ଡିଲରମାନଙ୍କ ତୀବ୍ର ଆନ୍ଦୋଳନ

ରାସନ ଡିଲରମାନଙ୍କ ତୀବ୍ର ଆନ୍ଦୋଳନ। ଦାବି ପୂରଣ ହେଉନଥିବାରୁ ବିହାର ପାଟନାରେ ତାତିଲେ ରାସନ ଡିଲର। ବିକ୍ଷୋଭ ସହ ବ୍ୟାରିକେଡ ଭାଙ୍ଗିଛନ୍ତି । ରାସ୍ତା ଅବରୋଧ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ ଦେଇଛନ୍ତି । ଏପଟେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଲାଠିମାଡ଼ ସହ ପାଣିମାଡ…
Read More...

ପିଲାଙ୍କୁ ଭେଟି ଫେରୁଥିବା ବେଳେ ଦୁର୍ଘଟଣା

ଆଶ୍ରମ ସ୍କୁଲରୁ ପିଲାଙ୍କୁ ଭେଟି ଫେରୁଥିବା ବାଟରେ ଦୁର୍ଘଟଣା । ଆଜି ଅପରାହ୍ନ ସମୟରେ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳର ବଂପର୍ଡା ଠାରେ ଥିବା ଆଶ୍ରମ ସ୍କୁଲରୁ ପିଲାଙ୍କୁ ଭେଟ କରି ବାଇକରେ ଫେରୁଥିଲେ । ହେଲେ ଝରବହାଲ ରୁ ସରନ୍ କୋର୍ଟ  ଯାଇଥିବା ରାସ୍ତାରେ, ଦୁଇ ଜଣ ବାଇକ ଆରୋହୀ…
Read More...

ହରଡ ଘଣାରେ ୟୁଟ୍ୟୁବର

ଚର୍ଚ୍ଚିତ ୟ୍ୟଟ୍ୟୁବର ଅରମାନ ମଲ୍ଲିକ୍ । ଏବେ ହରଡ ଘଣାରେ ପଡି ଯାଇଛନ୍ତି ଏହି ୟୁଟ୍ୟୁବର ଜଣକ । କାହାକୁ ରଖିବେ, ଆଉ କାହାକୁ ଛାଡିବେ । ସେହି ଚିନ୍ତା ଏବେ ଅରମାନଙ୍କୁ ଘାରିଛି ।  କାରଣ ଏହାରି ଭିତରେ ଅରମାନଙ୍କୁ  କୋର୍ଟ ସମନ କରିଛନ୍ତି । ଯେଉଁ ଦୁଇ ପଚ୍ନୀଙ୍କ ନେଇ ବ୍ଲଗିଂ ଜରିଆରେ ସେ…
Read More...

ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ଭାବି, ଯୁବକଙ୍କୁ ହତ୍ୟା କରିଦେଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର, କାଙ୍କେର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ଏଭଳି ବର୍ବରତା ସମସ୍ତଙ୍କୁ ସ୍ତବ୍ଧ କରିଛି । ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ଛୋଟେବେଠିଆ ଥାନା ଅଞ୍ଚଳର…
Read More...

ଗୋପାଳପୁର ଗଣଦୁଷ୍କର୍ମ ମାମଲା

ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲା । ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ, ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ ଆବେଦନକୁ ଏଡିଜେ -୨ କୋର୍ଟ ଖାରଜ କରିଛନ୍ତି I ଅଭଯୁକ୍ତ ଓମ୍‌ର ଓକିଲ କୋର୍ଟରେ ତାଙ୍କ ଜାମିନ ଆବେଦନ କରିଥିଲେ | ହେଲେ ଏହାକୁ ସରକାରୀ ଓକିଲ ବିରୋଧ…
Read More...

ଦଳ ପାଇଁ ବିରାଟ ସମସ୍ୟା

ଗୋଟେପଟେ ଦଳର ସ୍ଥିତି ବିଗୁଡୁଥିବା ବେଳେ, ହଠାତ୍ ଦଳର ମୁଖିଆଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା । ଏବେ ଦଳ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି । ମୁଖିଆଙ୍କ  ହସ୍ପିଟାଲରେ ରହଣି ରାତ୍ରୀର ଘଟଣା, ବୋଧେ ଆଉ କାହାକୁ ଅଛପା ନାହିଁ । ଯେଉଁ ରାତିରେ ବିଜେଡି ନେତା ଆଉ ବିଜେଡି ନେତାଙ୍କ କଳିକୁ…
Read More...

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ

ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୂପର୍ଣ୍ଣା ପଣ୍ଡା ଓ ଶ୍ୱେତାପର୍ଣ୍ଣା ପଣ୍ଡା । ଅଗଷ୍ଟ ୨୫-୩୧ ପର୍ଯ୍ୟନ୍ତ ଆୟୋଜିତ ପ୍ୟାରିସ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ, ଭାରତକୁ ରିପ୍ରେଜେଣ୍ଟ କରିବାକୁ ଯାଉଛନ୍ତି ଏହି ଦୁଇ ଭଉଣୀ । ସେଥିଲାଗି ଆଜି ଲୋକସେବା ଭବନରେ,…
Read More...

ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ବାହାର ରାଜ୍ୟକୁ କାମ କରିବାକୁ ଯାଇ, ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବକଡାବେଡା ଗ୍ରାମର ମୃତକଙ୍କ ପରିବାରକୁ ଭେଟିଲେ ଝରୀଗାଁ ବିଧାୟକ ଶ୍ରୀଯୁକ୍ତ ନରସିଂହ ଭତ୍ରା । ପରିବାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପରିବାର ପିଛା ଚାରିଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ।  …
Read More...

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ

ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ବ୍ଲକ କୃଷ୍ନାନନ୍ଦ ଥାନା ଅନ୍ତର୍ଗତ, ନୂଆଗାଁ ଗ୍ରାମର ପାଇକା ନଦୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର । ଏକ ନିଛାଟିଆ ସ୍ଥାନରେ ପାଇକାନଦୀରେ ଶବ ଭାସୁଥିବାର ଦେଖି, ସ୍ଥାନୀୟ ଲୋକମାନେ କୃଷ୍ନାନନ୍ଦପୁର ଥାନାକୁ  ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ…
Read More...

ଏମଏଲ୍ଏ ଲ୍ୟାଡସ୍ ୱେବ୍ ପୋର୍ଟାଲର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା…
Read More...