ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ କ୍ୟୁବା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ସମାପ୍ତ ହେବା ପରେ ସେ କ୍ୟୁବା ସମ୍ପର୍କରେ ଏକ ଅନିର୍ଦ୍ଦିଷ୍ଟ ପଦକ୍ଷେପ ଆରମ୍ଭ କରିବାକୁ ଚାହୁଁଛନ୍ତି, ଯାହା ଫଳରେ ଆମେରିକାର ହସ୍ତକ୍ଷେପ ପାଇଁ ଏହି କାରିବିଆନ ରାଷ୍ଟ୍ର ପରବର୍ତ୍ତୀ ଲକ୍ଷ୍ୟ…
Read More...

କୋରେଇ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ବାର୍ଷିକୀ  

ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି ଓଡ଼ିଶାର ମହାନ ପୁରୁଷ ବିଜୁ ପଟନାୟକଙ୍କ ଙ୍କ ୧୧୦ ତମ ଜନ୍ମ ବାର୍ଷିକୀ। ଭବପ୍ରସାଦ ଦାସ ଏହି ସଭାକୁ ଦୀପ ପ୍ରଯୋଳନ କରି ଉଦ୍ଘାଟନ କରିଥିଲେ, ଏହି ଅବସରରେ ଦଳର ସ୍ଥାନୀୟ ନେତା, କର୍ମୀ ଓ ସମର୍ଥକମାନେ ବଡ଼…
Read More...

୧୧୦ ତମ ବିଜୁ ଜୟନ୍ତୀ ପାଳିତ

ଅସ୍ତରଙ୍ଗ ଛୁରିଆନା ପଞ୍ଚାୟତ ପିର ଜାହାନିଆ ନିକଟରେ କାକଟପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜୟନ୍ତୀ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ଯୋଗ ଦେଇ ସନ୍ଧ୍ୟା ସମୟରେ…
Read More...

ଲକ୍ଷ୍ମୀନୃସିଂହ ମନ୍ଦିରରେ ସାମା ଚାଚାଙ୍କ ଭଜନ ସମାରୋହ

ପବିତ୍ର ହୋଲି ପର୍ବ ଅବସରରେ କଟକ ଜିଲ୍ଲା କାଳିକାପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଏକ ଭବ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାଳିକାପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା ଖଡ଼ଗପୁର ସ୍ଥିତ ଆଇ.ଆଇ.ଟିର ବର୍ତ୍ତମାନର ଡିମ୍ ଅରବିନ୍ଦ ରାଉତରାୟ, ଯିଏକି ଉକ୍ତ ଲକ୍ଷ୍ମୀ ନୃସିଂହ ମନ୍ଦିରର…
Read More...

ଭାରତର ବଡ଼ ବିଜୟ, ଫାଇନାଲକୁ ମାରିଲା ଗ୍ରାଣ୍ଡ ଏଣ୍ଟ୍ରି

ମୁମ୍ବାଇ: ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୨୬ ଟି - ୨୦ ବିଶ୍ୱକପରେ ଫାଇନାଲକୁ ପ୍ରବେଶ କରିଛି। ଗୁରୁବାର ମୁମ୍ବାଇର Wankhede Stadium ରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡ କୁ ୭ ରନ୍‌ରେ ପରାଜିତ କରିଛି। ଟସ୍ ହାରି…
Read More...

ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତର ରନ୍ ବର୍ଷା, ଇଂଲଣ୍ଡକୁ ୨୫୪ ରନ୍ ଟାର୍ଗେଟ୍

ମୁମ୍ବାଇ: ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଦମଦାର ବ୍ୟାଟିଂ କରି ବଡ଼ ସ୍କୋର ତିଆରି କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ଟି ୱିକେଟ ହରାଇ ୨୫୩ ରନ୍ ସଂଗ୍ରହ କରିଛି। ଏହା ସହିତ ଇଂଲଣ୍ଡ ସମ୍ମୁଖରେ ଜିତିବା ପାଇଁ ୨୫୪ ରନ୍‌ର ବଡ଼…
Read More...

ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍: ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଇଂଲଣ୍ଡ

ନୂଆଦିଲ୍ଲୀ: ICC Men's T20 World Cup 2026ର ଦ୍ୱିତୀୟ ସେମିଫାଇନାଲରେ India national cricket team ଏବଂ England cricket team ମୁହାଁମୁହିଁ ହୋଇଛନ୍ତି। ଏହି ମହାମୁକାବିଲା ଜିତି ଫାଇନାଲରେ ପ୍ରବେଶ କରିବା ପାଇଁ ଉଭୟ ଦଳ ଜୋରଦାର ପ୍ରୟାସ କରୁଛନ୍ତି। ଭାରତ ଦୁଇଥର ଟି-୨୦ ବିଶ୍ୱକପ୍…
Read More...

ବିବାହ ବନ୍ଧନରେ ଅର୍ଜୁନ ତେନ୍ଦୁଲକର, ସାନିଆ ଚାନ୍ଦୋକଙ୍କ ସହ ସାତଫେରା

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ସେ ସାନିଆ ଚାନ୍ଦୋକଙ୍କ ସହ ସାତଫେରା ନେଇଛନ୍ତି। ଏହି ବିବାହ ଉତ୍ସବ ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହୋଇଥିଲା। ବିବାହ ପୂର୍ବରୁ ମାର୍ଚ୍ଚ…
Read More...

ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲା: ୮ ଅଭିଯୁକ୍ତଙ୍କୁ ହାଇକୋର୍ଟର ସର୍ତ୍ତମୂଳକ ଜାମିନ

କଟକ: ବହୁ ଚର୍ଚ୍ଚିତ ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ୮ ଜଣଙ୍କୁ କୋର୍ଟ ପକ୍ଷରୁ ଜାମିନ ଦିଆଯାଇଛି। ଜାମିନ ପାଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା…
Read More...

ରାଜ୍ୟସଭା ପାଇଁ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତାଙ୍କ ନାମାଙ୍କନ, ମେଣ୍ଟ ଚର୍ଚ୍ଚା ନେଇ ମୁହଁ ଖୋଲିଲେ ନବୀନ

ଭୁବନେଶ୍ଵର: ଓଡ଼ିଶାର ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନାମାଙ୍କନ ଭରିଥିବା ଦୁଇଜଣ ପ୍ରାର୍ଥୀଙ୍କୁ ସେ ସ୍ବାଗତ କରୁଛନ୍ତି। ଏହି ସମୟରେ ତାଙ୍କୁ…
Read More...