ଖୁବଶୀଘ୍ର ଗଠନ ହୋଇପାରେ ଓଡିଶା ବିଧାନ ପରିଷଦ

ପୁଣିଥରେ ଚର୍ଚ୍ଚାରେ ଓଡିଶା ବିଧାନପରିଷଦ ଗଠନ ପ୍ରସଙ୍ଗ । ଖୁବଶୀଘ୍ର ବିଧାନ ପରିଷଦକୁ ଅନୁମୋଦନ ମିଳିପାରେ ବୋଲି କୁହାଯାଇଛି । ଏଥିପାଇଁ ଶୀତ ଅଧିବେଶନରେ ସଂସଦରେ ବଲ୍ ଆଣିପାରନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏନେଇ ଆଲୋଚନା ଶେଷ ହୋଇଥିବା କୁହାଯାଉଛି । ତେବେ ବିଧାନ ପରିଷଦ…
Read More...

ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କଲେ ୫ଟି ସଚିବ ଭିବେ ପାଣ୍ଡିଆନ

ପୁରୀ: ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କଲେ ୫ଟି ସଚିବ ଭିବେ ପାଣ୍ଡିଆନ ।ସକାଳୁ ସେ ଶ୍ରୀମନ୍ଦିର ନିକଟରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପାର୍ଶ୍ଵ ଦେବାଦେବୀ ଦର୍ଶନ ଓ ବେଢା ପରିକ୍ରମା କରିଥିଲେ। ପରେ ବିମଳା ମନ୍ଦିର ଦର୍ଶନ କରି ସେ ଭୁବନେଶ୍ବର ଫେରିଥିଲେ। ଶ୍ରୀମନ୍ଦିର ମଧ୍ୟରେ…
Read More...

ହିମାଚଳ ପ୍ରଦେଶରେ ଭୟଙ୍କର ଅଘଟଣ, ଶିବ ମନ୍ଦିର ଦାବି ହୋଇ ୭ ମୃତ

ହିମାଚଳ: ହିମାଚଳ ପ୍ରଦେଶର ଶିମାଲାର ଭୟଙ୍କର ଅଘଟଣ । ପ୍ରବଳ ବର୍ଷା ପରେ ହେଲା ଭୂସ୍ଖଳନ । ଏହି ଭୂସ୍ଖଳନରେ ୫୦ରୁ ଅଧିକ ଲୋକ ଚାପି ହୋଇଥିବା କବର ମିଳିଛି । ଯେଉଥିରେ କି ୭ ଜଣ ଲୋକ ପ୍ରାଣ ହରାଇଥିଲେ । ତେବେ ୬ ଜଣ ଲୋକଙ୍କୁ ଉଦ୍ଧାରକାରୀ ଦଳ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥିଲା । କୁହାଯାଉଛି…
Read More...

ସାରା ଦେଶରୁ ୧୪୦ ଜଣ ଥିବା ବେଳେ ଓଡ଼ିଶାରୁ ୪ ଜଣ ପାଇବେ ପୋଲିସ ମେଡାଲ

ସାରା ଦେଶରୁ ୧୪୦ ଜଣ ଥିବା ବେଳେ ଓଡ଼ିଶାରୁ ୪ ଜଣ ପାଇବେ ପୋଲିସ ମେଡାଲ । ପଦକ ପାଇଁ ନାଁ ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ । ତଦନ୍ତର ଉକ୍ରର୍ଷିତା ପାଇଁ ୪ ପୋଲିସ ଅଫିସର ମନୋନୀତ ହେଇଛନ୍ତି ।ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି…
Read More...

5T ସଚିବଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ, ବିକାଶ କାର୍ଯ୍ୟର କରୁଛନ୍ତି ଅନୁଧ୍ୟାନ

ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ବାରିପଦାର ଛଉ ପଡ଼ିଆରେ ପହଞ୍ଚିବା ପରେ 5T ସଚିବଙ୍କୁ ରାକ୍ଷୀ ବାନ୍ଧିଲେ ସ୍ବୟଂ ସହାୟିକା । ମା’ଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିବା ସହ…
Read More...

ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଂଠନର ଇଙ୍ଗ ଘୋଷଣା ; ଅକ୍ଷୟଙ୍କୁ ଚାପୁଡା ମାରିଲେ ୧୦ ଲକ୍ଷ ପୁରସ୍କାର

ଅକ୍ଷୟ କୁମାରଙ୍କ ଅଭିନୀତ ବଲିଉଡ ଫିଲ୍ମ ଙଗଏ-୨ ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମଟି ରିଲିଜ ହେବାପରଠାରୁ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଫିଲ୍ମଟି ଆସିବା ଆଗରୁ ବହୁ ବିବାସ ଦେଖିବାକୁ ମିଳିଥିଲା । ଏବେ ଫିଲ୍ମକୁ ନେଇ ଆଗ୍ରାର ଏକ ହିନ୍ଦୁ ସଙ୍ଗଠନ ରାଷ୍ଟ୍ରୀୟ ହିନ୍ଦୁ…
Read More...

ମୃତକଙ୍କ ପରିବାରକୁ ସାନଭି ସେବା ଟ୍ରଷ୍ଟ ପକ୍ଷରୁ ସୟତା ପ୍ରଦାନ

ରୋଗ ଯନ୍ତ୍ରଣାରେ ଜର୍ଜରିତ ହୋଇ ଶେଷରେ ମୃତ୍ୟୁ ବରଣ  କରୁଛନ୍ତି। ସେଥିପାଇଁ ପରିବାର ବର୍ଗଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସୁଦୂର କେଂଧୁଝର ଅଂଚଳର ହାଟଡ଼ିହି  ଠାରରେ ଗଡି ଉଠିଥିବା ସ୍ବେଛାସେବୀ ସଂଗଠନ ସାନଭି ସେବା ଟ୍ରଷ୍ଟ।କୋରେଇ ବ୍ଲକ ଗୋଳେଇପୁର ପଂଚାୟତର ହାଟସାହି ଗ୍ରାମର …
Read More...

ରାଜଧାନୀରେ ବୁଲିଲା ଖଣ୍ଡା , ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

ଭୁବନେଶ୍ୱର:ରାଜଧାନୀରେ ଦିନ ଦ୍ୱିପ୍ରହରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ୪ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି । ଯୁବକଙ୍କୁ ଖଣ୍ଡା ଓ କଟୁରିରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ। ଗୁରୁତର ଯୁବକକଙ୍କୁ ଉଦ୍ଧାର କରି କ୍ୟାପିଟାଲ…
Read More...

ବକ୍ସ ଅଫିସରେ ଧୁମ ମଚାଉଛି ‘ଗଦର ୨’

ବଲିଉଡ ସୁପରଷ୍ଟାର ସନି ଦେଓଲ ଓ ଅମିଷା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର ୨’ ରିଳଜକୁ ହେବା ଠାରୁ ବହୁ ଚର୍ଚ୍ଚାରେ ରହିଛି । ଗତ କାଲି ରିଲିଜ ହୋଇଥିବା ‘ଗଦର ୨’ ପ୍ରଥମ ଦିନର ରୋଜଗାର ବି ଜବରଦସ୍ତ ହୋଇଛି । ‘ଗଦର ୨’ ପ୍ରଥମ ଦିନରେ ପ୍ରାୟ ୪୦ କୋଟି ରୋଜଗାର କରିଛି । ୨୨ ବର୍ଷ ପରେ ପୁଣି ସନି…
Read More...

ଆକ୍ସନ ମୋଡରେ ଅବକାରୀ ବିଭାଗ: ଡ୍ୟାନ୍ସ ବାରରେ ନାବାଳିକା ନିୟୋଜିତ ଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଶୁଭଲକ୍ଷ୍ନୀଙ୍କ ଆତ୍ମହତ୍ୟା ମାମଲା ପରେ ଆକ୍ସନ ମୋଡରେ ଅବକାରୀ ବିଭଗ । ଏଣିକି ବାରରେ ନବାଳିକା ନିୟେଜିତ କରିଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅବକାରୀ ବିଭାଗ ଗଠନ କଲା ସ୍ଵତନ୍ତ୍ର ସ୍କ୍ୱାର୍ଡ । ଖୁବ ଶୀଘ୍ର ରାଜଧାନୀରେ ଥିବା ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢାଉ ।…
Read More...