ନିଶା କାରବାର ଉପରେ ଏସଟିଏଫର ଜିରେ ଟଲେରାନ୍ସ , ଜବତ ହେଲା ଅଧକିଲୋରୁ ଉଦ୍ଧ୍ୱର୍ ବ୍ରାଉନସୁଗାର

ଭୁବନେଶ୍ବର: ପାର୍ବଣ ପୂର୍ବରୁ ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ । କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ମାରୁତି କାରରେ ଚାଲାଣ ହେଉଥିଲା ଏହି ଧଳାଜହର । ଆନନ୍ଦପୁର ଦେବାନନ୍ଦ ସାମଲଙ୍କୁ ଗିରଫ କରିଛି STF । କେସ ନମ୍ବର ୩୮୦, NDPS Act 1985 ରେ ତଦନ୍ତ…
Read More...

ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ଚଳିତ ବିଶ୍ବକପ୍ କ୍ରିକେଟର ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏହି ଦଳ ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ହରାଇଦେଇଛି । ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଛି । ହେନେରି ବ୍ରୁକଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି…
Read More...

ବୋଲେରୋ ଧକ୍କାରେ ବିଜେଡିର ପୂର୍ବତନ ସରପଞ୍ଚ ମୃତ

ଗଞ୍ଜମ (ରଜନୀକାନ୍ତ ପାତ୍ର) : କୋଟିନଡା ଥାନା ଅନ୍ତର୍ଗତ 69 ନମ୍ବର ଜାତୀୟ ରାଜପଥ ଡିପଲ ସ୍କୁଲ ନିକଟରେ ବୋଲେରୋ ଧକ୍କାରେ ବାଇକ ଚାଳକ ମୃତ। ମୃତକ ଜଣକ ହେଲେ ଵର ଗାଁ ର 52 ବର୍ଷୀୟ ପୂର୍ବତନ ସରପଞ୍ଚ ଲଲାଟ ବେହେରା । ସେ କୌଣସି କାମରେ ସକାଳୁ ଘରୁ ବାହାରି କବିସୂର୍ଯ୍ୟନଗର ପଟେ ଯାଉଥିବା…
Read More...

୭୮ ବର୍ଷରେ ନବୀନ : ଓଡ଼ିଶା ପ୍ରଗତିର ଅପ୍ରମିତ ବିନ୍ଧାଣ , ରାଜ୍ୟବାସୀ ତାଙ୍କ ମଥାରେ ଦେଇଛନ୍ତି ଅପରାଜେୟର ବିଜୟ ତିଲକ

କ୍ଷମତା ରାଜନୀତିର ସମ୍ଭ୍ରାନ୍ତ ଅଳିନ୍ଦରେ ଆତଯାତ ହୋଇ ସୁଦ୍ଧା ରାଜନୀତିରୁ ନିରାପଦ ଦୂରତା ଅବଲମ୍ବନ କରୁଥିବା ନବୀନଙ୍କ ପ୍ରତ୍ୟକ୍ଷ ରାଜନୀତିର ପ୍ରବେଶ ପ୍ରସଙ୍ଗ ଏକ ସମୟରେ ଥିଲା ଅକଳ୍ପନୀୟ। ଆକସ୍ମିକ ଭାବରେ ରାଜନୀତିରେ ପ୍ରବେଶ କରିଥିବା ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର…
Read More...

ଗତ ମାସ ବଡ ଭଉଣୀ ଗୀତା ମେହେଟାଙ୍କ ବିୟୋଗ ହୋଇଥିବାରୁ ଜନ୍ମଦିନ ପାଳିବେନି ମଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ମାସ ରେ ବଡ ଭଉଣୀ  ଗୀତା  ମେହେଟା  ଙ୍କ  ବିୟୋଗ   ହୋଇଥିବାରୁ   ମୁଖ୍ୟମନ୍ତ୍ରୀ  ଚଳିତ  ବର୍ଷ ଜନ୍ମ୍  ଦିବସ  ପାଳନ  କରିବେ  ନାହିଁ  ।ତେଣୁ ଶୁଭେଚ୍ଛା  ଜଣାଇବାକୁ  ନବୀନ  ନିବାସ ନ  ଆସିବାକୁ ମୁଖ୍ୟମନ୍ତ୍ରୀ     ନବୀନ  ପଟନାୟକ  ଶୁଭେଚ୍ଛୁ  ମାନଙ୍କୁ  ଅନୁରୋଧ …
Read More...

ଭୂମିକମ୍ପରେ ଥରିଲା ଦିଲ୍ଲୀ , ଉତ୍ତର ଭାରତର କିଛି ଅଞ୍ଚଳରେ ଅନୁଭୂତ ହେଲା ଝଟକା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର ଅପରାହ୍ନ ୪.୮ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦ ଥିଲା। କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ…
Read More...

ଚିର ନିଦ୍ରାରେ ଓଡ଼ିଶାର ପ୍ରଧାନ ମହା ଲେଖାପାଳ ଅନନ୍ତ କିଶୋର,ଝୁରୁଛି ଜନ୍ମମାଟି କଲ୍ୟାଣପୁର

ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) : ଓଡ଼ିଶାର ପ୍ରଧାନ ମହା ଲେଖାପାଳ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନନ୍ତ କିଶୋର ବେହେରାଙ୍କ ପରଲୋକ ଘଟିଛି l ଏହି ଯୁବ ପ୍ରଶାସନିକ ଅଧିକାରୀ ଶ୍ରୀ ବେହେରା କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳର…
Read More...

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୁମ୍ବାଇ : ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ପ୍ରତିଭା । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଆଉ ଏକ ପ୍ରତିଭା । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଲିଖିତ ଗର୍ବା ଗୀତ ୟୁଟୁବରେ ରିଲିଜ ହୋଇଛି । ଏହି ଗୀତକୁ ସମସ୍ତଙ୍କୁ ଖୁବ ପସନ୍ଦ କରିଛନ୍ତି । ଅଳ୍ପ ସମୟରେ ଲୋକ ପ୍ରିୟ ହୋଇଛି…
Read More...

ସାମ୍ନାକୁ ଆସିଲା ଦୀପିକାଙ୍କ ‘Singham Again’ର ଫାଷ୍ଟ ଲୁକ

ମୁମ୍ବାଇ : ବଲିଉଡ ଲେଡି ସୁପରଷ୍ଟାର ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଅଭିନେତ୍ରି ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିଙ୍ଘମ ଅଗେନ’ର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି । ଏହି ଫିଲ୍ମରେ ତାଙ୍କ ଚରିତ୍ରର ନାମ ଶକ୍ତି ଶେଟ୍ଟୀ ହେବ ।ଦୀପିକା ତାଙ୍କ ଇନଷ୍ଟାଗ୍ରାମ…
Read More...

ଭାରତ-ପାକିସ୍ତାନ ମ୍ୟାଚ ବେଳେ ରିଜୱାନକୁ ଦେଖି ଜୟ ଶ୍ରୀ ରାମ ନାରା

ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ହରାଇଛି । ଅହମଦାବାଦର ନରେନକ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ ଇଣ୍ଡିଆକୁ ଫ୍ୟାନ୍ସଙ୍କ ଜବରଦସ୍ତ ସପୋର୍ଟ ମିଳିଛି । ଏହି ମ୍ୟାଚରେ ଅନେକ ହାଇଲାଇଟ ମୋମେଣ୍ଟ ଦେଖିବାକୁ ମିଳିଛି । ଗତକାଲି ମ୍ୟାଚରେ ପାକିସ୍ତାନ…
Read More...