ଇଷାନ୍.. ଇଷାନ୍.. I LOVE YOU…

ଇଶାନ କିଶନ… ଏହି ନାମ ୱେଷ୍ଟଇଣ୍ଡିଜରେ ଖୁବ୍‌ ଚର୍ଚ୍ଚା ହେଉଛି ।ଟେଷ୍ଟ ସିରିଜରେ ଡେବ୍ୟୁ କରି ଅର୍ଦ୍ଧଶତକ ହାସଲ କଲେ। ଏହା ପରେ ବାମହାତୀ ବ୍ୟାଟ୍ସମ୍ୟାନ୍ ମଧ୍ୟ ODI ସିରିଜରେ ଅର୍ଦ୍ଧଶତକ ବର୍ଷା କରିଥିଲେ। ଏହି କାରଣରୁୱେଷ୍ଟଇଣ୍ଡିସରେ ଇଶାନ କିଶନଙ୍କ ଫଲୋର୍ସଙ୍କ ସଂଖ୍ୟା ବଢିଯାଇଛି।…
Read More...

ବିଜେବି କଲେଜରେ ଛାତ୍ର ଅଶାନ୍ତି ; କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ୱର: ରାଜଧାନୀର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଯାଇଛି ।କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏହି ଗଣ୍ଡଗୋଳରେ ୩ଜଣ ଛାତ୍ର ଆହତ ହୋଇଛନ୍ତି। ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ…
Read More...

ଗତକାଲି ହୋଇଥିବା ଟି-୨୦ ମ୍ୟାଚରେ ୧୪୫ ରନରେ ଭାରତକୁ ହରାଇଛି ଓ୍ଵେଷ୍ଟଇଣ୍ଡିଜ

ତ୍ରିନିଦାନ: ଗତକାଲି ହୋଇଥିବା ଟି-୨୦ ମ୍ୟାଚରେ ଭାରତକୁ ହରାଇଛି ଓ୍ଵେଷ୍ଟଇଣ୍ଡିଜ । କାଲି ଓ୍ଵେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଘରୋଇ ଇଣ୍ଡିଜ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଦଳ…
Read More...

ଜମି ମ୍ୟୁଟେସନ ପାଇଁ ୬ ହଜାର ଲାଞ୍ଚ ନେଇ ଧରାପଡିଲେ ଆରଆଇ

ଜଗତସିଂହପୁର: ଭିଜିଳାନ୍ସ ଜାଲରେ ଆରଆଇ । ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେଇ ଧରାପଡିଲେ ଏରସମା ସର୍କଲ ଗୋଡ଼ାର ଆରଆଇ ନୃସିଂହ ଚରଣ ରାଉତ। । ଜମି ମ୍ୟୁଟେସନ ପାଇଁ ୬ ହଜାର ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଜମି ମ୍ୟୁଟେସନ…
Read More...

ମୋଦୀ ସରନେମ ମାମଲା: ଅପମାନ ଜନକ ନୁହେଁ – ସୁପ୍ରିମକେର୍ଟ

ନୂଆଦିଲ୍ଲୀ: ମୋଦୀ ସରନେମକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାରେ ଆଶ୍ୱସ୍ତି । ସୁପ୍ରିମକେର୍ଟ କହିଛନ୍ତି ରାହୁଲଙ୍କ ମନ୍ତବ୍ୟ ଅପମାନ ଜନକ ନୁହେଁ । ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି…
Read More...

ବସ ଚଲାଇ ଚର୍ଚ୍ଚାରେ କେରଳ ଯୁବତୀ

ବର୍ତ୍ତମାନ ଝିଅ ମାନଙ୍କ ମଧ୍ୟରେ ଗାଡି ଚଳାଇବାର କ୍ରେଜ ଦେଖିବାକୁ ମିଳୁଛି । କିଏ ବାଇକ ଚଲାଉଛି ତ କିଏ କାର । ଆଜିର ସମୟରେ ଝିଅମାନେ କେବଳ ତାଙ୍କ ସୁବିଧା ପାଇଁ ଗାଡି ଚଲାଉ ନାହାନ୍ତି ବରଂ ଏଥିରେ କ୍ୟାରିଅର ବନେଇବା ପାଇଁ ମଧ୍ୟ ଗାଡ଼ି ଚଲାଉଛନ୍ତି । ସେଥିପାଇଁ ପ୍ଲେନ,ଟ୍ରେନ ଓ ଅଟେରିକ୍ସା…
Read More...

ଖୋଲିଲା ୫ଟି ଗେଟ୍, ସନ୍ଧ୍ୟା ସୁଦ୍ଧା ଖୋଲିବ ଆଉ ୫ଟି ଗେଟ୍

ସମ୍ବଲପୁର: ବର୍ଷକୁ ନେଇ ବଢୁଛି ହୀରାକୁଦ ଜଳ ଭଣ୍ଡାର । ଗତ ୨୪ ଘଣ୍ଟାରେ ବଢିଲା ୬ଫୁଟ ବୃଦ୍ଧି ପାଇଛି ଜଳସ୍ତର । ଗତକାଲି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୯ ଫୁଟ ଥିବାବେଳେ ଆଜି ତାହା ୬୧୫ ଫୁଟ ଅତିକ୍ରମ କରିଛି। ଦୃତ ଗତିରେ ବଢିଚାଲିଛି ଡ୍ୟାମର ପାଣି । ପ୍ରତି ସେକେଣ୍ଡରେ ଡ୍ୟାମ…
Read More...

ଆଗାମୀ ରଥଯାତ୍ରା ସମୟରେ ଖୋଲିବ ରତ୍ନଭଣ୍ଡାର, କମିଟିରେ ସୁପାରିଶ

ପୁରୀ:ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ । ଖୋଲିବାକୁ ସରକାରଙ୍କୁ ସୁପାରିଶ । ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟିର ନିଷ୍ପତି । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ସୁପାରିଶ କରାଗଲା । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା । ରତ୍ନଭଣ୍ଡାର ଖୋଲିବାର…
Read More...

ଗଛରେ ପିଟି ହୋଇ ଗୁରୁତର ଆହତ କାର ଚାଳକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଇପାସ ନିକଟରେ ଗଛରେ କାରପିଟି ହେବାରୁ ଗାଡିର ଚାଳକ ଗୁରୁତର ଆହତ ହୋଇମେଡିକାଲରେ ଭର୍ତି ହୋଇଛନ୍ତି। ଗୁରୁତର ଆହତ ଜଣକ କଟକ ଅଞ୍ଚଳର ଦେବାଶିଷ ବାରିକ। ସୂଚନା ଦେବାଶିଷ ତାଙ୍କର ବନ୍ଧୁମାନଙ୍କ ସହ ତାରିଣୀ ଦର୍ଶନ କରିବାକୁ ଆସିଥିଲେ।…
Read More...

ଲଗାଣ ବର୍ଷା ପ୍ରବାହ ଦାନା ପାଣି ଛଡାଇବା ସହ ଉଜୁଡ଼ାଇ ଦେଇଛି ସୁଖର ସଂସାର

ଦାନଗଦି: ଲଗାଣ ବର୍ଷା ପ୍ରବାହରୁ ଦାନଗଦି ବଜାର ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି । ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନର ସୁବିଧା ନଥିବାରୁ ରାସ୍ତା ମଝିରେ ନାଳ ପାଣି ଜମୁଛି ।ଏପଟେ ଦାନଗଦି ବ୍ଲକକୁ ସଂଯୋଗ କରୁଥିବା କେତେକ ଗାଁ ମଧ୍ୟ ଜଳବନ୍ଦୀ ଦେଖିବାକୁ ମିଳିଛି । ମାନଗୋବିନ୍ଦପୁରଠୁ…
Read More...