ମାନ୍ୟତାର ତଳକୁ ଖସିଲେ ସିନ୍ଧୁ

ନୂଆଦିଲ୍ଲୀ: ପିଭି ସିନ୍ଧୁଙ୍କ ବଡ଼ ଧରଣର ଅବନତି ପରିଲକ୍ଷିତ ହୋଇଛି । ପ୍ରକାଶିତ ବିଶ୍ବ ମାନ୍ୟତାରେ ସିନ୍ଧୁ ୫ ସ୍ଥାନରୁ ଖସି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ୨ ନମ୍ବର ମାନ୍ୟତା ପାଇଥିବା ସିନ୍ଧୁଙ୍କ ଗୋଇଠିରେ ଆଘାତ ଲାଗିବାରୁ ସେ ୫ ମାସ ଧରି ଖେଳଠୁ…
Read More...

ରଣବୀରଙ୍କ ସ୍ୱପ୍ନରେ ଆସନ୍ତି ମେସି

ଫୁଟବଲକୁ ନେଇ ଦୁର୍ବଳତା ରହି ଆସିଛି ରଣବୀର କପୁରଙ୍କ । ସେ ସିନେମା ସୁଟିଂରୁ ଟିକେ ବି ସମୟ ମିଳିବା ମାତ୍ରେ ରଣବୀର ମୁମ୍ବାଇର ସ୍ଥାନୀୟ ଫୁଟବଲ ପଡ଼ିଆରେ ମୁଭି ଦୁନିଆର ବଂଧୁମାନଙ୍କ ସହ ଖେଳିବାକୁ ପସନ୍ଦ କରିଥାନ୍ତି ଏବଂ ନିୟମିତ ଭାବେ ମଧ୍ୟ ଏହା କରିଥାନ୍ତି। ନିକଟରେ ରଣବୀର କିନ୍ତୁ ନିଜ…
Read More...

ମୁକୁଳା ଡ୍ରେନରେ ପଡି ଜଣେ ମୃତ

କଟକ: ମୁକୁଳା ଡ୍ରେନରେ ପଡି ଜଣେ ମୃତ । କଟକ ବାରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣଙ୍କର ମୃତ୍ୟୁ । କର୍ମଚାରୀ ଜଣଙ୍କ ଡ୍ରେନ ନିକଟରେ ସଫେଇ କରୁଥିବା ବେଳେ ଖସି ପଡି ମୃତ୍ୟୁ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ ମୁକୁଳା ଡ୍ରେନରେ ପଡି ୨ଜଣଙ୍କର ମୃତ୍ୟୁ ହେଲାଣି । ମୃତକ…
Read More...

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ

ଜାମ୍ମୁ: ଜାମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ଆଜି ଭୂସ୍କଳନ ହୋଇଛି । ଭୂସ୍କଳନ ପାଇଁ ୮ଜରଙ୍କ ମୃତ୍ୟୁ ହୋଇଛି । ସେହିଭଳି ମହାରଷ୍ଟ୍ରରେ ମଧ୍ୟ ବର୍ଷା ଜାରିରହିଛି । ସେଥିପାଇଁ ମହାବଳେଶ୍ୱର ଘାଟିରେ ପାହାଡ ଧସୁଥିବାର ଦେଥିବାକୁ ମିଳୁଛି । ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା…
Read More...

ରାଷ୍ଟ୍ରପତିଙ୍କ ଠାରୁ ଫଳକ ସହ ମାନପତ୍ର ଗ୍ରହଣ କଲେ ଜିଲ୍ଲାପାଳ

ରାୟଗଡ଼ା: ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ ଗ୍ରହଣ କରିଛନ୍ତି ଭୂମି ସମ୍ମାନ । ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କୁ ଭୂମି ସମ୍ମାନ ପ୍ରଦାନ…
Read More...

ଧୋନିଙ୍କ ଗ୍ୟାରେଜ ଦେଖି ମୁଣ୍ଡ ଘୂରେଇଯିବ

କ୍ୟାପଟେନ କୁଲ ତଥା ମହେନ୍ଦ୍ର ସିଂ ଧୋନୀ ତାଙ୍କ କ୍ୟାରିୟରରେ ବହୁ କିର୍ତ୍ତିମାନ ସ୍ଥାପନ କରିଛନ୍ତି । ଧୋନି ସବୁବେଳେ ତାଙ୍କ ଲାଇଫ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଧୋନି କାର ଓ ବାଇକକୁ ଭଲ ପାଇବା କଥା ଆମେ ସବୁବେଳେ ଶୁଣି ଆସୁଛୁ । ତେବେ ଅନେକ ସମୟରେ ଧୋନିଙ୍କର ବାଇକ ପ୍ରତି ଥିବା…
Read More...

ଉତ୍ତରା ଖଣ୍ଡରେ ଦୁର୍ଘଟଣା, କରେଣ୍ଟ ଲାଗି ୧୦ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟି ଦୁର୍ଘଟଣା ଘଟିଛିି । ଦୁର୍ଘଟଣାରେ କରେଣ୍ଟ ଲାଗି ୧୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଉତ୍ତରାଖଣ୍ଡର ବନ୍ୟା ବର୍ଷା ତାଣ୍ଡବ ଲାଗି ରହଥିବା ବେଳେ , ଅଳକା ନଦୀ ତଟରେ ଏହି ବଡ ଦୁର୍ଘଟଣା ଘଟିଛି । ତେବେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା…
Read More...

କ୍ରିପ୍ଟୋ ଓ ବୋନାମୀ ୟୁପିଆଇ ମାଧ୍ୟମରେ ଚାଲିଛି କଳାଧନ କାରବାର

ଭୁବନେଶ୍ୱର: କଳାଧନ ଆୟ କରିବାର ନୂଆ ଉପାୟ ଆପଣେଇଛନ୍ତି ଲାଞ୍ଚୁଆ ମାନେ । ଏବେ ଆଉ ସିଧା ସଲଖ ନେଉ ନାହାନ୍ତି ଲାଞ୍ଚ । ନୂଆ ଉପାୟ ଅରମ୍ଭ କରିଛନ୍ତି ଲାଞ୍ଚ ନେବାର ଡିଜିଟାଲ ପେମେଣ୍ଟ ଓ ବେନାମୀ ୟୁପିଆଇ ମାଧ୍ୟମରେ ବେନାମୀ ଆକାଉଣ୍ଟକୁ ଟଙ୍କା ନେଉଛନ୍ତି। । ଏପରିକି ସେମାନେ ଅନ୍ୟମାନଙ୍କ…
Read More...

୪୮ ଘଣ୍ଟାରେ ଲଘୁଚାପ, ୨୦ରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୁର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ । ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ କେନ୍ଦ୍ର କୁହାଯାଇଛି । ଏହା…
Read More...

ମିଛ ଫୋନ ପେ ଦେଖାଇ ଛୁ ମାରୁଥିଲେ ଯୁବତୀ, ଧରି ପକାଲଲେ ଦୋକାନୀ

ଭୁବନେଶ୍ୱର: ଫଳ ଦୋକାନକୁ ଆସିଲେ । ବାଛି ବାଛି ୩ କିଲୋ ସେଓ ବ୍ୟାଗରେ ଭର୍ତ୍ତି କଲେ । କ୍ୟାସ ନଥିବାରୁ ଫୋନ ପେ ଜରିଆରେ ଟଙ୍କା ଦେବାକୁ କହିଥିଲେ । ବାରକୋଡ ସ୍କାନରରେ ସ୍କାନ କଲେ , ଭିଡ ସୁଯୋଗରେ ପଳାଇଗଲେ । ଏପଟେ ଆକାଣ୍ଟକୁ ଟଙ୍କା ନ ଆସିବା ଜାଣି ଦୋକାନୀ ତାଙ୍କ ପିଛା କଲେ । ଅଧା ବାଟରେ…
Read More...