ବର୍ଷା କାରଣରୁ ଧସିଲା ମାଟି , ରେଳ ଚଳାଚଳ ବାଧାପ୍ରାପ୍ତ

ଜଳେଶ୍ୱର : ଧସିଲା ମାଟି , ରେଳ ଚଳାଚଳ ବାଧାପ୍ରାପ୍ତ । ବର୍ଷା କାରଣରୁ ଦକ୍ଷିଣ ପୂର୍ବ ରେଳପଥର ବାଲେଶ୍ୱର- ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ଡାଉନ ଲାଇଟ ଦବି ଯାଇଛି । ଫଳରେ ଏହି ଟ୍ରାକ ଦେଇ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁଯାୟୀ ଲଘୁଚାପ ଜନିତ ଲଗାଣ…
Read More...

ଲାଣ୍ଡ ଫର ଜବ୍ ସ୍କାମ୍ : ଜାମିନ ପାଇଲେ ଲାଲୁ ଯାଦବ ,ରାବଡୀ ଦେବୀ ଓ ପୁଅ ତେଜସ୍ୱୀ

ପାଟନା: ଲାଣ୍ଡ ଫଲ ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି ଆଶ୍ୱସ୍ତି । ଦିଲ୍ଲୀରେ ରାଉଜ ଏଭିନ୍ୟୁ କେର୍ଟରୁ ଲାଲୁ ଯାଦବ ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ ତାଙ୍କ…
Read More...

ଆଜିଠୁ ଖୋଲିଲା ୟୁନିଟ -୧ ହାଟ

ଭୁବନେଶ୍ୱର : ଆଜିଠୁ ଖୋଲିଲା ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା ପରେ ୧ନମ୍ବର ହାଟ ଖୋଲିଛି । ପାକିଂ , ଜବରଦଖଲ ସମସ୍ୟା ସହ ବିଭିନ୍ନ ଦାବିକୁ ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ । ପ୍ରାୟ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା ।…
Read More...

ମିକ୍ସଡ ଟିମରେ ଇଭେଣ୍ଟରେ ଜ୍ୟୋଜି ଭେନମ ଓ ଓଜାସ ଡିଓଟାଲେ ଜିତିଲେ ସ୍ୱର୍ଣ୍ଣ ପଦକ

ହାଙ୍ଗେଝୋଉ : ଚୀନରେ ପୂର୍ବପ୍ରାନ୍ତରେ ଥିବା ହାଙ୍ଗେଝୋଉ ସହରରେ ଚାଲିଥିବା ଏସିଆ କ୍ରୀଡା ୨୦୨୩ରେ ଭାରତକ ଆଉ ଏକ ସ୍ୱର୍ଣ୍ଣ ପଦକ । ଏସିଆନ ଗେମ୍ସର ଏକାଦସ ଦିନରେ ତୀରନ୍ଦାଜରେ ଓଜାସ ଦେଓତାଲେ ଏବଂ ଜ୍ୟୋତି ଭେନମ କମ୍ପାଉଣ୍ଡ ମିଶ୍ରିତ ଦଳ ସ୍ୱର୍ଣର୍ ପଦକ ଜିତିଛନ୍ତି । ମିକ୍ସଡ ଟିମ୍ ଇଭେଣ୍ଟରେ…
Read More...

ବାଦଲ ଫଟା ବର୍ଷା ଯୋଗୁଁ ହଠାତ ଆସିଲା ବନ୍ୟା ଭାସିଗଲେ ୨୩ ଯବାନ , ସର୍ଚ୍ଚ ଅପରେସନ ଜାରି

ଗ୍ୟାଙ୍ଗଟକ୍ : ବାଦଲ ଫଟା ବର୍ଷା ଯେଗୁଁ ସିକମରେ ହଠାତ ଆସିଲା ପ୍ରଳୟଙ୍କାରୀ ବନ୍ୟା । ଉତ୍ତର ସିକିମର ଲାଚେନ୍ ହ୍ରଦ ଉପରେ ହଠାତ୍ ବାଦଲ ଫଟା ବର୍ଷା ହେବା ପରେ ଲାଚେନ୍ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବା ସହ…
Read More...

ନିର୍ବନ୍ଧ କଲେ ଉର୍ଫି! ଭାଇରାଲ ହେଲା ଫଟୋ

ମୁମ୍ବାଇ : ସବୁବେଳେ ନିଜର ବେଲ୍ଡ ଅନଦାଜର ପୋଷାକକୁ ନେଇ ଚର୍ଚ୍ଚାରେ ଥାଆନ୍ତି ଉର୍ଫି ଜାଭେଦ । ଅନେକ ଲୋକ ଉଫିଙ୍କ ଅଜବ ଗଜବ ଡ୍ରେସକୁ ନେଇ କ୍ରିଏଟିଭ କହୁଥିବା ବେଳେ ଆଉ କିଛି ଲୋକ ତାଙ୍କୁ ସମାଲେଚନା କରନ୍ତି । ଏପରିକି କିଛି ଲୋକ କୁହନ୍ତି ଉର୍ଫି ସମାଜକୁ ଖରାପ ବାର୍ତ୍ତା ଦେଉଛି । ନିଜ…
Read More...

ସରିଲା ମୌସୁମୀ ଅଧିବେଶନ, ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ

ଭୁବନେଶ୍ୱର : ସରିଲା ମୌସୁମୀ ଅଧିବେଶନ । ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ବେଶ ସରଗରମ ରହିଥିଲା । ଗତ ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ୨୮ହଜାର ୨୦୦ କୋଟି ଟଙ୍କାର ବ୍ୟୟମଞ୍ଜୁର ବିଲ୍ ପାରିତ ହୋଇଛି ।ଅଧିବେଶନ କାଳରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ…
Read More...

ଦୀଘା ମାର୍କେଟରେ ବିଶାଳକାୟ ଭୋଲା ମାଛ ,୨୫ ହଜାରରେ ହେଲା ବିକ୍ରି

ଜଳେଶ୍ୱର : ଦୀଘା ମାଚ ମାର୍କେଟରେ ବିକ୍ରି ହେଲା ବିଶାଳକାୟ ଭୋଲା ମାଛ । ମାଛଟିର ଓଜନ ଏକ କ୍ୱିଣ୍ଟାଲ ୧୦ କିଲୋଗ୍ରାମରୁ ଅଧିକ । ଓଡିଶାର ପାରଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଟ୍ରଲର ସାହାଯ୍ୟେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲେ । ସେମାନଙ୍କ ହାତରେ ଏହି ବିଶାଳକାୟ ମାଛ ସେମାନଙ୍କ…
Read More...

ଛାତ୍ର ଛାତ୍ରୀ ମାନଙ୍କୁ ବିଦେଶ ଶିକ୍ଷୟତ୍ରୀଙ୍କ ଦ୍ୱାରା ଅନଲାଇନ ଶିକ୍ଷାଦାନ ଦିଆ ଯାଇଛି

ଗାନ୍ଧୀ ଜୟନ୍ତି ଅବସରରେ Uttam Malik Talent school MPV-69 ଠାରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ଅଗ୍ରଗତି ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପ୍ରଚେଷ୍ଟାରେ ଏକ online class କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁ ଠାରେ  ଉତ୍ତମ ମଲ୍ଲିକଙ୍କ ଶ୍ରମ ପରିପୂର୍ଣ୍ଣ ବାର୍ତ୍ତା …
Read More...

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମହିଳାଙ୍କ ପାଇଁ ଦେଲା ବଡ଼ ଉପହାର : ୫ବର୍ଷ ମାତୃତ୍ୱ ଛୁଟି

ଗାଡି ନର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରଙ୍କ ପାଇଁ ନୂଆ ନିୟମ ଜାରି ରହିଛି । ମହୀନ୍ଦ୍ରା ର ଏହି ନୁଆ ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି । କମ୍ପାନୀ ତରଫରୁ ପ୍ରଣୟନ କରାଯାଇଥିବା ନୁଆ ନିୟମରେ ମାତୃତ୍ୱ ଛୁଟି ବାବଦରେ ୫ବର୍ଷ ଛୁଟି ମିଳିବ ।…
Read More...