ଆସନ୍ତା ୨୮ରେ ବାର ଆସୋସିଏସନ ନିର୍ବାଚନ, ମତଦାନ କରିବେ ୩୮ ହଜାରରୁ ଅଧିକ ଆଇନଜୀବୀ

Bhubaneswar: ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ Odisha State Bar Council (OSBC) ଅଧ୍ୟକ୍ଷ Sitanshu Mohan Dwibedi ସୂଚନା ଦେଇଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର ଆସୋସିଏସନରେ ଏହି ନିର୍ବାଚନ ହେବ।…
Read More...

ମଧ୍ୟପ୍ରାଚ୍ୟ ସମସ୍ୟା ମଧ୍ୟରେ ଇରାନ ସହ ୩ ପର୍ଯ୍ୟାୟ ଆଲୋଚନା: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଅଶାନ୍ତି ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ତାଙ୍କ ଇରାନୀ ପ୍ରତିପକ୍ଷଙ୍କ ମଧ୍ୟରେ ଗତ କିଛି ଦିନ ମଧ୍ୟରେ ତିନୋଟି ପର୍ଯ୍ୟାୟର ଆଲୋଚନା ହୋଇଥିବା କଥା MEA ଗୁରୁବାର ସୂଚନା ଦେଇଛି। MEA ଅନୁସାରେ, ଏହି ଆଲୋଚନାରେ ମଧ୍ୟପ୍ରାଚ୍ୟର…
Read More...

ପ୍ରତିରକ୍ଷା ଚୁକ୍ତି ନେଇ ଚର୍ଚ୍ଚା ମଧ୍ୟରେ ସାଉଦି ଆରବ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ନୂଆଦିଲ୍ଲୀ :ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହେବାଜ୍ ସରିଫ୍ ଗୁରୁବାର ଏକ ସରକାରୀ ଗସ୍ତରେ ସାଉଦି ଆରବରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ନେଇ ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚା ବଢ଼ିଛି। ସୂଚନା ଅନୁସାରେ, ପାକିସ୍ତାନ ଏବଂ…
Read More...

ଆୟ ବହିର୍ଭୂତ ସମ୍ପତି ମାମଲାରେ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟ ଭିଜିଲାନ୍ସ ହାତରେ ଗିରଫ

ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କଟକ ଜିଲ୍ଲାର କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସୂଚନା ଅନୁସାରେ, ବୁଧବାର ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପ୍ରସନ୍ନ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ଠୁଳ…
Read More...

ରାଜ୍ୟରେ ୧୩ ଆଇଏଏସ ଅଫିସରଙ୍କ ଅଦଳବଦଳ, ୨୦୨୨ କ୍ୟାଡରର ୫ ଅଧିକାରୀ ଉପଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ଵର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ପରିବର୍ତ୍ତନ କରିଛନ୍ତି। ମୋଟ ୧୩ ଜଣ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ପଦବୀ ଓ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରୁ ୨୦୨୨ କ୍ୟାଡରର ୫ ଜଣ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ (Sub-Collector) ଭାବେ ନିଯୁକ୍ତ କରାଯାଇଛି। ଏନେଇ ସରକାରୀ…
Read More...

ମଧ୍ୟପ୍ରାଚ୍ୟ ସମସ୍ୟା ମଧ୍ୟରେ ଦିଲ୍ଲୀରେ ଇନ୍ଧନ ଯୋଗାଣ ଉପରେ ନଜର ରଖିବାକୁ କେନ୍ଦ୍ରର ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ତଣାତଣି ଓ ସମ୍ଭାବ୍ୟ ଯୋଗାଣ ବାଧା ନେଇ ଚିନ୍ତା ବଢ଼ୁଥିବା ବେଳେ ଦିଲ୍ଲୀରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ସୁଚାରୁ ବଣ୍ଟନ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ…
Read More...

ଘୋଷିତ ହେଲା IPL 2026 କାର୍ଯ୍ୟସୂଚୀ, ମାର୍ଚ୍ଚ ୨୮ରେ ଉଦଘାଟନୀ ମ୍ୟାଚ୍

New Delhi: ଟି-୨୦ ବିଶ୍ୱକପ୍ ସମାପନ ପରେ IPL 2026 ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ପାଇଁ କାର୍ଯ୍ୟସୂଚୀ ଜାରି କରାଯାଇଛି। ୧୯ତମ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଖେଳାଯିବ। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ…
Read More...

ମାର୍ଚ୍ଚ ୧୩ରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ PM-Kisan ଯୋଜନାର ୨୨ତମ କିସ୍ତି

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷା ପରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୨ତମ କିସ୍ତି ଜାରି ହେବାର ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଏହି କିସ୍ତିର ଟଙ୍କା ଚାଷୀଙ୍କ ବ୍ୟାଙ୍କ…
Read More...

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ବିରୋଧୀ ଦଳ ପକ୍ଷରୁ ଏହି ଅନାସ୍ଥା ପ୍ରସ୍ତାବ ଆଣାଯାଇଥିଲା। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ନେଇ ଲୋକସଭାରେ ଭାରି…
Read More...

ଭୁବନେଶ୍ୱରରେ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟାଇପାରେ ବିଏମସି

ଭୁବନେଶ୍ଵର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା କାଠ ଓ କୋଇଲା ଚୁଲା ବ୍ୟବହାର ଉପରେ ଥିବା କଟକଣାକୁ ହଟାଇବାକୁ ବିଏମସି ଚିନ୍ତା କରୁଛି। ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।…
Read More...