୨୦୨୪ରେ ଟିମ ଇଣ୍ଡିଆକୁ ନାହିଁ ଆରାମ

ଆରମ୍ଭ ହେଲା ନୂଆ ବର୍ଷ । ଧୁମଧାମରେ ୨୦୨୩କୁ ବିଦାୟ ଦେଇ ନୂଅ ବର୍ଷକୁ ସ୍ୱାଗତ ଜଣାଇଛନ୍ତି ଲୋକ । ସେହିପରି ଭାରତୀୟ କ୍ରିକେଟ ଟିମ ମଧ୍ୟ ନୂଆ ବର୍ଷ ପରେ ନିଜ ବର୍ଷ ଯାକର ମ୍ୟାଚ ସୂଚୀ ପାଇଁ ପ୍ରସ୍ତୁତି ହୋଇଯାଇଛି । ଟିମ ଇଣ୍ଡିଆ ୨୦୨୩ର ଆରମ୍ଭ ବିଜୟ ସହ କରିଥିଲା । ହେଲେ ଅନ୍ତ କିନ୍ତୁ…
Read More...

ଅଙ୍ଗନୱାଡି କର୍ମୀଙ୍କ ଅବସର କାଳୀନ ସମ୍ଵର୍ଦ୍ଧନା ଅନୁଷ୍ଠିତ

ଟିଟିଲାଗଡ (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କନ୍ଧକେଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲିଆ ଦର୍ହ ଗ୍ରାମ ରେ ୧୯୯୩ ମସିହା ଠାରୁ ଶ୍ରୀମତି ଲିଲାବତୀ ମେହେର  ଅଙ୍ଗନୱାଡି  କର୍ମୀ ଭାବରେ ସୂଚାରୁ ଭାବରେ  କାର୍ଯ୍ଯ ତୁଳା ଆସୁଥିଲେ । ସେ ଜଣେ ମିଷ୍ଟା ଭାସି ,ପରୋଉପକାରି…
Read More...

ଆଧୁନିକ ଭିତ୍ତିଭୂମି କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ , ମେଟ୍ରୋ ରେଲ୍ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ…

ଭୁବନେଶ୍ବର : ପରିବହନ କ୍ଷେତ୍ରରେ  ଆରମ୍ଭ  ହେବ  ନୂଆ ଯୁଗ । focus  କମ୍  ସମୟ କମ୍ ଖର୍ଚ୍ଚରେ  ସୁରକ୍ଷିତ  ଯାତ୍ରା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍‌ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ…
Read More...

କଣିହାଁରେ ଅଣ ସଂଗଠିତ ଶ୍ରମିକ ମାନଙ୍କ ବିଶାଳ ସମାବେଶ

କଣିହାଁ : କଣିହାଁ ବ୍ଲକ୍ ରାମ ମନ୍ଦୀର ଠାରୁ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଅଣ ସଂଗଠିତ ଶ୍ରମିକମାନଙ୍କ ବିଶାଳ ସମାବେଶ । ଶ୍ରମିକ ନେତା ଦେବାଶିଷ ଘୋଷ ରାଷ୍ଟ୍ରୀୟ ମଜଦୂର ସଙ୍ଘର ଅନୁଗୋଳ ସଭାପତି ଦିଗାମ୍ବର ଗଡ଼ନାୟକ ଓ କଂଗ୍ରେସ ନାରୀ ନେତ୍ରୀ ସସ୍ମିତା ବେହେରା ନେତୃତ୍ୱରେ ବାହାରି କଣିହାଁ…
Read More...

ହାଇଟେକ୍ ମେଡିକାଲରେ ଅଗ୍ନିକାଣ୍ଡ , ସ୍ବାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

ଭୁବନେଶ୍ୱର : ସ୍ବାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା। ସ୍ବାମୀ ଦିଲ୍ଲୀପ ସାମନ୍ତରାୟ, ହାଇଟେକ୍ ମେଡିକାଲରେ କାର୍ଯ୍ୟରତ ଅବସ୍ଥାରେ ଅଗ୍ନିକାଣ୍ଡ ଘଟି ଗୁରୁତର ଆହତ ହୋଇଥିଲେ । ଗତ କାଲି ଦିଲ୍ଲୀପର ମୃତ୍ୟୁ ଘଟିଥିଲା । ସ୍ବାମୀର  ମୃତ୍ୟୁ ପରେ ସ୍ତ୍ରୀ ମ୍ରିୟମାଣ ହୋଇ ନିଜ ବାପ ଘରେ…
Read More...

ପରିତ୍ୟକ୍ତ କୂଅରୁ ଗଳିତ ମୃତ ଦେହ ଉଦ୍ଧାର

ବୋରିଗୁମ୍ମା ଦୁବୁଲି ନିକଟର ଏକ ଜଙ୍ଗଲ ମଧ୍ୟରେ ରହିଥିବା ପରିତ୍ୟକ୍ତ କୂଅରୁ ଉଦ୍ଧାର କରାଯାଇଛି ଗଳିତ ମୃତ ଦେହ।ସୂଚନା ଅନୁଯାୟୀ ଉମେଶ ୟାଦବ ବୟସ ୩୨ ବିହାର ଅଞ୍ଚଳର ଜଣେ ଯୁବକ ବିହାରୀ ମଦ ଭାଟିରେ ଗତ ଚାରି ମାସ ଧରି କାର୍ଯ୍ୟ କରୁଥିଲେ।ଗତ ଡିସେମ୍ବର ମାସ ୩୦ ତାରଖରୁ ନିଖୋଜ ଥିଲେ।ଏ…
Read More...

କାର୍‌ ଓ ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ସେମିଳିଗୁଡ଼ା (ଦଶରଥ ମାଛ) : କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ କକ୍ରିଗୁଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ।ତେବେ ଏହି ଘଟଣା ଘଟିଛି ସେମିଳିଗୁଡ଼ା ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥର କକ୍ରିଗୁଡ଼ା ଛକରେ। ସୂଚନା ଅନୁଯାୟୀ,କକ୍ରିଗୁଡ଼ା ଛକ…
Read More...

ନୂଆବର୍ଷରେ ଓଡିଶାବାସୀଙ୍କୁ ନବୀନଙ୍କ ଭେଟି , ବାରଙ୍ଗରେ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ : ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ସତ ହେବ ଓଡ଼ିଶାବାସୀଙ୍କ ସ୍ୱପ୍ନ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ ପଟ୍ଟନାୟକ ।ବାରଙ୍ଗ ରାତାଗଡ ଲେଙ୍କାସାହିରେ ପହଞ୍ଚିଥିଲେ…
Read More...

ନୂଆବର୍ଷରୁ ଏସି ସେଡ୍ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ପୁରୀରେ ଜୋରସୋରରେ ଚାଲିଛି ଏସି ସେଡ ନିର୍ମାଣ କାମ । ନୂଆ ବର୍ଷରୁ ଏହି ଏସି ସେଡ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । ଏଥି ପାଇଁ ଆସନ୍ତା କାଲି ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ବର୍ଷରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ…
Read More...

“ପ୍ଲାଷ୍ଟିକ୍ ମୁକ୍ତ ପିକନିକ ‘ ପାଇଁ ରାଜ୍ୟ ସରକାରଙ୍କ ଆହ୍ୱାନ

ଭୁବନେଶ୍ୱର : ୩୦ ଡିସେମ୍ବର ୨୦୨୩: ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି । ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ ସଚତେନତା କାର୍ଯ୍ୟକ୍ରମ - "ପ୍ଲାଷ୍ଟିକ୍ ମୁକ୍ତ ପିକନିକ' ।…
Read More...