ନିଶା ହେଲା କାଳ: ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ

ଭଦ୍ରକ:  ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା । ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ୮ ବର୍ଷର ପୁଅ ଉତ୍ପଳ…
Read More...

ନାଁ ବଦଳାଇଲା ବନ ବିଭାଗ: ଡିଅର ପାର୍କରୁ ହେଲା ସମ୍ବଲପୁର ଚିଡ଼ିଆଖାନା

ସମ୍ବଲପୁର: ମୋତିଝରଣସ୍ଥିତ ଡିଅର ପାର୍କର ନାଁକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହା ‘ଡିଅର ପାର୍କ ଓ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ଥିବା ବେଳେ ବନ ବିଭାଗ ଏବେ ଏହାର ନାଁକୁ ପରିବର୍ତ୍ତନ କରି ‘ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ର’ ଭାବେ ନାମିତ କରିଛି। ୧୯୮୦ ମସିହାରେ ଏହାକୁ…
Read More...

କଂଗ୍ରେସରେ ମିଶିଲେ ୪ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର:  କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ରବିବାର ଦିନ କଂଗ୍ରେସରେ ଯୋଗଦେଇଛନ୍ତି। ସେମାନେ ହେଲେ ଏମଏସଏମଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାସ, ଇସ୍ପାତ ଓ ଖଣି ବିଭାଗର ପୂର୍ବତନ ସ୍ବତନ୍ତ୍ର ସଚିବ ବିଶ୍ୱନାଥ ଆଚାର୍ୟ୍ୟ,…
Read More...

କର୍ତ୍ତବ୍ୟରେ ଅବହେଳା ଓ ଲାଞ୍ଚ ନେବା ମାମଲାରେ ଜୱାନ ନିଲମ୍ବିତ

ପୁରୀ/ ସଞ୍ଜୟ ମହାପାତ୍ର:   ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟ ଘଟଣାରେ ଜଣେ ଆଇଆରବି ଜୱାନ ନିଲମ୍ବିତ । ଆଜି ଶ୍ରୀଜଗନ୍ନାଥ ମନ୍ଦିରର ପଶ୍ଚିମଦ୍ୱାରରେ ସୁଭାଶିଷ ଦାସ ନାମକ ଜଣେ 3rd IR. Bn. କୋରାପୁଟର ସିପାହୀ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା କରି ଜନୈକ ଯାତ୍ରୀ ଗୁମାସ୍ତାଙ୍କ ଠାରୁ ଟଙ୍କା…
Read More...

ଅବକାରୀ ବିଭାଗ ତରଫରୁ ଛଢାଉ: ୩୫ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ:   ଦିନକୁ ଦିନ ଚୋରା ମଦ କାରବାର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ ସ୍ଥାନରେ ବୃଦ୍ଧିପାଉଛି । ଯାହାଫଳରେ ସାମାଜିକ ସୁସ୍ଥ ପରିବେଶ ଦିନକୁ ଦିନ ଅଶାନ୍ତ ହେଉଛି । ବେଆଇନ ମଦ ବିକ୍ରି, ମଦ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗର କଠୋର କାର୍ଯ୍ୟନୁଷ୍ଠାନ ।…
Read More...

ବୈଦୁର୍ଯ୍ୟ ଖଣି ଖନନ ନେଇ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଷମକଟକ/ ରବିନ୍ଦ୍ର କୁମାର ସାହୁ:  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡାଠାରେ ରହିଥିବା ବୈଦୁର୍ଯ୍ୟ (ରତ୍ନ ପଥର) ଖନନ ନିମନ୍ତେ ପ୍ରଶାସନ ତରଫରୁ ଆଜି ଜନଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଖଣିକୁ ମେସର୍ସ ବଜରଙ୍ଗିଲାଲ ଗୁପ୍ତା ୫୦ ବର୍ଷ ପାଇଁ ଲିଜ୍…
Read More...

ରାଜ୍ୟ ସ୍ତରୀୟ Under 19 ବ୍ୟାଟମିଣ୍ଟନ  ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପୌରପରିସଦ ସମ୍ମିଳନୀ କକ୍ଷରେ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ Under 19 ବ୍ୟାଟ ବିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକକୁ ପୌରପରିସଦ ଅଧକ୍ଷ ସୁବାସ ଚନ୍ଦ୍ର ପଲେଇ ସଭାପତିତ୍ୱ କରିଥିବା ବେଳେ…
Read More...

CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଏଣିକି CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା…
Read More...

କେନାଲରେ ଭାସୁଛି ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅନୁଗୁଳ/ ସୁଧାକର ସାହୁ:   ଆଜି ସକାଳୁ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ତାଳଚେର ଚାଳିଆକୁଟା ନିକଟରେ ଥିବା କେନାଲରେ ଏକ ଶବ ଭାସୁଥିବାର ଦେଖିବାକୁ ମିଳିଛି । ସକାଳେ ଲୋକମାନେ ଗାଧୋଇବା ପାଇଁ କେନାଲକୁ ଯିବା ସମୟରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ତେବେ ତାଳଚେର ସଦର…
Read More...

ସୋରୋ ରେଳ ଷ୍ଟେସନରେ ଅଘଟଣ: ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ

ସୋରୋ:  ପିଛା ଛାଡ଼ୁନି ରେଳ ଅଘଟଣ । ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ବିଷୟରେ ଶୁଣିବାକୁ ମିଳୁଛି । ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରୋ ରେଳ ଷ୍ଟେସନରେ । ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ । ଷ୍ଟେସନରେ ୧୦ଟି ବଗିକୁ ଛାଡ଼ି ପଳାଇଲା ରେଳ ଇଞ୍ଜିନ । ପ୍ରାୟ ୨୫ ମିନିଟ୍ ପରେ ବଗି…
Read More...