ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି ସିଂହୀ ‘ବିଜଲୀ’
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଲେ ନୂଆ ଅତିଥି । ଖୁସିରେ ଝୁମିଲେ ପ୍ରାଣୀଉଦ୍ୟାନର ସଦସ୍ୟ । କାରଣ ଚତୁର୍ଥ ଥର ପାଇଁ ମା’ ହୋଇଛି ସିଂହୀ ‘ବିଜଲୀ’ । ସିଂହ ‘ସମ୍ରାଟ’ ସହ ମିଳନ ପରେ ଗର୍ଭବତୀ ହୋଇଥିଲା ‘ବିଜଲୀ’ । ଏବେ ୫ଟି ଶାବକ କୁ ଜନ୍ମ ଦେଇଥିବା ବେଳେ ଉଭୟ ମା’ ଓ…
Read More...
Read More...