ୟୁସିସିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ଅକାଳୀ ଦଳ

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପୁରୁଣା ସହଯୋଗୀ ଅକାଳୀ ଦଳ ସମାନ ନାଗରିକ ସଂହିତା ବା ୟୁସିସିକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ ସମ୍ବିଧାନରେ ଯାହାର ବ୍ୟବସ୍ଥା ନାହିଁ ତାହାକୁ ଆଣିବାକୁ କାହିଁକି ଉଦ୍ୟମ କରାଯାଉଛି । ଏହା…
Read More...

ବ୍ରିଟେନରେ ହେବ ଟାଟା ଗ୍ରୁପର ପ୍ରଥମ ଗିଗାଫ୍ୟାକ୍ଟ୍ରି

ଲଣ୍ଡନ :   ଟାଟା ଗ୍ରୁପ୍ ଇଂଲଣ୍ଡର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବିଶାଳ ଇଲେକ୍ଟ୍ରିକ୍ ଯାନ ବ୍ୟାଟେରି କାରଖାନା ସ୍ଥାପନ କରିବାକୁ ଯୋଜନା କରୁଛି। କଂପାନି ସେଥିରେ ୫୨୦ ନିୟୁତ ଡଲାର ନିବେଶ କରିବ ଯାହା ମାଧ୍ୟମରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଉଭୟ କଂପାନି ଓ ବ୍ରିଟେନ୍…
Read More...

ଦୁବାଇରେ ସର୍ବସାଧାରଣ ସ୍ଥାନରେ ଚିତ୍କାର କରି ଜେଲ ଗଲେ ଆମେରିକୀୟ ଯୁବତୀ

ଆବୁଧାବି: ସର୍ବସାଧାରଣରେ ଚିତ୍କାର କରିଥିବା ଅଭିଯୋଗରେ ଆମେରିକାର ଟେକ୍ସାସ୍ ଅନ୍ତର୍ଗତ ହଷ୍ଟନରୁ ଆସିଥିବା ଜଣେ ଯୁବତୀଙ୍କୁ ଦୁବାଇରେ ଜେଲଦଣ୍ଡାଦେଶ ଦିଆଯାଇଛି । ଟିଏରା ୟଙ୍ଗ୍ ଆଲେନ୍ ନାମ୍ନୀ ଏହି ଯୁବତୀ ୨ ମାସ ହେବ ସେଠାରେ ଅଟକ ରହିଛନ୍ତି । ତାଙ୍କର ପାସପୋର୍ଟ ବି ଜବତ କରାଯାଇଛି।…
Read More...

ଜିମରେ ବ୍ୟାୟାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗି ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ଜିମରେ ବ୍ୟାୟାମ କରୁଥିବା ବେଳେ ଗଲା ଜୀବନ। ଦିଲ୍ଲୀରେ ରହୁଥିବା ଜଣେ ଯୁବକ ଜିମର ଟ୍ରେଡମିଲ ଉପରେ ବସିଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ହୃଦୟ ବିଦାରକ ଘଟଣା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଛି । ମୃତ ବ୍ୟକ୍ତିଙ୍କ ବୟସ ୨୪ ବର୍ଷ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ୯୦ ମିଲିୟନ ଟ୍ୱିଟର ଫଲୋୟର୍ସ

ନୂଆଦିଲ୍ଲୀ:  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଟପିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ମୋଦିଙ୍କ ଟ୍ଵିଟର ଫଲୋୟର୍ସ ୯୦ ମିଲିୟନ ଅତିକ୍ରମ କରିଛି । ସୋସିଆଲ ମିଡିଆ ପ୍ରସାରଣର ଏକ ଅଂଶ ଭାବେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ…
Read More...

ପୁଟିନଙ୍କୁ ଗିରଫ କରିବା ଯୁଦ୍ଧ ଘୋଷଣା କରିବା ସହ ସମାନ: ସିରିଲ ରାମଫୋସା

ପ୍ରିଟୋରିଆ:  ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯଦି ଦକ୍ଷିଣ ଆଫ୍ରିକା ଗସ୍ତ କରନ୍ତି ତେବେ ସେଠାରେ ତାଙ୍କୁ ଗିରଫ କରାଯାଇପାରିବ ନାହିଁ। କାରଣ ତାଙ୍କୁ ଗିରଫ କରିବା ରୁଷ୍ ସହ ଯୁଦ୍ଧ ଘୋଷଣା କରିବା ସହିତ ସମାନ ବୋଲି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା କହିଛନ୍ତି।…
Read More...

ଅହମଦାବାଦ ହିଟ୍ ଆଣ୍ଡ ରନ୍ ଘଟଣାରେ ୯ଜଣଙ୍କ ମୃତ୍ୟୁ

ରିପୋଟର୍ସ ଟୁଡେ ବ୍ୟୁରୋ:  ଦୁର୍ଘଟଣା ଦେଖିବା ବେଳେ ଘଟିଲା ଦୁର୍ଘଟଣା । ଗୁଜରାଟ ଅହମଦାବାଦରେ ହିଟ୍ ଆଣ୍ଡ ରନ ଘଟଣାରେ ଏକ ମାମଲା ସାମ୍ନାକୁ ଆସିଛି । ସରଖେଜ-ଗାନ୍ଧୀନଗର ଜାତୀୟ ରାଜପଥରେ ଥିବା ଇସ୍କନ ଫ୍ଲାଏଓଭରରେ ଘଟିଥିବା ଏକ ଦୁର୍ଘଟଣା ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏହି ସମୟରେ…
Read More...

ମଣିପୁର ବର୍ବରତାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ରିପୋଟର୍ସ ଟୁଡେ ବ୍ୟୁରୋ:  ମଣିପୁରର କୁକି ସମୁଦାୟର ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ମହିଳାଙ୍କ ସହ ଯାହା ହେଲା ତାହାକୁ କେବେ ବି…
Read More...

ଜେନେରାଲ କୋଚ୍ ଯାତ୍ରୀଙ୍କୁ ମିଳିବ ୨୦ ଟଙ୍କାରେ ମିଲ୍, ୩ ଟଙ୍କାରେ ପାଣି

ରିପୋଟର୍ସ ଟୁଡେ ବ୍ୟୁରୋ:  ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏବେ ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ଓ ଶସ୍ତାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦେବ ରେଳ ବିଭାଗ । ଷ୍ଟେସନର ପ୍ଲାଟଫର୍ମ ନିକଟରେ ଯେତେବେଳେ ଟ୍ରେନ ଲାଗିବ…
Read More...

ଭାରତରେ ନିର୍ମିତ ହେଲା ବିଶ୍ୱର ସର୍ବବୃହତ ବାଣିଜ୍ୟ କେନ୍ଦ୍ର

ସୁରଟ:  ଏବେ ବିଶ୍ୱ ଦେଖିବ ସବୁଠାରୁ ବଡ଼ ଅଫିସ ବିଲ୍ଡିଂ । ଦୁନିଆର ସବୁଠାରୁ ବଡ଼ ଅଫିସ ବିଲ୍ଡିଂ ବର୍ତ୍ତମାନ ଭାରତରେ ଦେଖାଦେବ । ୮୦ ବର୍ଷ ଧରି ପେଣ୍ଟାଗନ୍ ବିଶ୍ୱର ସର୍ବବୃହତ ବିଲ୍ଡିଂ ଥିଲା । ଏବେ ସେହି ଟାଇଟଲ୍ ଗୁଜୁରାଟର ସୁରଟରେ ଥିବା ଏକ ବିଲ୍ଡିଂ ନେବାକୁ ଯାଉଛି । ଏହି ବିଲ୍ଡିଂରେ ଏକ…
Read More...