ରାଜ୍ୟପାଳଙ୍କ ଦ୍ୱାରା ଅଗ୍ନିଶମ,ଗୃହରକ୍ଷୀ ବାହିନୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର କର୍ମଚାରୀଙ୍କୁ ପଦକ

ଭୁବନେଶ୍ୱେର : ଓଡିଶା ସରକାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଙ୍କର ଉଲ୍ଳେଖନୀୟ ସେବା ନିମନ୍ତେ ରାଜ୍ୟପାଳ ପଦକ ପ୍ରଦାନ କରନ୍ତି । ୨୦୨୧ ମସିହାରେ ସାଧାରଣତନ୍ତ୍ର ଦିବସରେ ଅଗ୍ନିଶମ,ଗୃହରକ୍ଷୀ ବାହିନୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର…
Read More...

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା

ହଙ୍ଗେରୀ ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପରେ ଇତିହାସ ରଚିଛନ୍ତି ଓଡିଆ ପୁଅ କିଶୋର ଜେନା । ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି । ଯୋଗ୍ୟତା ପର୍ଯ୍ୟାୟ ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗ ଟପ୍ ୧୨ରେ…
Read More...

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ନୀରଜ ଚୋପ୍ରା

ନୂଆଦିଲ୍ଲୀ : ପୁଣି ଇତିହାସ ରଚିଲେ ଭାରତର ସୁନା ପୁଅ ନୀରକ ଚୋପ୍ରା । ହଙ୍ଗେରୀରେ ରାଜଧାନୀ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ପ୍ରବେଶ କରିଛନ୍ତି ନୀରଜ ଚୋପ୍ରା । ନୀରଜ ଚୋପ୍ରା ପ୍ରଥମ ପ୍ର୍ରୟାସରେ ୮୮.୭୭ ମିଟର ଫିଙ୍ଗି ଫାଇନାଲରେ ପ୍ରବେଶ କରିବା ସହ…
Read More...

ବିଶ୍ୱକପ ଟ୍ରଫିକୁ ଅନାବରଣ କଲେ ଉର୍ବଶୀ ରୌତେଲା

କେତେବେଳେ କପଡାକୁ ନେଇ ତ ଆଉ କେବେ ଗହଣାକୁ ନେଇ ଚର୍ଚ୍ଚାରେ ରୁହନ୍ତି ବଲିଉଡ ଅଭିନେତ୍ରୀ । ଏବେ ପୁଣି ଚର୍ଚ୍ଚରେ ଅଛନ୍ତି ବଲିଉଟ ଅଭିନେତ୍ରୀ ଉର୍ବଶୀ ରୌତେଲା । ନିକଟରେ ଉର୍ବଶୀ ଇନଷ୍ଟାଗ୍ରାମରେ ଏକ ଫୋଟ ପେଷ୍ଟ କରିଛନ୍ତି । ଯେଉଁଥିରେ ସେ ଆଇସିସି ବିଶ୍ୱକପ ଟ୍ରଫିକୁ ହାତରେ ଧରିଛନ୍ତି ।…
Read More...

ଆଜିଠୁ ସଂସଦ ଭବନରେ ଦେଖିବେ ଗଦର-୨; ରଥାଯାଇଛି ୩ଦିନିଆ ସ୍ପେଶାଲ ସ୍କ୍ରିନିଂ

ଗଦର ୨ବଡ ପରଦାରେ ଆସିବା ପରଠାରୁ ଧୁମ ମଚାଉଛି । ଏହି ଫିଲ୍ମ ନିଜ ନାଁରେ ନୂଆ ନୂଆ ରେକର୍ଡ କରିସାରିଲାଣି । ପ୍ରଥମ ଭାଗ ଭଳି ଦର୍ଶକମାନେ ଦ୍ୱିତୀୟ ଭାଗକୁ ମଧ୍ୟ ବେଶ୍ ଭଲପାଇବା ଦେଇଛନ୍ତି। ଏହି ଫିଲ୍ମ ‘ପଠାନ୍’ ପରେ ୨୦୨୩ର ଦ୍ୱିତୀୟ ସବୁଠାରୁ ବଡ଼ ହିନ୍ଦୀ ହିଟ୍ ସିନେମା ହୋଇଛି। ‘ଗଦର ୨’…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବିଇଓ ଅଫିସର ଆକାଉଣ୍ଟାଣ୍ଟ

ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ସଇଁତଳା ବିିଇଓ ଅଫିସର ଆକାଣ୍ଟାଣ୍ଟ ଲାଞ୍ଚ ନେଉଥିବା ବେଳେ ଧରିଲେ ଭିଜିଲାନ୍ସ । ଅଜୟ ଖୁଣ୍ଟିଆ ବିିଇଓ ଅଫିସର ଆକାଣ୍ଟାଣ୍ଟ ଥିଲେ । ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ । ଲମକାନି ପ୍ରଥାମିକ…
Read More...

କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ୨ଶ୍ରମିକ ମୃତ

ଯାଜପୁର : ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସ ସରୋବର ପୀଠରେ ଅଘଟଣ । ଫେବ୍ରିକେସନ୍ କାର୍ୟ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ୨ ଜଣ ବିହାରର ହୋଇଥିବା ଜଣାପଡିଛି। ମୃତକ ଦ୍ବୟ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ରେଜାବୁଲ ସେଖ୍ ଓ ଇନ୍ଦ୍ରଜିତ ମଣ୍ଡଳ ହୋଇଥିବା…
Read More...

ୟୋ-ୟୋ ଟେଷ୍ଟ ସ୍କୋର କରିବା ବିରାଟଙ୍କୁ ପଢିଲା ମହଙ୍ଗା

ବିରାଟଙ୍କ ଉପରେ ନାରାଜ ହେଲେ ବିସିସିଆଇ । ତକ କାଲି ବିରାଟ ୟୋ ୟୋ ଟେଷ୍ଟ ସ୍କୋରକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ବିରାଟଙ୍କ ଏଭଳି କରିବା ଦ୍ୱାରା ବିସିସିଆଇ ପସନ୍ଦ କରିନାହାଁନ୍ତି । ବିସିସିଆଇ କଣ୍ଟ୍ରାକ୍ଟ ଅନୁସାରେ ଟିମରେ କୌଣସି ଖେଳାଳି ୟୋ-ୟୋ ଟେଷ୍ଟ ସ୍କୋରକୁ ସର୍ବଜନିକ…
Read More...

ରାଇରଙ୍ଗପୁର ଟାଉନଥାନାରେ ନବ ନିଯୁକ୍ତ ଆଇ.ଆଇ .ସି. ଭାବେ ରୋଜାଲିନ ବେହେରାଙ୍କ ଦାୟିତ୍ଵ ଗ୍ରହଣ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସର୍କଲ ଅଧୀନସ୍ଥ ରାଇରଙ୍ଗପୁର ଆଦର୍ଶ ଟାଉନ  ଥାନା ରେ ନବ ନିଯୁକ୍ତ ଥାନା ଅଧିକାରୀ ( ଆଇ.ଆଇ.ସି. ) ଭାବେ ଇନ୍ସପେକ୍ଟର ରୋଜାଲିନ ବେହେରା ଆଜି  ନୂତନ କାର୍ଯ୍ୟା ଭାର ଗ୍ରହଣ କରିଛନ୍ତି। ରାଇରଙ୍ଗପୁର ଟାଉନ ଥାନାର ଭାରାପ୍ରାପ୍ତ ଅଧିକାରୀ…
Read More...

ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ । ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ଭୁବନେଶ୍ବର ମହାନଗର ନିଗମର…
Read More...