ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ ହୋଇଛି | ଏହାରି ମଧ୍ୟରେ କାନପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଭାରତର ବିଜୟ ପରେ ତୁରନ୍ତ ଦ୍ୱିତୀୟ ଟେଷ୍ଟ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ପ୍ରକାଶ ଯେ, ଭାରତ ଏବଂ…
Read More...

ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଢ଼େଙ୍କାନାଳ : ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକ ମୃତ। ମୃତ ଯୁବକ ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ରାଶୋଳ ଥାନା ଜରଡ଼ା ପଞ୍ଚାୟତ ଠେଙ୍ଗା ଗ୍ରାମର ୩୫ ବର୍ଷୀୟ ବିପିନ୍ ଖମାରୀ। ତେବେ ବନ୍ଧ ରେ ଗାଧୋଇବା ବେଳେ ପାଣିରେ ବୁଡି ଯାଇଥିଲେ ଯୁବକ। ତେବେ ସ୍ଥାନୀୟ ଲୋକମାନେ ଗୁରୁତର…
Read More...

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ

ଚେନ୍ନାଇ : ଭାରତ ଜିତିଲା ପ୍ରଥମ ଟେଷ୍ଟ | ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା ସହ ୨୮୦ ରନ୍‌ରେ ହାରିଲା ବାଂଲାଦେଶ | ଫଳରେ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳରେ ଭାରତ ୧-୦ରେ ଆଗୁଆ ହୋଇଛି। ତେବେ ପ୍ରଥମେ ଟସ ଜିତି…
Read More...

ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁରରେ ବିକାଶ ମେଳା ମହାସମାରୋହ

ସୋନପୁର ( ଓମ ପ୍ରକାଶ ) : ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁରରେ ବିକାଶ ମେଳା ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ପ୍ରଗତିର ନୂତନ ସୂର୍ୟୋଦୟ - ୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ, ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଓ ବିକାଶ ମେଳା ଉଦଘାଟିତ ହୋଇଯାଇଛି।…
Read More...

ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ

ବ୍ୟୁରୋ : ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ । ବିଜୟର ଦ୍ବାରଦେଶରେ ଟିମ ଇଣ୍ଡିଆ । ଜିତିବାକୁ ଭାରତକୁ ଦରକାର ଆଉ ୬ ୱିକେଟ । ବାଂଲାଦେଶକୁ ବିଜୟ ପାଇଁ ଆବଶ୍ୟକ ୩୫୭ । ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ପାଖାପାଖି ୬୩୪ ଦିନ ପରେ ଟେଷ୍ଟ୍…
Read More...

ଭରତପୁର ଥାନା ମାମଲା : ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାମଲାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କହିଛନ୍ତି ସରକାର ସଚେତନ ଅଛନ୍ତି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ…
Read More...

ତିନି ଦିନ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ

ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଆସନ୍ତା ସେପ୍ଟେମ୍ବର 21,22 ଏବଂ 23 ତାରିଖ ତିନି ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଦିନ 2 ଟାରୁ ସନ୍ଧ୍ୟା 6 ଟା ଯାଏଁ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି l ଆସନ୍ତା ସେପଟେମ୍ବର 24…
Read More...

ପାଗଳ ମାଙ୍କଡ଼ ଆତଙ୍କ, ବୃଦ୍ଧ ଆହତ

ଟାଙ୍ଗି/ରାକେଶ ଜଗଦେବ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରି ଓରଡ଼ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ | ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ଆକ୍ରମଣ କଲା ମାଙ୍କଡ଼ | ମାଙ୍କଡ଼ ଆକ୍ରମଣରେ ବୃଦ୍ଧଙ୍କର କାନ ଛିଣ୍ଡିଲା | ଗୁରୁତର ଅବସ୍ଥାରେ ବୃଦ୍ଧ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…
Read More...

ମାସ ମାସ ଧରି ପୋଷ୍ଟ ଅଫିସକୁ ଯାଉନାହାନ୍ତି ପୋଷ୍ଟ ମାଷ୍ଟର

କଳାହାଣ୍ଡି : ମାସ ମାସ ଧରି ପୋଷ୍ଟ ଅଫିସକୁ ଯାଉନାହାନ୍ତି ପୋଷ୍ଟ ମାଷ୍ଟର l ପୋଷ୍ଟ ଅଫିସ କାମ ଛାଡି ଡାକ୍ତର ସାଜି ବୁଲୁଛନ୍ତି ପୋଷ୍ଟ ମାଷ୍ଟର ବାବୁ l ଏଭଳି ଘଟଣା ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଠାରେ, ସୂଚନା ଅନୁସାରେ ଆଜକୁ ପ୍ରାୟ ସାତ ଆଠ ମାସ ଧରି ପୋଷ୍ଟ…
Read More...

ସେପ୍ଟେମ୍ବର ୨୩ରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୩ ତାରିଖ ସୁଦ୍ଧା ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ସମ୍ଭବତଃ ମିଆଁମାର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୪୮ ଘଣ୍ଟା ମଧ୍ୟରେ ପାରାଦ୍ବୀପ ପାଖାପାଖି ଓଡ଼ିଶା ଉପକୂଳରେ ପହଞ୍ଚିବ। ପରବର୍ତ୍ତୀ ୧୨ରୁ ୨୪ ଘଣ୍ଟା ମଧ୍ୟରେ ପ୍ରାୟତଃ…
Read More...