ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ଆୟୁଷ୍
ଭାରତୀୟ ସଟଲର ଆୟୁଷ ଶେଟ୍ଟି, ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଛନ୍ତି। 60 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଯେ, ଜଣେ ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଫାଇନାଲରେ ପହଞ୍ଚିଛନ୍ତି। ଆୟୁଷଙ୍କ ପୂର୍ବରୁ ଦିନେଶ ଖାନ୍ନା 1965 ମସିହାରେ ପୁରୁଷ ସିଙ୍ଗଲ୍ସ ସ୍ୱର୍ଣ୍ଣ ପଦକ…
Read More...
Read More...