ବିଲରେ କାମ କରୁଥିବା ବେଳେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସେରଗଡ଼ ବ୍ଲକ ଓ  ହିଞ୍ଜିଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନରେନ୍ଦ୍ରପୁର ଗ୍ରାମର  ବାଞ୍ଚା ପ୍ରଧାନଙ୍କ ପୁଅ ଟୁଲୁ ପ୍ରଧାନ( ୩୦) ଆଜି ଅପରାହ୍ନରେ  ବିଲକୁ…
Read More...

ମିସ ୟୁନିଭର୍ସ ବିରୋଧରେ ଅନୁସନ୍ଧାନ କରିବ ଆଇଏସଆଇ

କରାଚି ବାସିନ୍ଦା ଏରିକା ରବିନ୍ ‘ମିସ୍ ୟୁନିଭର୍ସ ପାକିସ୍ତାନ୨୦୨୩’ ଟାଇଟଲ ହାସଲ କରିଛନ୍ତି । ଏହି ଟାଇଟଲ ହାସଲ କରିବାନେ ପାକିସ୍ତାନର ପ୍ରଥମ ମହିଳା । ଟାଇଟଲ ଜିତିଲେ ଲୋକ ଖୁସି ହୁଅନ୍ତି କିନ୍ତୁ ତାଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଯେବେରୁ ପାକିସ୍ତାନରେ ମିସ୍ ୟୁନିଭର୍ସକୁ ନେଇ…
Read More...

ଭୋଟ ଦେବା ଅଧିକାର ମିଳିବା ପରେ ପିଲାମାନେ ବ୍ୟବହାର କରିପାରିବେ ସୋସିଆଲ ମିଡିଆ

ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହେଲା ବଡ ବୟାନ । ବର୍ତ୍ତମାନ ସମୟରେ ପିଲାମାନେ ଖେଳ କୁଦଠୁ ଦୂରରେ ରହୁଛନ୍ତି । ପାଠ ପଢାରେ ମନ ନ ଲଗାଇ ସବୁବେଳେ ମୋବାଇଲରେ ମାତୁଛନ୍ତି । ମୋବାଇଲ ଦ୍ୱରା ପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ କାଟୁଛନ୍ତି । ବର୍ତ୍ତମାନ ସମୟରେ ପିଲାମାନେ…
Read More...

ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇଛି । ଗତକାଲି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଜି ସକାଳ ଠାରୁ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି…
Read More...

ପୁରୁଣା ସଂସଦର ନାଁ ହେବ ‘ସମ୍ବିଧାନ ସଦନ’

ସୃତିରେ ରହିବ ପୁରୁଣା ସଂସଦ । ଦେଶର ଐତିହ୍ୟରା କଥା ମନେପକାଇବା ପୁରୁଣା ସଂସଦ ।ଅଜି ଶେଷଥର ପାଇଁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ହୋଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ସଂସଦରେ ନିଆଯାଇଥିବା ପୁରୁଣା ଐତିହ୍ୟ ନିଷ୍ପତ୍ତିକୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାହା…
Read More...

ମାସେ ଯାଏଁ ଛାଡି ସିଅନ୍ତୁ ଚା’ ଏବଂ କଫି,ଶରୀରରେ ଆସିବ ପରିବର୍ତ୍ତନ

ଭାରତୀୟ ଲୋକଙ୍କୁ ସକାଳୁ ଉଠିବା ମାତ୍ରେ ଚା କଫି ପିିଇବାକୁ ଅଭ୍ୟାସ ଅଛି । କିଛି ଲୋକ ତ ଏପରି ଅଛନ୍ତି ଚା ଓ କଫି ଦିନକୁ ଚାରି କପ କିମ୍ବା ତା ଠାରୁ ଅଧିକ ପିଅନ୍ତି । ଯଦି କିଛି ଦିନ ପାଇଁ ଚା’ କିମ୍ବା କଫି ଛାଡିଦବା ପାଇଁ କୁହାଯାଏ, ତେବେ ଅନକେ ଲୋକଙ୍କ ପାଇଁ ଏହା ସମ୍ଭବ ନୁହେଁ। କାରଣ…
Read More...

କଡାକଡି ସୁରକ୍ଷା ବ୍ୟବସ୍ଥାରେ ବାହା ହେବେ ରାଘବ ପରିଣୀତି

ଉଦୟପୁରରେ ପୁଣିଥରେ ହେବାକୁ ଯାଉଛି ଚର୍ଚ୍ଚିତ ରାଜକୀୟ ବିବାହ । ପରିଣୀତି ଓ ରାଘବ ଚଡ୍ଢାଙ୍କ ବିବାହର ସାହାନାଇ ଶୁଣିବାକୁ ମିଳିବ । ଆଉ ମାତ୍ର କିଛି ଦିନ ପରେ ତଥା ୨୩ ସେପ୍ଟେମ୍ବର ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ପାଖାପାଖି ଶେଷ ହେବାକୁ ବସିଲାଣି । ହୋଟେଲ ଠାରୁ ଆରମ୍ଭ…
Read More...

ଆଜିର ଦିନରେ ଯୁବରାଜ ସିଂ ଗୋଟିଏ ଓଭରରେ ମାରିଥିଲେ ୬ ଛକା

ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ ସିଂହ । ଇଂଲଣ୍ଡ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ହଜାଇ ଦେଇଥିଲେ ନିଦ । ଆଉ ବିଶ୍ୱ କ୍ରିକେଟ୍‌ରେ କରିଥିଲେ ନୂଆ କୀର୍ତ୍ତୀମାନ । ମାତ୍ର ୧୨ଟି ବଲ୍‌ରେ ଖେଳିଥିଲେ ବିସ୍ଫୋରକ ପାରି । ବର୍ଷ ୨୦୦୭, ଆଇସିସି ପକ୍ଷରୁ ଆୟୋଜନ ହୋଇଥିଲା ଟି-୨୦ ବିଶ୍ୱକପ୍‌ର…
Read More...

ଅଷ୍ଟ୍ରେଲିଆ ସିରିଜରେ କ୍ୟାପଟେନ୍ସିକୁ ନେଇ ଅସନ୍ତୋଷ

ଅଷ୍ଟ୍ରେଲିଆରେ ହେବାକୁ ଥିବା ୩ ଦିନିଆ ସରିଜ୍ ପାଇଁ ବିସିସିଆଇ ଟିମ୍ ଘୋଷଣା କରିଛି । ଏହି ତାଲିକାରେ କ୍ୟାପଟେନ୍ ରୋହିତ ଶର୍ମା, ଭାଇସ କ୍ୟାପଟେନ୍ ହାର୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେ ଏଲ ରାହୁଲଙ୍କୁ ଅଧିନାୟକ ଦାଇତ୍ୱ ତୁଲାଇବେ । ଆଉ ଉପ ଅଧିନାୟକ ହୋଇଛନ୍ତି ଦଳର…
Read More...

ସଲମାନଙ୍କ ସହ ରୋମାନ୍ସ କରିବେ ସାମାନ୍ଥା

ସାଉଥ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁ । ସେ ଜଣେ ସିନେମା ଜଗତରେ ଲୋକପ୍ରିୟ ଅଭିନେତ୍ରୀ । ନିଜର ଚମକ୍ରାର ଶୈଳୀ ହେତୁ ଚର୍ଚ୍ଚରେ ରୁହନ୍ତି । ସମନ୍ଥା ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟ୍ ରେ ରୁହନ୍ତି। ସାମନ୍ଥା ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି, କିନ୍ତୁ ‘ଫ୍ୟାମିଲି ମ୍ୟାନ୍ ୨’ ଏବଂ…
Read More...