୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ ଜଗତସିଂହପୁର ଜିଲ୍ଲା ବିଜେଡି ;୧୨ବରିଷ୍ଠ ଉପସଭାପତିଙ୍କୁ ଦାୟିତ୍ୱ

ଜଗତସିଂହପୁର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଶକ୍ତ ହେବ ଜଗତସିଂହପୁର ଜିଲ୍ଲା ବିଜେଡି । ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀ ଓ ୮ଟି ବ୍ଲକରେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଜଗତସିଂହପୁର ଜିଲ୍ଲା ବିଜେଡି କର୍ମକର୍ତ୍ତା ନିଯୁକ୍ତ କରାଯାଇଛି…
Read More...

ଦେବଗଡ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ ୫ଟି ସଚିବ

ଦେବଗଡ: ଦେବଗଡ ବିକାଶର ସମୀକ୍ଷା ପାଇଁ ଗ୍ରାଉଣ୍ଡରେ ପହଞ୍ଚି ଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ବରଗଡ ପଡିଆରେ ପହଞ୍ଚି ଛାତ୍ର ଛାତ୍ରୀଙ୍କୁ ଭେଟି ଆଲେଚନା କରିଛନ୍ତି ୫ଟି ସଚିବ । ଜିଲ୍ଲାର ସମସ୍ତ କଲେଜରୁ ୫ଟି ଉପକ୍ରମରେ ସାମିଲ କରାଯିବ । ନୂଆବର୍ଷ ପୂର୍ବରୁ ଏହାର ରୂପାନ୍ତର କରାଯିବ ।…
Read More...

ଭୋପାଳ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସା ନିଆଁ

ଭୋପାଳ: ଭୋପାଳରୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ଆଜି ସକାଳେ ଦିଲ୍ଲୀ ଯାଉଥିବା ବନ୍ଦେଭାରତ ଟ୍ରେନ ରାଣୀ କମଲାପତୀ ଷ୍ଟେସନରୁ ଛାଡିବା ପରେ ବୀଣା ଷ୍ଟେସନ ନିକଟରେ ପହଞ୍ଚିଥିଲା । ପହଞ୍ଚିବାର ପରେ ସି-୧୪ କୋଚରେ ନିଆଁ ଲାଗିଥିଲା । ମିଳିଥିବା ସୂଚନା ଅନୁସାରେ ବ୍ୟାଟେରି…
Read More...

ଆଜିଠୁ ଅନିର୍ଦ୍ଦିଷ୍ଠ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର: ଆଜିଠୁ ଅନିର୍ଦ୍ଦିଷ୍ଠ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ । ଉାଠାଦେକାନୀ ଉଚ୍ଛେଦ ଦାବିରେ ଧାରଣାରେ ବସିବେ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ନ ଥିବାରୁ ସଂଘର ୧୬୫ ବ୍ୟବସାୟୀ ମାର୍କେଟ ସମେତ ମେୟର୍ ଓ…
Read More...

ଏକାବେଳକେ ୧୫୦ ମୋମୋ ଖାଇ ଗଲା ଯୁବକଙ୍କ ଜୀବନ

ଆପଣମାନେ ମୋମୋ ଖାଉଛନ୍ତି କି ? ତେବେ ଏବେ ଠାରୁ ହୁସିଆର ହୋଇ ଯାଆନ୍ତୁ ଅଧିକ ମୋମା ଖାଇବା ହୋଇ ପାରେ କାଳ  ଏକାବେଳକେ ୧୫୦ ମୋମୋ ଖାଇ ଗଲା ଯୁବକଙ୍କ ଜୀବନ  ବିହାରର ଗୋପାଳଗଞ୍ଜରେ ଘଟିଛି ଏଭଳି ଅଭାବନୀୟ ଘଟଣା ଆଜିକାଲି ଯୁବକ ଯୁବତୀମାନଙ୍କର ପ୍ରିୟ ଫାଷ୍ଟଫୁଡ ହେଉଛି ମୋମୋ ।…
Read More...

ଜିଭରେ ଉଠିଲା କେଶ,ଏପରି ଦେଖିବାକୁ ମିଳିଛି ଆମେରିକାର ଜଣେ ବୃଦ୍ଧଙ ଜିଭରେ

ଆମେରିକୀୟ ଏକାଡେମୀ ଅଫ୍ ଓରାଲ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ , ଆମେରିକାର ଓହିଓରେ ରହୁଥିବା ୬୪ ବର୍ଷୀୟ ଜଣେ ବୃଦ୍ଧ ସିଗାରେଟ ଟାଣିବା ସହିତ ଆଣ୍ଟିବାୟୋଟିମ ଔଷଧ ଖାଉଥିଲେ । କିଛିଦିନ ଏଭଳି କରିବା ପରେ ତାଙ୍କ ଜିଭ ସବୁଜ ରଙ୍ଗର ହୋଇଯାଇଥିଲା ଏବଂ ଜିଭରେ ଛୋଟ ଛୋଟ କେଶ…
Read More...

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଟ୍ୱିନସିଟିରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ଏସଆରସି

ଭୁବନେଶ୍ୱର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଟ୍ୱିନସିଟି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି ଏସଆରସି । ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଜିଲ୍ଲାପାଳ ମାନଙ୍କୁ ହେଡକ୍ୱାଟର…
Read More...

ଘଡଘଡି ମାରିବାରୁ ଖସି ପଡିଲା ରାମେଶ୍ବର ମନ୍ଦିରର ଦଧିନଉତି

ଭୁବନେଶ୍ବର:ଘଡଘଡି ମାରି ଖସି ପଡିଛି ଦଧି ନଉତି । ପ୍ରଚଣ୍ଡ ଘଡଘଡି ମାରିବାରୁ ଭୁବନେଶ୍ବରର ରଥରୋଡ୍ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ସମ୍ପୂର୍ଣ ଭାବେ ଦଧି ନଉତି ଭାଙ୍ଗି ଯାଇଛି । ସେବାୟତଙ୍କ କହିବା ଅନୁସାରେ ସକାଳ ୯ରୁ ୧୦ଟା ସମୟରେ ସେବାୟତ ମାନେ…
Read More...

ତହସିଲଦାରଙ୍କ Y ଷ୍ଟାମ୍ପ  ଜାଲିଆତି କରି  ଧାରା ପଡିଲେ ଦୁର୍ବୁତ୍ତ

ଖୋର୍ଦ୍ଧା: ପ୍ରଶାସନ ସହ ପୋଲିସ୍ ଆଖିରେ ଧୁଳି ଦେଇ କମ୍ପୁଟର ଦୋକାନୀ  ଚଳାଇଥିଲେ ଜାଲି ସିଣ୍ଡିକେଟ୍ । ନକଲି ତହସିଲ ଦାରଙ୍କ ଷ୍ଟାମ୍ପ ସହ ନକଲି ୱେ ବିଲ୍ ତିଆରି କରି  ପଥର ଚାଲାଣ କରି ରୋଜଗାର କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଏକ ପଥର ଵୋଝେଇ ଟ୍ରକର Y ଫର୍ମକୁ ତଦନ୍ତ କରିବା ବେଳେ ସତ ଆସିଲା…
Read More...

ୱାନସାଇଡ ଲଭ କରି ଛେଚା ଖାଇଲେ ବିବାହିତ ଯୁବକ

ବାଙ୍କୀ: ଏକତଫା ପ୍ରେମ କରି ଛେଚା ଖାଇଲେ ବିବାହିତ ଯୁବକ । ଏପରି ଏକ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ । ଜଣେ ଅଙ୍ଗନୱାଡ କର୍ମୀଙ୍କୁ ପ୍ରେମ ନିବେଦନ କରିବାରୁ ଯୁବକଙ୍କୁ ଗାଁଲୋକ କାନ ଧରି ଉଠ୍ ବସ୍ କରାଇବା ସହ ନିର୍ଧୁମ ଛେଚିଥିଲେ । ସୂଚନା ଅନୁସାରେ ,…
Read More...