୍ଡାକୁ ନଜରରେ ରଖି, ଜାନୁଆରୀ ୧୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଚଣ୍ଡିଗଡ଼ର ପାଗକୁ ନଜରରେ ରଖି ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲର ଛୁଟିକୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।…
Read More...