‘ଯବାନ’ର ପ୍ରତିଟି ଷ୍ଟାରକାଷ୍ଟଙ୍କୁ ଶୁଭେଚ୍ଛା ଜଣାଇ ଅଲ୍ଲୁ-ଅର୍ଜୁନ ଏକ ପୋଷ୍ଟ ସେୟାର କରିଛନ୍ତି

ବଲିଉଡ କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’ର କ୍ରେଜ ସବୁଆଡେ ଦେଖିବାକୁ ମିଳୁଛି । ଫିଲ୍ମକୁ ନେଇ ବହୁ ପ୍ରଶଂସା ମଧ୍ୟ ହେଉଛି । ନିକଟରେ ଜଣେ ବୃଦ୍ଧା ବି ‘ଯବାନ’ ‌ଦେଖି ଶାହରୁଖଙ୍କ ଖୁବ ପ୍ରଶଂସା କରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ବି ‘ଯବାନ’ ସିନେମାର ଖୁବ ପ୍ରଶଂସା…
Read More...

ଆଇସିସି ଦିନିକିଆ ରାଙ୍କିଂ : ଟପ୍-୨ରେ ଶୁଭମନ

ଆଇସିିସି ଦିନିକିଆ ତାଲିକା ପ୍ରକାଶ ପାଇଛି । ଆଇସିସି ଦିନିକିଆ ରାଙ୍କିଂରେ ତିନି ଭାରତୀୟ ବ୍ୟାଟର ଅଛନ୍ତି । ଏହି ତାଲିକାରେ ଟପ-୨ରେ ଭାରତୀୟ ଓପନର ଶୁଭମନ ଗିଲ ଅଛନ୍ତି । ୨୦୧୯ ଜାନୁଆରୀ ପରେ ଏହା ପ୍ରଥମ ଥର ଯେବେ ଦିନିକିଆ ରାଙ୍କିଂର ଟପ୍ ୧୦ରେ ପହଞ୍ଚିଛନ୍ତି ଭାରତର ୩ ବ୍ୟାଟର । ଗିଲଙ୍କ…
Read More...

ସାମ୍ନାକୁ ଆସିଲା ପରିଣୀତି ଓ ରାଘବଙ୍କ ବାହାଘର କାର୍ଡ

ସାମ୍ନାକୁ ଆସିଲା ପରିଣୀତି ଚେପ୍ରା ଓ ରାଘବ ଚଢାଙ୍କ ବାହାଘର କାର୍ଡ । ଏବେ ଅଫିସିଆଲି ଭାବେ ଉଭୟଙ୍କ ବିବାହର ତାରିଖ ଘୋଷଣା ହୋଇଛି । ଆସନ୍ତା ୨୪ ସେପ୍ଟେମ୍ବରରେ ପଞ୍ଜାବୀ ରିତିନୀତିରେ ବିବାହରେ ବାନ୍ଧି ହେବେ । ରାଘବ ଓ ପରିଣୀତିଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମ ଉଦୟପୁରର ହୋଟେଲ ଲୀଲା ଏବଂ…
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ  ହିନ୍ଦୀ ଦିବସ  ପାଳିତ

ଗଜପତି (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି  ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ  ହିନ୍ଦୀ ଦିବସ  ପାଳିତ ହୋଇଯାଇଛି। ଏହି ଅବସରରେ  ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ନରସିଂହ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ସ୍ଥାନୀୟ ଦେବୀ…
Read More...

୧ହଜାର କୋଟିର ଠକେଇ ମାମଲା , ଜେରା ହେବେ ଗୋବିନ୍ଦା

ଭୁବନେଶ୍ବର: ହଜାରେ କୋଟିରୁ ଅଧିକ ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ EOW ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ପଚରା ଉଚୁରା କରିବ । ଗତ ଜୁଲାଇରେ ଗୋଆରେ STA, ସୋଲାର ଟେକନୋ ଆଲାଂଶର ଗ୍ରାଣ୍ଡ ଲଞ୍ଚରେ ଗୋବିନ୍ଦା ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ଏହି ପଞ୍ଜି ସ୍କିମରେ ବିନିଯୋଗ…
Read More...

ଲାଞ୍ଚ ନେବା ଭିଡିଓ ପ୍ରଘଟ ପରେ ଏଏସଆଇ ନିଲମ୍ବିତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାର କାର୍ଯ୍ୟରତ ପୁଲିସ ଏସଆଇ ଅବଦୁଲ ମତଲବୀ ଖାନ ଜନୈକ ବ୍ୟାକ୍ତିଙ୍କ ଠାରୁ ଲାଞ୍ଚ ନେବା ସମୟର ଭିଡିଓ ମେସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ଗୁରୁବାର ମୟୂରଭଞ୍ଜ ଏସପି ବି ଗଙ୍ଗାଧର ବିବାଦୀୟ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରିବା…
Read More...

ଫିଲ୍ଡିଂ ବେଳେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ ବିରାଟ , ଭିଡିଓ ଭାଇରାଲ

ବିରାଟ କୋହଲି ମଇଦାନରେ ଭିନ୍ନ ମୁଡରେ ରୁହନ୍ତି । ବ୍ୟାଟିଙ୍ଗ ବେଳେ ଆକାରତ୍ମକ ମୁଡ ଏବଂ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି ।…
Read More...

ଲଗାଣ ବର୍ଷା ଯେଗୁ ଭୁଶୁଡିଲା କାନ୍ଥ : ଶୋଇଥିବା ଅବସ୍ଥାରେ ଗଲା ଜୀବନ

କଳାହାଣ୍ଡି : ଲଗାଣ ବର୍ଷା ଯେଗୁ ଅଘଟଣ । ଲଗାଣ ବର୍ଷା ଯେଗୁ କାନ୍ଥ ଭୁଶୁଡି ଜଣେ ବ୍ୟାକ୍ତିଙ୍କ ମୃତ ହୋଇଛି । ଏପରି ଘଟଣା ଘଟିଛି କଳାହାଣ୍ଡିରେ ଜିଲ୍ଲାରେ । କଳାହାଣ୍ଡି ଲାଞ୍ଜିଗଡ ବ୍ଲକ ତୁମେରମୁଣ୍ଡା ଗାଁର ରୁଷି ସାହୁ ଘରେ ଶୋଇଥିବା ବେଳେ ତାଙ୍କ ଉପରେ କାନ୍ଥ ଭୁଶୁଡି ପଡିଥିଲା । ସ୍ଥାନୀୟ…
Read More...

ୱାଟାର ପ୍ଲାଣ୍ଟରେ ଖାଦ୍ୟ ନିରାପତ୍ତା ଟିମର ଚଢାଉ

ଜଳ ହିଁ ଜୀବନ। ଜୀବନ ବଞ୍ଚାଉଥିବା ଜଳ ଯେ କେତେବେଳେ ଜହର ନ ସାଜିବ ସେ କଥା କହିହେବ ନାହିଁ। ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ଅନୁଯାୟୀ ବଜାରରେ ପ୍ୟାକିଙ୍ଗ ଓ ଷ୍ଟିକରିଂ ହୋଇ ବେଧଡକ ଭାବେ ବିକ୍ରି ହେଉଛି ବିଭିନ୍ନ କମ୍ପାନୀର ପାନୀୟ ଜଳ। ପ୍ୟାକିଂ ପାଣି ବୋତଲ ଓ ପାଣି ପାଉଚ୍ ସହିତ, ରି-ଫିଲିଂ…
Read More...

ଫିଲ୍ମରେ ଆକ୍ଟିଙ୍ଗ କରୁଥିବା ଯବାନ, ପ୍ରକୃତରେ ଜଣେ ଯବାନ

ବକ୍ସ ଅଫିସରେ ଜବରଜସ୍ତ ରୋଜଗାର କରୁଛି ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ଜବାନ । ସବୁଠି ଏବେ ଜବାନର କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମକୁ ଦେଖିବାକୁ ହଲରେ ଲାଗୁଛି ଦର୍ଶକଙ୍କ ଭିଡ । ଏହି ହାଇ ଆକ୍ସନ ଫିଲ୍ମରେ ଶାହାରୁଖଙ୍କ ସହ ଆଉ ଜଣଙ୍କୁ ମଧ୍ୟ ଆକ୍ସନ କରିବାର ଦେଖିବାକୁ ମିଳୁଛି । ଯାହାକୁ…
Read More...