ବେପରୁଆ ସରକାରୀ ବାବୁ

ବେପରୁଆ ହେଲେଣି ସରକାରୀ ବାବୁ । ଗୋଟେପଟେ ସରକାରଙ୍କ ପକ୍ଷରୁ ଲୋକମାନଙ୍କ ସମସ୍ୟର ସାମାଧାନ ପାଇଁ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି । ଲୋକମାନେ ମଧ୍ୟ ଲମ୍ବାଧାଡିକୁ ପାର୍ କରି, ନିଜ ନିଜ ସମସ୍ୟର ସମାଧାନ ପାଇଁ ପ୍ରଶାସନକୁ ଜଣାଇବାକୁ ଧାଇଁ ଆସୁଛନ୍ତି ।  ହେଲେ ଏହି ଅଭିଯୋଗ…
Read More...

ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ବୈଠକ

ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ବୈଠକ । ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ଆରଏମସି ପରିସରରେ, ଡୁଙ୍ଗୁରିପାଲି ଏସସି /ଏସଟି ସରକାରୀ କର୍ମଚାରୀ ସଂଘର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ସଭାପତି ନିର୍ଜଲା…
Read More...

ବାଥ୍ ରୁମରେ ନର୍ସଙ୍କ ମୃତ୍ୟୁ ଘଟଣା

ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ନର୍ସଙ୍କ ସଂଦେହ ଜନକ ମୃତ୍ୟୁ ଘଟଣା । ଏବେ ସାମ୍ନାକୁ ଆସିଲା ମହିଳାଙ୍କ ହାତଲେଖା ଚିଠି । ମୃତ୍ୟୁ ପୂର୍ବରୁ ନର୍ସ ଲେଖିଥିଲେ ସ୍ୱିସାଇଡ୍ ନୋଟ୍ । କାହିଁକି ଏଭଳି ସେ ଚରମ ନିଷ୍ପତ୍ତି ନେଲେ ଗୋଟି ଗୋଟି କରି ସବୁ ଲେଖିଛନ୍ତି । ଏବଂ…
Read More...

ବୀରମହାରାଜପୁର ମହାବିଦ୍ୟାଳୟରେ ସ୍ୱାଗତ ସମାରୋହ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଭାଗୀୟ ମୁଖ୍ୟ ଶିବ କୁମାର ପୁରୋହିତ, ଅଧ୍ୟାପକ ନରେନ୍ଦ୍ର ଝା, ଅଧ୍ୟାପକ ସ୍ମୃତିରଞ୍ଜନ ଭରାସାଗର…
Read More...

ବାଦ୍ ପଡିବେ ହାରୁନେତା ଓ ଜିଲ୍ଲା ସଭାପତି !

ରାଜ୍ୟ ସଭାପତି ଚୟନ ପରେ, ଏବେ ରାଜ୍ୟ ବିଜେପି ତା‘ର ବିଭିନ୍ନ ସରକାରୀ ନିଗମ, ସଂସ୍ଥା ଆଦିରେ ନିଯୁକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଉ ଏହାରି ଭିତରେ ଏମିତି ଏକ ଖବର ଶୁଣିବାକୁ ମିଳୁଛି, ଯାହା ବିଧାନସଭା ନିର୍ବାଚନରେ ହାରିଥିବା ନେତା ଓ ଜିଲ୍ଲା ସଭାପତି ମାନଙ୍କର ଚିନ୍ତା ବଢାଇ…
Read More...

କାମ ନାହିଁ ତ ଚାକିରୀ ନାହିଁ

ଆଉ ଚାଲିବନି ମନ ମାନି | ଅପାରଗ ଓ ଅଯୋଗ୍ୟ ବାବୁଙ୍କୁ ପଡିବ ମୋହନ ଛାଟ | ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର । କେଉଁ ବିଭାଗରେ କେତେ ଅଛନ୍ତି ଅପାରଗ ବାବୁ । ଆଉ କେତେଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର | ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି…
Read More...

ଟ୍ରମ୍ପ କହିଲେ, ବୟାନ୍ ଭାରି ପଡିବ

ବଢୁଛି ବିବାଦ । ମୁହାଁ ମୁହିଁ ହେଲେଣି ୨ ଶକ୍ତିଶାଳୀ ଦେଶ, ଋଷ ଓ ଆମେରିକା । ପୁଟ୍ଟିନଙ୍କ ସହଯୋଗୀ ମେଦ୍ ଭେଦଙ୍କ କଥାରେ, ରାଗିଗଲେ ଆମରିକା ରାଷ୍ଟ୍ରପଟି ଡୋନାଲ୍ଡ ଟ୍ରମ୍ପ । ଯାହାପରେ ତୁରନ୍ତ ନିର୍ଦ୍ଦେଶ ଦେଇ, ଋଷ ସୀମାରେ ୨ଟି ପରମାଣୁ ବୁଡା ଜାହାଜ ମୁତୟନ କରିଛନ୍ତି ଟ୍ରମ୍ପ। ସୂଚନା…
Read More...

ଆମେରିକାର ଧମକକୁ, ଭାରତର ବେଖାତିର

ଆମେରିକାର ଧମକକୁ, ଭାରତର ବେଖାତିର । ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଧମକ ପରେ ମଧ୍ୟ, ରୁଷଠାରୁ ତେଲ କିଣିବା ଜାରି ରଖିଛି ଭାରତ । ଖାଲି ସେତିକୁ ନୁହେଁ,  ଆଗକୁ ମଧ୍ୟ ରୁଷୀୟ ଯୋଗାଣକାରୀଙ୍କ ଠାରୁ ତେଲ କିଣିବା ଜାରି ରଖିବ ଭାରତ । ଗୋଟେପଟେ ରୁଷ ବିଶ୍ବର ଦ୍ବିତୀୟ ସର୍ବବୃହତ ଅଶୋଧିତ ତୈଳ…
Read More...

ନୂଆ ଜିଲ୍ଲାପାଳଙ୍କୁ ଭେଟିଲେ ଏମ୍.ୟୁ,ଜେର କର୍ମକର୍ତ୍ତା

ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ (ଏମ.ୟୁ.ଜେ)ର ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ୱରେ, ଏମ.ୟୁ.ଜେର କର୍ମକର୍ତ୍ତା ଓ ସାମ୍ବାଦିକ ମାନେ ମାଲକାନଗିରି ଜିଲ୍ଲାର ନୁଆ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସୋମେଶ ଉପାଧ୍ୟାୟଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଶ୍ରୀ ଉପାଧ୍ୟାୟ…
Read More...

ସମସ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ବନ୍ଦ

ଅଫିସରଙ୍କ ସହ ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ । କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସମସ୍ତ ଅଫିସର ଓ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ। ସୂଚନା ଅନୁଶାରେ, କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ଚିଠି ସଂଖ୍ୟା 3656ରେ ଏହି ନିର୍ଦ୍ଦେଶ…
Read More...