ରାଜ୍ୟରେ ଜାରି ରହିଛି ଘନ କୁହୁଡି ,ଏନେଇ ଏସ୍ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ସତର୍କ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଘନ କୁହୁଡି । ଆସନ୍ତାକାଲି  ମଧ୍ୟ  ସକାଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କନ୍ଧମାଳ,କଳାହାଣ୍ଡି, କୋରାପୁଟ ଓ ରାୟଗଡା ଜିଲ୍ଲାରେ ପ୍ରବଳ ଘନକୁହୁଡ଼ି ହେବାର ସମ୍ଭାବନା…
Read More...

ନନ୍ଦନକାନନକୁ ଆସିବ ଚିତା ବାଘ : PCCF ସୁଶାନ୍ତ ନନ୍ଦଙ୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଚିତାବାଘ । ଜାନୁଆରୀ ମାସରେ ଆସିବ ଚିତା । ଦୁବାଇ ଚିଡିଆଖାନା ସହ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବ ଚିତା ବାଘ । କେବଳ ଚିତା ବାଘ ନୁହେଁ ଦୁଇ ଧଳା ସିଂଘ ଶବକକୁ ମଧ୍ୟ ଦୁବାଇରୁ ଅଣାଯିବ । ଆଲିପୁର ଚିଡିଆଖାନାରୁ ଆଉ ଏକ ଜିରାଫ…
Read More...

‘ମୁସଲିମ ଲିଗ ଜମ୍ମୁ-କାଶ୍ମୀର’କୁ ବ୍ୟାନ କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ମୁସଲିମ ଲିଗ୍ ଜମ୍ମୁ-କାଶ୍ମୀର (ମସରତ ଆଲମ୍‌ ଗ୍ରୁପ୍)କୁ ବ୍ୟାନ୍‌ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଟ୍ଵିଟ୍‌ କରି କହିଛନ୍ତି କି, ଦେଶ ବିରୋଧୀ କାର୍ଯ୍ୟକଳାପ ଯୋଗୁ ଏହି ସଙ୍ଗଠନ ଉପରେ UAPA ଅଧୀନରେ ପ୍ରତିବନ୍ଧକ ଲଗାଯାଇଛି। କେନ୍ଦ୍ର ଏହି ସଙ୍ଗଠନ ଉପରେ ୫…
Read More...

ଉଦଘାଟିତ ହେଲା ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା

ରାୟଗଡା / ବିଷମ କଟକ (ମନୋଜ କୁମର ସାହୁ / ରବିନ୍ଦ୍ର କୁମାର ସାହୁ ) : ରାୟଗଡାରେ ଉଦଘାଟିତ ହେଲା ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା । ଜିଲ୍ଳାପାଳ ତଥା ଜିଲ୍ଳା ସଂସ୍କୃତି ପରିଷଦ ଅଧ୍ୟକ୍ଷା  ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି  ଜିଲ୍ଳାର କଳା ଓ ସଂସ୍କୃତିର  ‘ଚଇତି…
Read More...

ବସ ଓଲଟି ୨୫ରୁ ଅଧିକ ଆହତ , ୨ଗୁରୁତର

ବାଲିଗୁଡା : ବାଲିଗୁଡାରୁ ଆସିଲା ଏକ ବଡ ଦୁର୍ଘଟଣା ଖବର । ବ୍ରହ୍ମଣୀଗାଁ ଥାନା ମାହାକୁଡି ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପର୍ଯ୍ୟଟକ ବସ୍ ଓଳଟି ୨୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି ।୨ ଗୁରୁତରଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଛି । ଆହତଙ୍କୁ ବ୍ରହ୍ମଣୀ ଗାଁ ମେଡିକାଲରେ…
Read More...

ଭାରତୀୟ କୁସ୍ତ ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ : କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରହୁଲ ଗାନ୍ଧୀ । ଭାରତୀୟ କୁସ୍ତି ସଂଘର ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଲମ୍ପିକ ପଦକ ବିଜେପି ବଜରଙ୍ଗ ପୁନିଆଙ୍କୁ ଭେଟି ଆଲେଚନା କରିଛନ୍ତି ରାହୁଲ । ଏହି ଭେଟଘାଟ…
Read More...

କର୍ଣ୍ଣାଟକକୁ ଫେରିଲା କ୍ୱାରେଣ୍ଟାଇନ : କରୋନା ସଂକ୍ରମିତ ହେଲେ ୭ ଦିନ ସଙ୍ଗରୋଧ

କର୍ଣ୍ଣାଟକ : କର୍ଣ୍ଣାଟକକୁ  ଫେରିଲା କ୍ୱାରେଣ୍ଟାଇନ । କାରୋନା ସଂକ୍ରମିତ ବ୍ୟାକ୍ତି ୭ଦିନ ପର୍ଯ୍ୟନ୍ତ ଘରୋଇ ସଙ୍ଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ ପରୀକ୍ଷା କରାଯିବ । ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର…
Read More...

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଆଜିଠୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ କାର୍ଡ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ଦ୍ୱାରା ପରିଚାଳିତ +୨ ବୋର୍ଡ ପରୀକ୍ଷା ପାଇଁ ଆଜିଠୁ ଅନଲାଇନ ଆଡମିଟ କାର୍ଡ ଉପଲବ୍ଧ ହେବ । ସାମସ୍ ଇ-ସ୍ପେସ୍‌‌ରୁ କଲେଜ କର୍ତ୍ତୃପକ୍ଷ ଆଡମିଟ୍‌‌-କାର୍ଡ ଡାଉନ୍‌‌ଲୋଡ୍‌‌ କରିପାରିବେ। ସେଥିରେ କୌଣସି ତ୍ରୁଟି ଥିଲେ, ପରିଷଦକୁ ଅବଗତ କରିବାକୁ…
Read More...

ଓଡ଼ିଶାରେ ଆଉ ୨କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୫କୁ ବୃଦ୍ଧି ହୋଇଛି । ଆକ୍ରନ୍ତଙ୍କ ସଂକ୍ୟା ବଢିବାରୁ ତତ୍ପର ହୋଇଛି ଗଂଜାମ ଜିଲ୍ଲା ପ୍ରଶାସନ । ମାସ୍କ ପିନ୍ଧିବା ସହିତ ସମାଜିତ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଥଣ୍ଡା, କାଶ, ଜ୍ୱର…
Read More...

୩ ଦିନ ବ୍ୟାପୀ ଆୟୋଜିତ ହୋଇଯାଇଛି ଏ ଜି ମିଡଲ୍ୟାଣ୍ଡ କପ

୩ ଦିନ ବ୍ୟାପୀ ଆୟୋଜିତ ହୋଇଯାଇଛି ଏ ଜି ମିଡଲ୍ୟାଣ୍ଡ କପ ଯେଉଁଥିରେ ମୋଟ ୩୨ଟି ପୁରୁଷ ଡବଲ ଓ ୧୬ଟି ମିକ୍ସ ଡବଲ ଟିମ୍ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଖେଳାଳୀ ମାନେ କଟକ ପୁରୀ କେଉଁଝର ଆଦି ଭଳି ଅନେକ ସ୍ଥାନରୁ ଆସିଥିଲେ। ଏହାର ଅତିଥି ଭାବେ ଅରୂପ ପଟ୍ଟନାୟକ(ଆବାହକ, ଓଡିଶା ମୋ…
Read More...