ବହୁ ବାଦବିବାଦ ପରେ ବଦଳିଲା ବାଚସ୍ପତି ନିର୍ବାଚନକୁ ନେଇ ତାରିଖ

ଭୁବନେଶ୍ବର: ବହୁ ବାଦବିବାଦ ପରେ ବଦଳିଲା ବାଚସ୍ପତି ନିର୍ବାଚନକୁ ନେଇ ତାରିଖ । ୨୧ ତାରିଖ ବଦଳରେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ରେ ନିର୍ବାଚନ ହେବ । ୨୧ ତାରିଖରେ ହେବ ନାମାଙ୍କନ ଦାଖଲ । ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଯାଇଥିବା ସୂଚନା ମିଳିଛି ।…
Read More...

ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିବେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି

ଭୁବନେଶ୍ବର: ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି ଭାରତରୁ ପ୍ରତିନିଧିତ୍ବ କରିବେ। ଶୁକ୍ରବାର ଭୁବନେଶ୍ବରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହା କହିଛନ୍ତି। କିଟ୍ର ଛାତ୍ରୀ ଭବାନୀ…
Read More...

ଆଇଟା ୧୪ ବର୍ଷରୁ କମ୍ ଟ୍ୟାଲେଣ୍ଟ ସିରିଜ୍ ବାଳିକା ବର୍ଗରେ ବିଜେତା ହେଲେ ସାନଭି

ଭୁବନେଶ୍ବର: ଖୋର୍ଦ୍ଧା ବରୁଣେଇ ସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍ଠାରେ ଚାଲିଥିବା ଆଇଟା ୧୪ ବର୍ଷରୁ କମ୍ ଟ୍ୟାଲେଣ୍ଟ ସିରିଜ୍ ବାଳିକା ବର୍ଗରେ ବିଜେତା ହୋଇଛନ୍ତି ଓଡ଼ିଶାର ସାନଭି ମହାନ୍ତି। ସାନଭି ମହାନ୍ତି ମାରିଶା ରାଉତଙ୍କୁ ହରାଇ ବିଜେତା ହୋଇଛନ୍ତି। ଶୁକ୍ରବାର ବାଳିକା ଏକକ ଫାଇନାଲ୍ରେ…
Read More...

ଆଜି ମା” ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିବ ନୂଆଁ ଧାନ

ପାଟନାଗଡ/ଜଗନ୍ନାଥ ଦରୁଆ: ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ପଶ୍ଚିମ ଓଡିଶାରେ ଉତ୍ସବର ମାହୋଲ ଥିବାବେଳେ ଆଜି ମା” ସମଲେଶ୍ୱରୀଙ୍କ ମନ୍ଦିରକୁ ଆସିବ ନୂଆ ଧାନ । ମାଁ'ଙ୍କ ପାଖେ ନବାର୍ଣ୍ଣ ଲାଗିବା ପାଇଁ ଥିବାବେଳେ ମା’ଙ୍କୁ ସରିଆ ଧାନ ଲାଗି ହୁଏ । ମା”ଙ୍କ ପାଖେ ଧାନ…
Read More...

କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର

କରଞ୍ଜିଆ/ ବସନ୍ତ କୁମାର ସୋରେନ: ପୁଣି ଅସୁସ୍ଥ ହାତୀଛୁଆକୁ ଛାଡି ପଳେଇଲା ମା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ । ହାତୀଛୁଆଟି ଅସୁସ୍ଥ ହେବା କାରଣରୁ ମା ହାତୀ ଛାଡି ପଳେଇଥିବାବେଳେ ଜୀବନ ମରଣ ସହିତ ସଂଘର୍ଷ କରୁଛି ୧୫ରୁ ୨୦ ଦିନର ଛୋଟ ଛୁଆହାତୀ…
Read More...

ବିଷମକଟକ ଥାନା ଗତିଗୁଡା ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର

ବିଷମକଟକ: ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର ,ଜଣେ ଆହାତ । ଏଭଳି ଘଟଣା ଘଟିଛି ବିଷମକଟକ ଥାନା ଗତିଗୁଡା ନିକଟରେ । ଅପରାହ୍ନ ସମୟରେ ଦ୍ରୁତଗତିରେ ରାୟଗଡା ଠାରୁ ଲାଞ୍ଜିଗଡ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କର ଆସି କଲଭଟକୁ ଧକ୍କା ଦେଇଥିଲା ଫଳରେ କଲଭଟରେ ବସିଥିବା ଜଣେ ବୃଦ୍ଧଚାପି ହୋଇଯାଇଥିଲେ…
Read More...

ଟସ୍ ଜିତି ଟିମ ଭାରତ ବୋଲିଂ ନିଷ୍ପତି ନେଇଥିଲେ, ହିରୋ ସାଜିଲେ ଶାର୍ଦ୍ଦୁଲ

କଲମ୍ବୋ: ଏସିଆ କପ୍ ସୁପର-୪ର ଆଜି ଅନ୍ତିମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଛି ଭାରତୀୟ ଦଳ । ବାଂଲାଦେଶ ୮ୱିକେଟ ହରାଇ ୨୫୬ ରନ କରିଛନ୍ତି । ଚମକ୍ରାର ବୋଲିଙ୍ଗ କରିଛନ୍ତି ସାର୍ଦ୍ଦୁଲ ଠାକୁର । ତେବେ…
Read More...

ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠ :୧୯ ପ୍ରାସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ରାଜ୍ୟ…
Read More...

ଲିପଷ୍ଟିକକୁ ନେଇ ସ୍ୱାମୀ ସ୍ତ୍ରୀ କଳି ଥାନାରେ

ଆପଣ କେବେ ଶୁଣିଛନ୍ତି କି ଲିପଷ୍ଟିକକିୁ ନେଇ କଳି ଥାନାରେ ପହଞ୍ଚି ବାର । ମହିଳାଙ୍କ ଓଠରୁ ଲିପଷ୍ଟିକ ଗାଏବ ହେବା କଥା ଥାନାରେ ପହଞ୍ଚିଛି । କଥାଟି ଶୁଣି ଆଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କଥାଟି କିନ୍ତୁ ସମ୍ପୁର୍ଣ୍ଣ ସତ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶରେ । ମହିଳାଙ୍କ ଓଠରୁ ଲିପଷ୍ଟିକ…
Read More...

ଭାରତ ନିର୍ମାଣ ହେବ ସୁଖୋଇ- ୩୦ ଏମକେଆଇ ଯୁଦ୍ଧ ବିମାନ

ଭାରତୀୟ ବାୟୁସେନାର ଶକ୍ତି ହେବ ଦ୍ୱିଗୁଣତ । ଏନେଇ ରକ୍ଷାମନ୍ତ୍ରଣାଳୟ ତାଫରୁ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟ ଉପରେ ମଞ୍ଜୁର ପ୍ରଦାନ କରିଛନ୍ତି । ରାକ୍ଷା ମନ୍ତ୍ରଣାଳାୟ ତରଫରୁ ୧୨ଟି ସୁଖୋଇ ୩୦ଏମକେଆର ଯୁଦ୍ଧ ବିମାନକ କିଣିବାକୁ ମଞ୍ଜୁର ପ୍ରଦାନ କରିଛନ୍ତି ।ସବୁଠାରୁ ବଡକଥା ଏହି ସବୁ…
Read More...