ନିଲମ୍ବନ ପରେ ବଦଳିଲା ବିଧାନସଭା ସିଟ୍‌, ତେଜିଲା ରାଜନୀତି

ଭୁବନେଶ୍ୱର: ବିଜେଡିରୁ ନିଲମ୍ବନ ପରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ବିଧାନସଭାରେ ବସିବା ସିଟ୍‌ ପରିବର୍ତ୍ତନ ହୋଇଛି। ଦୁହେଁଙ୍କ ସିଟ୍‌ ନମ୍ବର ନୂଆକରି ନିର୍ଦ୍ଧାରଣ କରାଯାଇଛି।ଅରବିନ୍ଦ ମହାପାତ୍ରଙ୍କ ପୂର୍ବତନ ସିଟ୍‌ ନମ୍ବର G19 ଥିଲା, ଯାହାକି ଏବେ F19…
Read More...

ଆସନ୍ତା ୧୯ରୁ ମାଟ୍ରିକ୍ ପରୀକ୍ଷା, ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

କଟକ: ଆଉ ମାତ୍ର ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଏନେଇ Board of Secondary Education, Odisha (ବିଏସଇ) ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ସୂଚନା…
Read More...

ନାବାଳିକା ଦୁଷ୍କର୍ମ ଓ ପ୍ରସବ ଘଟଣା: ଯାଜପୁର ରୋଡ୍‌ର ଘରୋଇ ନର୍ସିଂହୋମ୍ ସିଲ୍

ଯାଜପୁର: ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ଗର୍ଭପାତ କରାଇବା ଘଟଣାରେ ଯାଜପୁର ରୋଡ୍‌ ଗୋଶାଳା ଛକରେ ଥିବା ଘରୋଇ ନର୍ସିଂହୋମ୍‌କୁ ସିଲ୍ କରାଯିବ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଡେଡ୍‌ଲାଇନ୍ ଦିଆଯାଇଛି। ଘରୋଇ…
Read More...

CBSE ଦଶମ ପରୀକ୍ଷା ଦେଲେନି ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଦଶମ ଶ୍ରେଣୀ ପରୀକ୍ଷାକୁ ନେଇ ପୁନିଥରେ ଚର୍ଚ୍ଚାରେ ଆସିଛନ୍ତି। Central Board of Secondary Education (CBSE) ଆଜିଠାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ କରିଛି, ଯାହା ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିବ। ଆଜି…
Read More...

ମାର୍ଚ୍ଚ ୭ରେ ଭୁବନେଶ୍ଵର ଆସିବେ ଅମିତ୍ ଶାହା

ଭୁବନେଶ୍ଵର: ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ Amit Shah ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଦରମିଆନ ସେ ଦୁଇଟି ପ୍ରମୁଖ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଥମେ ସେ କଟକ ଜିଲ୍ଲାର ମୁଣ୍ଡୁଳି ଅଞ୍ଚଳକୁ ଯାଇ Central Reserve Police Force (ସିଆରପିଏଫ୍)…
Read More...

ଇତିହାସ ରଚିଲା ଜିମ୍ବାଓ୍ଵେ, ସୁପର-୮ରେ କଲା ପ୍ରବେଶ

ନୂଆଦିଲ୍ଲୀ: ଇତିହାସ ରଚିଛି ଜିମ୍ବାୱେ । Zimbabwe national cricket team ଟି-୨୦ ବିଶ୍ଵକପରେ ପ୍ରଥମ ଥର ପାଇଁ ସୁପର-୮ ପର୍ଯ୍ୟାୟକୁ ପ୍ରବେଶ କରିଛି। ଗ୍ରୁପ-ବିର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ବର୍ଷାରେ ରଦ୍ଦ ହେବାରୁ ଜିମ୍ବାଓ୍ଵେ ୫ ପଏଣ୍ଟ ସହ ସପ୍ତମ ଦଳ ଭାବେ ସୁପର-୮ ପାଇଁ ଯୋଗ୍ୟତା…
Read More...

ରାଜ୍ୟର ୧୭ ଜିଲ୍ଲାରେ ଆଉ ୨ ଦିନ ଘନ କୁହୁଡ଼ି, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ ବୋଲି India Meteorological Department ପୂର୍ବାନୁମାନ କରିଛି। ଏନେଇ ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।…
Read More...

ଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ

ଆଜି ଭୋର ସମୟରୁ ପୁର୍ବାହ୍ନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ପୁରୀ ସହରକୁ ଘନକୁହୁଡି ଢ଼ାଙ୍କି ରଖିଥିଲା। ଫଳରେ ଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ ଓ ଦର୍ଶନାର୍ଥି। ଶ୍ରୀମନ୍ଦିର ଘନ କୁହୁଡି ଯୋଗୁଁ ସମ୍ପୁର୍ଣ୍ଣ ଲୁଚି ଯାଇଥିଲେ। ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରୁ ବି ଶ୍ରୀମନ୍ଦିର…
Read More...

ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ CM ଙ୍କ ଧର୍ମପତ୍ନୀ

ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ CM ଙ୍କ ଧର୍ମପତ୍ନୀ , ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁରରେ ଆଜି ଠାରୁ ଆରମ୍ଭ ହୋଇଛି ଭବ୍ୟ ବିଶ୍ୱଶାନ୍ତି ମହାଯଜ୍ଞ। ଯେଉଁଠାରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ଆଜିର ମୁଖ୍ୟ ଆକର୍ଷଣ…
Read More...

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଏବଂ ଆପନ୍ନା ପରିଚ୍ଛା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ  ସଭାଗୃହ ଠାରେ ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଶା…
Read More...