ଆଇନଶୃଙ୍ଖଳା ନେଇ ନବୀନଙ୍କ ଗଭୀର ଉଦ୍ବେଗ, ଶାନ୍ତିଶୃଙ୍ଖଳା ବଜାୟ ରକ୍ଷା ପାଇଁ କଲେ ଅନୁରୋଧ
କଟକ: ଆଇନଶୃଙ୍ଖଳା ନେଇ ବିରୋଧୀଦଳ ନେତା ନବୀନଙ୍କ ଗଭୀର ଉଦ୍ବେଗ । କଟକରେ ଶାନ୍ତିଶୃଙ୍ଖଳା ବଜାୟ ରକ୍ଷା ପାଇଁ ଅନୁରୋଧ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ସେପଟେ କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।…
Read More...
Read More...