ରଶ୍ମିକାଙ୍କ ଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକକୁ ଚିହ୍ନଟ କଲା ପୋଲିସ
ନୂଆଦିଲ୍ଲୀ: ନିକଟରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ପରେ ଭିଡିଓଟି ମିଛ ବୋଲି ରଶ୍ମିକା ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ। ତେବେ ଏହି ଭିଡିଓକୁ ନେଇ ଆଜି ଆଉ ଏକ କଥା ସାମ୍ନାକୁ ଆସିଛି । ଭିଡିଓକୁ ନେଇ…
Read More...
Read More...