ଫିକା ପଡିଗଲେ ଯାଦବ, ୦ରେ ହେଲେ ଆଉଟ୍, ନ୍ୟୁଜିଲାଣ୍ଡକୁ ୨୫୬ ରନ୍ର ବିଶାଳ ଲକ୍ଷ୍ୟ ଦେଲା ଭାରତ
ଗୁଜୁରାଟ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପରିଚାଳିତ ଟ୍ୱେଣ୍ଟି–୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚ୍ରେ ଭାରତୀୟ ବ୍ୟାଟରମାନେ ଦର୍ଶକ ଓ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ଦଳ ବିସ୍ଫୋରକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦…
Read More...
Read More...