ବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା   

ଚିଲିକା (ଦିବ୍ୟକାନ୍ତ ବେହେରା) : ଦୁଇ ଗୋଷ୍ଟୀଙ୍କ ମଧ୍ୟରେ ଝଗଡାକୁ ନେଇ ପୃଥକ ପୃଥକ ମାମଲାରେ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡାଦେଶ ସହ  ଆର୍ଥିକ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି  ମାନ୍ୟବର ଚିଲିକା ଜେ.ଏମ୍.ଏଫ୍.ସି କୋର୍ଟ l ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସିଙ୍ଗିପୁର…
Read More...

ଜଲଦି ଆସିବ ବନ୍ଦେ ଭାରତର ସ୍ଲିପର ଟ୍ରେନ

ଦେଶର ସବୁଠାରୁ ଲଗଜରୀ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର । ଏଥିରେ ଯାତ୍ରା ଖୁବ ଆରାମ ଦାୟକ ହୋଇଥାଏ କିନ୍ତୁ ଏବେ ଯାତ୍ରା ଆହୁରୀ ଆରାମ ଦାୟକ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଫଟୋ ‘ଏକ୍ସ’ରେ ସେୟାର କରି କହିଛନ୍ତି, ଭାରତର ପ୍ରଥମ ବନ୍ଦେ ଭାରତ…
Read More...

କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

ଏସିଆ କ୍ରୀଡାରେ ଭାରତକ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଭାରତ ଏ ପର୍ଯ୍ୟନ୍ତ ୮୧ଟି ପଦକ ଜିତି ସାରିଛନ୍ତି । ଏବେ ଭାରତ ପୁଣି ଏକ ସ୍ୱର୍ଣ୍ଣ ଜିତିଛନ୍ତି । ତୀରନ୍ଦାଜରେ ପୁରୁଷ କମ୍ପାଉଣ୍ଡ ଟିମ ଦକ୍ଷିଣ କୋରିଆକୁ ହରାଇ ପଦକ ହାସଲ କରିଛି । ଭାରତ ୨୩୫-୨୩୦ରେ ବିଜୟୀ ହୋଇଛନ୍ତି । ଟିମ୍‌…
Read More...

ଚୋରା ଗୋ ଚାଲାଣକାରୀଙ୍କୁ  କଠୋର ଦଣ୍ଡ ଦେବାପାଇଁ ସାଧାରଣରେ ଦାଵି

ରାଇରଙ୍ଗପୁର : ବାମନଘାଟୀ  ଉପଖଣ୍ଡ ପାଲଟିଛି ଗୋଚାଲାଣକାରୀଙ୍କ ଭୂସ୍ବର୍ଗ ।ପଶୁ ସଂପଦ ତଥା ଜୀବଜନ୍ତୁ  ଆଇନ ଯେତେ କଠୋର ହେଲେ ମଧ୍ୟ ଆଇନ ଉଲ୍ଲଙ୍ଘନକାରୀଙ୍କର ଶୁଣୁନାହଁନ୍ତି । ଦିନକୁଦିନ ବିଭିନ୍ନ ଅଞ୍ଚଳରେ ଗୋମାଫିଆଙ୍କ ଦୈରାତ୍ମ୍ଯ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି ।  ଚୋରା ଗୋ ମାଫିଆ…
Read More...

ସ୍କ୍ୱାସ ମକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲେ ଭାରତର ଦୀପିକା-ହରିନ୍ଦର

ହାଙ୍ଗଝୋ : ଏସିଆ କପରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ସ୍କ୍ୱାସ ମକ୍ସଡ ଡବଲ୍ସରେ ଭାରତର ଦୀପିକା ପାଲିକଲ ଏବଂ ହରିନ୍ଦର ପାଲ ସିଂ ସ୍ୱର୍ଣ୍ଣ ଜିତିଛନ୍ତି । ଦିପିକା-ହରିନ୍ଦର ଫାଇନାଲରେ ମାଲେସିଆର ଯୋଡି ମହମ୍ମଦ ଶାଫିକ ଏବଂ ଆଇଫା ଆଜମାଙ୍କୁ ୨-୦ରେ ପରାସ୍ତ କରି ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି…
Read More...

ସୁନାବେଢା ପୋଲିସ ଜବତ କରିଲା ୫୫ କେଜି ଗଞ୍ଜୋଇ

ସେମିଳିଗୁଡ଼ା(ଦଶରଥ ମାଛ) : କୋରାପୁଟ ଜିଲ୍ଲା ସୁନାବେଢା  ମିନାର କ୍ୟାମ୍ପ ଏକ ଘରେ 55 କେଜି,30 ଗ୍ରାମ ସୁନାବେଢା ଥାନା ତରପରୁ ଚଡ଼ାଉ କରିଥିଲା । ଥାନା ଅଧିକାରୀ ରମଣୀ ରଞ୍ଜନ ଦୋଲାଇ ନେତୃତ୍ୱରେ  ଏକ ଟିମ ଗଠନ କରି ୨୮ ପକେଟ ଗଞ୍ଜେଇ  ଜବତ କରିଛନ୍ତି। ଉକ୍ତ ଆସାମୀ ଜଣେ  ମିନାର କ୍ୟାମ୍ପର…
Read More...

ରକ୍ତାତ ଅବସ୍ଥାରେ ଯୁବକଙ୍କ ମୃତ ଦେହ କୋଠଘର ବାରଣ୍ଡାରେ ପଡିଥିବା ଦେଖିବାକୁ ମିଳିଛି

ଆଠଗଡ : ଆଠଗଡ ନିର୍ବାଚନ ମଣ୍ଡଳୀ ଓରଦା ପଞ୍ଚାୟତ ବାଳି ହରିଜନ ସାହିରେ ଅଭାବନୀୟ ଘଟଣା। ରକ୍ତାତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ସାହି କୋଠଘର ବାରଣ୍ଡାରେ ପଡିଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ  ମୋହନ ନାୟକ(୩୫) ବୋଲି ଜଣାପଡିଛି। ଖବର ପାଇଁ ଗୁରୁଝାଟିଆ ପୋଲିସ ପହଞ୍ଚି ତଦନ୍ତ…
Read More...

ମହାପ୍ରଭୁଙ୍କ ବନକଲାଗି ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ : ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନ ଭୋଗମଣ୍ଡପ ପରେ ଏହି ନୀତି ବଢିଥାଏ । ଦତ୍ତମହାପାତ୍ରମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ । ଦତ୍ତମହାପାତ୍ରମାନେ ଗୋଷ୍ଠୀଗତ ଭାବେ ଠାକୁରଙ୍କୁ ଶ୍ରୀମୁଖ ସିଂହାର କରିବେ । ବନକଲାଗି ନୀତି ଲାଗି…
Read More...

ଲୋକଙ୍କ ଜୋତା ପଲିସ୍‌ ପରେ ଏବେ ପବ୍ଲିକ ଟଏଲେଟ୍‌ ସଫା କଲେ ବିଧାୟକ

ରାଜସ୍ଥାନର ଦୌସା ଜିଲ୍ଲା ଜରେ ବିଧାୟକ ଉପ ଜିଲ୍ଲା ହସ୍ପିଟାଲରେ ପବ୍ଲିକ ଟଏଲେଟ ସଫା କରିଛନ୍ତିି । ଇଏ ସେହି ବିଧାୟକ , ଯିଏ ଗାନ୍ଧି ଜୟନ୍ତୀ ଅବସରରେ ଲୋକଙ୍କ ଜେତା ପୋଲିସ କରୁଥିଲେ । ଏବେ ବିଧାୟକଙ୍କର ନୂଆ ଭିଡିଓ ସମ୍ନାକୁ ଆସିଛି । ଏଥିରେ ସେ ସ୍ୱଚ୍ଛତାର ବାର୍ତ୍ତା ଦେଇ ପବ୍ଲିକ ଟଏଲେଟ…
Read More...

ଘରୋଇ ଉପାୟରେ ପେଡିକ୍ୟୁଅର

ବର୍ତ୍ତମାନ ଲୋକଙ୍କୁ ଲୋକ ଘରୁ ବାହାରିବାକୁ ଯିବା ସମୟରେ ପ୍ରଥମେ ମୁହଁକୁ ସୁନ୍ଦର ଭାବେ ସଜାଇ ଥାନ୍ତି । ହେଲେ ପାଦକୁ ଏତେ ମାତ୍ରାରେଧ୍ୟାନ ଦିଅନ୍ତିନି । ମୁହ ତ ସୁନ୍ଦର ଦେଖାଯାଏ କିନ୍ତୁ ପାଦ ସୁନ୍ଦର ଦେଖା ଯାଇନଥାଏ ।ବାହାର ଧୂଳି ପାଦରେ ଲାଗି ହିଲରେ ଫାଟ ସୃଷ୍ଟି କରିଥାଏ । ଏହା ବ୍ୟତୀତ…
Read More...